Browsing Category

ଦେଶ- ବିଦେଶ

ଏକାଥରକେ ଚିହ୍ନଟ ହେଲେ ୩୩ ଓମିକ୍ରନ ଆକ୍ରାନ୍ତ

ଚେନ୍ନାଇ : ତାମିଲନାଡୁରେ ଗୁରୁବାର କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ୩୩ ନୂଆ ମାମଲା ସାମ୍ନା ଆସିବା ପରେ ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ଜିନମ ସିକ୍ୟୁନ୍ସିଂ ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏହା ସହ ରାଜ୍ୟରେ ଓମିକ୍ରନ
Read More...

ବ୍ରିଟେନରେ ୧୪ ଓମିକ୍ରନ୍‌ ଆକ୍ରାନ୍ତ ମୃତ

ବ୍ରିଟେନ : ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ବ୍ରିଟେନ ସୂଚନା ଦେଇଛି ଯେ, ଓମିକ୍ରନ୍‌ ଭାରିଆଣ୍ଟ ପୀଡିତ ୧୨୯ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦେଶରେ ଓମିକ୍ରନ ଜନିତ ମୃତ୍ୟୁସଂଖ୍ୟା ଏପର୍ଯ୍ୟନ୍ତ ୧୪ରେ ପହଞ୍ଚିଛି
Read More...

ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୪୪ହଜାର ଏସି

ଅଲୱାର : ସୋମବାର ବିଳମ୍ବିତ ରାତିରେ ରାଜସ୍ଥାନରକ ଅଲୱାର ସହରରେ ଥିବା ନେମ୍ରାନା ଇଣ୍ଡଷ୍ଟ୍ରିଆଲ୍‌ ଏରିଆର ଡାଏକିନ୍‌ ଏୟାର କଣ୍ଡିସନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀର ଗୋଦାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ନିଆଁର ପ୍ରଖର ଏତେ ଅଧିକ ଥିଲା ଯେ, ସକାଳେ ଯାଏଁ ମଧ୍ୟ ଅନେକ
Read More...

ଦେଶରେ ୨୦୦ ଛୁଇଁଲା ଓମିକ୍ରନ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରାସରର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଦେଶରେ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଦେଶର ୧୨ ରାଜ୍ୟରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି । ଓମିକ୍ରନର ଅଧିକାଂଶ ମାମଲା
Read More...

ଇଡି କାର୍ଯ୍ୟାଳୟରେ ହାଜର ହେଲେ ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋମବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଐଶ୍ୱର୍ଯ୍ୟା ଦିନ ୧.୩୦ ସମୟରେ ଇଡି ଅଫିସରେ ପହଞ୍ଚିଥିଲେ । ସୂଚନା ଅନୁଯାୟୀ ପନାମା ପେପର୍ସ ମାମଲା ସଂପର୍କରେ ତାଙ୍କୁ ପଚରାଉଚରା
Read More...

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ପୁଣି ରାଜଧାନୀରୁ ୨ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ଦିନ ଦେଶର ରାଜଧାନୀ ଦିଲ୍ଲୀରେ ଆଉ ଦୁଇଟି ଓମିକ୍ରନ୍‌ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ସହିତ ଦେଶରେ ମୋଟ ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା ୧୬୦ କୁ ବୃଦ୍ଧି ପାଇଛି । ଏହାସହ ୨୪
Read More...

ନୂଆବର୍ଷରୁ କରୋନା ତୃତୀୟ ଲହର !

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଦୈନିକ ୮ ହଜାରରୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୦ ୮୧ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୬୪ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ, ୭ ୪୬୯ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତିା ବର୍ତ୍ତମାନ
Read More...

‘ଅଗ୍ନି ପ୍ରାଇମ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ ୧୮।୧୨: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦ ଆଗେଇଲା ଭାରତ । ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରି ପ୍ରତିଦିନ ଭାରତ ଆଣବିକ କ୍ଷେତ୍ରରେ ତା’ର ଶକ୍ତି ବୃଦ୍ଧି କରୁଛି । ଓଡ଼ିଶାର ଭଦ୍ରକସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଣବିକ କ୍ଷମତା ସମ୍ପନ୍ନ ‘ଅଗ୍ନି ପ୍ରାଇମ’
Read More...

ଝିଅଙ୍କୁ ୧୬ ବର୍ଷରୁ ବିବାହ କରିଦେବା ଉଚିତ୍‌, କାରଣ କହିଲେ ସପା ସାଂସଦ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଝିଅଙ୍କ ବିବାହ ବୟସ ୧୮ରୁ ୨୧ କରିବା ପାଇଁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି । ଏହାକୁ ସମାଜବାଦୀ ପାର୍ଟି(ସପା)ର ବହୁ ନେତା ବିରୋଧ କରୁଛନ୍ତି । ଗତକାଲି ଅବୁଆଜମୀ, ଶପିକୁରହମାନ ବର୍କଙ୍କ ପରେ ଆଜି ସପା ସାଂସଦ ଏସଟି ହସନ ମଧ୍ୟ କେନ୍ଦ୍ର ସରକାରଙ୍କ
Read More...

ମିସ ୱାର୍ଲଡ-୨୦୨୧ ସ୍ଥଗିତ, ଭାରତର ମାନସାଙ୍କ ସମେତ ୧୭ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଅଟକିଛି ମିସ୍‌ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା। ଏହି ପ୍ରତିଯୋଗିତାର ଫାଇନାଲ Puerto Ricoରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ନିଷ୍ପତ୍ତି ଯାଏ
Read More...