Browsing Category

ଦେଶ- ବିଦେଶ

ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ପରଲୋକ | ବିମାନ ଦୁର୍ଘଟଣାରେ ଆହତ ହୋଇ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: କୁନ୍ନୁର ବିମାନ ଦୁର୍ଘଟଣାରେ ଦେଶ ତା’ର ପରାକ୍ରମୀ ଯୋଦ୍ଧାଙ୍କୁ ହରାଇଥିବାବେଳେ ଆଜି ଏହି ଦୁର୍ଘଟଣାର ଶିକାର ହୋଇଥିବା ଆଉ ଏକ ବୀର ଯୋଦ୍ଧାଙ୍କୁ ଦେଶ ହରାଇଛି । ଚିକିôସାଧୀନ ଅବସ୍ଥାରେ ଶେଷରେ ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ’ଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଘଟିବା ପରେ…
Read More...

ରାଜଧାନୀରେ ଆଉ ୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଉ ୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି…
Read More...

ଓମିକ୍ରନ ଭୂତାଣୁ | ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ କ୍ଷୀପ୍ର ଗତିରେ ବ୍ୟାପୁଛି ଓମିକ୍ରନ

ଜେନେଭା: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ ଭୂତାଣୁ କୁ ନେଇ ଚିନ୍ତାଜନକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଓମିକ୍ରନ ଭାରିଏଣ୍ଟ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେଇ ପାରୁଛି। ସେହିପରି ଏହା ଡେଲ୍ଟା ଷ୍ଟ୍ରେନ ତୁଳନାରେ ଅଧିକ ବେଗରେ…
Read More...

ରାଜସ୍ଥାନର ବିକାନେରରେ ଭୂକମ୍ପ

ବିକାନେର : ରାଜସ୍ଥାନର ବିକାନେରରେ ଭୂକମ୍ପ ର ଝଟକା ଅନୁଭୂତ ହୋଇଛି । ରବିବାର ସନ୍ଧ୍ୟା ୬ଟା ୫୬ ମିନିଟ ସମୟରେ ଭୂକମ୍ପ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା । ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ ।
Read More...

ଚିନ୍ତା ବଢାଇଲା ଓମିକ୍ରନ; ମୁମ୍ବାଇରେ ଦୁଇଦିନ ୧୪୪ ଧାରା

ମୁମ୍ବାଇ ୧୧।୧୨: ମୁମ୍ବାଇରେ ବିଗିଡିଲାଣି ସ୍ଥିତି । ଓମିକ୍ରନ୍ କୁ ନେଇ ସ୍ଥିତି ସାଂଘାତିକ୍ । ଏବେ ସୁଦ୍ଧା କେବଳ ମହାରାଷ୍ଟ୍ରରେ ୧୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଯାହାକୁ ନେଇ ଏବେ ମୁମ୍ବାଇକୁ ଫେରିଛି ଲକ୍‌ଡାଉନ୍ ସ୍ଥିତି । ବଢୁଥିବା ଓମିକ୍ରନ୍ ଆକ୍ରାନ୍ତଙ୍କୁ…
Read More...

ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସିଡିଏସ ବିପିନ ରାୱତ ଓ ପତ୍ନୀ ମଧୁଲିକା

ନୂଆଦିଲ୍ଲୀ: ଯେଉଁ ପର୍ଯ୍ୟନ୍ତ ଆକାଶରେ ସୂର୍ଯ୍ୟ ଏବଂ ଚନ୍ଦ୍ର ରହିଥିବେ ସେ ପର୍ଯ୍ୟନ୍ତ ବିପିନ୍‌ଙ୍କ ନାମ ଅମର ରହିଥିବ । ବିପିନ୍‌ ରାୱତ୍‌ ଅମର ରହେ ନାରା ସହ ୧୭ ତୋପ ସଲାମି ମଧ୍ୟରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫନ୍ସ ଷ୍ଟାଫ୍‌ ଜେନେରାଲ୍‌ ବିପିନ୍‌ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ…
Read More...

ସିଡିଏସ ବିପିନ ରାୱତ | ଅନ୍ତିମଯାତ୍ରାରେ ସିଡିଏସ ବିପିନ ରାୱତ

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତ ଙ୍କ ଅନ୍ତିମଯାତ୍ରା । ଦିଲ୍ଲୀ କୈଣ୍ଟ ବରାର ସ୍କୋୟାରରେ ହେବ ଅନ୍ତିମ ସଂସ୍କାର । ସନ୍ଧ୍ୟା ୫ଟାରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସଂସ୍କାର କରାଯିବ। ପ୍ରୋଟକଲ୍‌ ଅନୁସାରେ, ଜେନେରାଲ୍‌ ରାୱତ୍‌ଙ୍କୁ ୧୭ ତୋପ ସଲାମୀ ଦିଆଯିବ ଏବଂ ୮୦୦ ସେନା…
Read More...

ସିଡିଏସ ବିପିନ ରାୱତ | ଦିଲ୍ଲୀରେ ପହଞ୍ଚିଲା ସିଡିଏସ ବିପିନ ରାୱତଙ୍କ ସମେତ ୧୩ ସହକର୍ମୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ : ତାମିଲନାଡୁର କନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ଜେନେରାଲ ସିଡିଏସ ବିପିନ ରାୱତ ଙ୍କ ମୃତଦେହ ଦିଲ୍ଲୀରେ ପହଞ୍ଚିଛି । ସିଡିଏସ ବିପିନ ରାୱତ ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ଏବଂ ଅନ୍ୟ ୧୧ ଜଣ ସେନା…
Read More...

ହଟିଲା କୃଷକ ଆନ୍ଦୋଳନ, ୧୧ରୁ ଘର ମୁହାଁ ହେବେ ଚାଷୀ

ନୂଆଦିଲ୍ଲୀ : ଦୀର୍ଘ ୧୪ ମାସରୁ ଅଧିକ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଆନ୍ଦୋଳନ ଶେଷ ହୋଇଛି । ୪୦ କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ଏହାସହ ୧୧ ତାରିଖରୁ କୃଷକମାନେ ସେମାନଙ୍କ ଘରକୁ…
Read More...

ଚଟ୍‌ ମଙ୍ଗନି, ପଟ୍‌ ବିହା! ଆଜି ବିବାହ ବନ୍ଧନରେ ବାନ୍ଧିହେବେ ତେଜସ୍ୱ

ନୂଆଦିଲ୍ଲୀ :ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ରାଷ୍ଟ୍ରୀୟ ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ୱୀ ଯାଦବ ଆଜି ଏହି ବନ୍ଧନରେ ବାନ୍ଧି ହେବେ । ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଛି ବାହାର ଲୋକଙ୍କ ବ୍ୟତୀତ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ନିର୍ବନ୍ଧ ସହ ଆଜି…
Read More...