Browsing Category

ଦେଶ- ବିଦେଶ

ନଭେମ୍ବର ୨୯ରୁ ଦିଲ୍ଲୀରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ ୨୪।୧୧ : ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ କାରଣରୁ ସ୍କୁଲ-କଲେଜ ବନ୍ଦ କରି ଦିଆଯାଇଥିଲା । ଏବେ ପୁଣି ଥରେ ନଭେମ୍ବରରୁ ୨୯ ଖୋଲିବାର ନିଷ୍ପତ୍ତି ନିଆଯାଇଛି । ପ୍ରଦୂଷଣ ସ୍ତର ହ୍ରାସ ପାଇବା ହେତୁ ପୁଣଇ ଥରେ ସବୁ ଖୋଲି ଦିଆଯିବ ବୋଲି ଆପ୍ ସରକାରଙ୍କ ମନ୍ତ୍ରୀ ଗୋପାଳ ରାୟ ବୁଧବାର ଏକ
Read More...

କୃଷି ଆଇନ ପ୍ରତ୍ୟାହାରକୁ କ୍ୟାବିନେଟ ମଞ୍ଜୁରୀ, ଆହୁରି ୪ ମାସ ବଢିଲା ମାଗଣା ରାସନ

ନୂଆଦିଲ୍ଲୀ : ତିନୋଟି ନୂତନ କୃଷି ଆଇନ ପ୍ରତ୍ୟାହାର ପାଇଁ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଞ୍ଚ ଦିନ ପୂର୍ବରୁ ଏହି ତିନୋଟି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ । କ୍ୟାବିନେଟର ଅନୁମୋଦନ ପରେ ସଂସଦର ଶୀତକାଳୀନ ଅଧିବେଶନରେ
Read More...

୨.୫ କୋଟି ଟଙ୍କାର ଘୋଡା, ଖାଦ୍ୟ ପାଇଁ ମାସକୁ ଖର୍ଚ୍ଚ ହୁଏ ଦେଢଲକ୍ଷ

ଶ୍ରୀନଗରରେ ଚାଲିଥିବା ଘୋଡାମେଳାରେ ହୀରା ନାମକ ଏକ ଘୋଡା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାର ଦାମ୍‌ ଓ ପ୍ରତି ମାସ ଖର୍ଚ୍ଚ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଏହି ଘୋଡାର ଦାମ ହେଉଛି ୨.୫ କୋଟି ଟଙ୍କା । ସେହିପରି ପ୍ରତି ମାସରେ ଏହି ଘୋଡା ପାଇଁ ତା'ର ମାଲିକ ପାଖାପାଖି ଦେଢ ଲକ୍ଷ
Read More...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ଥାନାରେ କଲେ ଅଭିଯୋଗ

ନୂଆଦିଲ୍ଲୀ: ‘ଆଇଏସ୍‌ଆଇଏସ୍‌-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ଦାବି କରି ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀର ଦିଲ୍ଲୀ ପୁଲସି ନିକଟରେ ଅଭିଯୋଗ କରିଛନ୍ତି ‌‌ବୋଲି ପୁଲିସସୂତ୍ରରୁ ପ୍ରକାଶ। ମଙ୍ଗଳବାର ରାତିରେ ଗମ୍ଭୀର ଥାନାରେ ଅଭିଯୋଗ
Read More...

୩ ରାଜଧାନୀ ବିଲ୍‌ ପ୍ରତ୍ୟାହାର କଲେ ଆନ୍ଧ୍ର ସରକାର

ହାଇଦ୍ରାବାଦ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆନ୍ଧ୍ର ପ୍ରଦେଶ ସରକାର ବିବାଦୀୟ ୩ ରାଜଧାନୀ ବିଲ୍‌କୁ ଆଜି ପ୍ରତ୍ୟାହାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆଜି ବିଧାନସଭା କମ୍ପ୍ଲେକ୍ସରେ କ୍ୟାବିନେଟ ବୈଠକ ବସିଥିଲା। ଏହି ସମୟରେ ୩ ରାଜଧାନୀ ଗଠନ ପାଇଁ ଆଗତ
Read More...

ଆମେରିକାରେ ବଡ଼ଦିନ ପରେଡ୍‌ ଉପରକୁ ମାଡ଼ିଗଲା ଗାଡ଼ି, ଦେଖନ୍ତୁ ଭିଡିଓ

ୱାସିଂଟନ୍‌: ରବିବାର ସନ୍ଧ୍ୟାରେ ଯୁକ୍ତରାଷ୍ଟ୍ର ଆମେରିକାର ୱିଜ୍‌କନ୍‌ସିନ୍‌ ପ୍ରଦେଶରେ ଚାଲିଥିବା ବଡ଼ଦିନ ପରେଡ୍‌ ମଧ୍ୟକୁ ଗୋଟାଏ ଗାଡ଼ି ମାଡ଼ିଯିବାରୁ ‘କିଛି’ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।ଠିକ୍‌ ଅପରାହ୍ଣ ୪.୩୦ ପରେ ଘଟିଥିବା
Read More...

ମାଙ୍କଡକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହେଲା କାର, ଅଳ୍ପକେ ବର୍ତ୍ତିଲେ ପରିବାର ; ଦେଖନ୍ତୁ ଭିଡିଓ

ଶିମଲା : ହିମାଚଳ ପ୍ରଦେଶର ଶିମଲାଠାରେ ଏକ ଭୟଙ୍କର କାର ଦୁର୍ଘଟଣା ଘଟିଛି । ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏକ ମାଙ୍କଡକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିଲା । କାରଟି ଏକ ଉଚ୍ଚ ରାସ୍ତାରୁ ଖସି ପଡି ପାର୍କିଂ ସ୍ଥାନରେ ପଡିଥିଲା । ଏହାପରେ ପାର୍କିଂ ସ୍ଥଳରେ
Read More...

ପୁଣି ଆତଙ୍କ ଖେଳାଇଲେ ମାଓବାଦୀ: ଉଡାଇଦେଲେ ଟ୍ରେନ୍ ଲାଇନ୍‌, ଯାତାୟତ ବାଧାପ୍ରାପ୍ତ

ରାଉରକେଲା ୨୦।୧୧ : ଝାଡ଼ଖଣ୍ଡର ଲୋଟାପାହଡ ଓ ସୋନୁଆ ରେଲୱେ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନ ଉଡାଇଲେ ମାଓବାଦୀ। ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଲୱେ ଲାଇନ ଉଡାଇଲେ ମାଓବାଦୀ। ଗତ ମଧ୍ୟ ରାତି ୨ଟାରେ ହାୱଡା ମୁମ୍ବାଇ ଅପ ଓ ଡାଉନ ରେଲୱେ ଲାଇନ ଉଡାଇ ଦେଇଛନ୍ତି। ଫଳରେ ହାୱଡା ମୁମ୍ବାଇ
Read More...

ଯାତ୍ରୀଗଣ ଧ୍ୟାନ ଦେ! ଏଣିକି ଟ୍ରେନରେ ମିଳିବ ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ : ଏଣିକି ଟ୍ରେନ ଯାତ୍ରୀମାନେ ଟ୍ରେନ ଭିତରେ ରନ୍ଧା ଖାଦ୍ୟ ପାଇପାରିବେ । ଏ ବାବଦରେ ରେଳବାଇ ବୋର୍ଡ ଏକ ନିର୍ଦ୍ଦେଶ ଜାରି କରିଛି । ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ବର୍ତ୍ତମାନ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ରନ୍ଧା ଖାଦ୍ୟର ସେବା ଉପଲବ୍ଧ ହେବ ।
Read More...

କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବି ଆନ୍ଦୋଳନରୁ ହଟିବେନି ଚାଷୀ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ:ପ୍ରକାଶ ପାର୍ବ ଅବସରରେ ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି । ସେ ଏହି ଅବସରରେ ଚାଷୀମାନଙ୍କୁ ନିବେଦନ କରିଛନ୍ତି ଆନ୍ଦୋଳନ ପ୍ରତ୍ୟାହାର କରି ଘରକୁ ଯାଆନ୍ତା । ସେ କହିଛନ୍ତି ଯେ କୃଷକମାନେ
Read More...