Browsing Category

ଦେଶ- ବିଦେଶ

ପ୍ରଧାନମନ୍ତ୍ରୀଙ୍କର ଦିନକର ସୁରକ୍ଷା ଖର୍ଚ୍ଚ ୨କୋଟି ଟଙ୍କା

ନୂଆଦିଲ୍ଲୀ : ଭାରତରେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଖର୍ଚ୍ଚ ହୋଇଥାଏ ବିପୁଳ ଅର୍ଥ । ଏହି ଭିଭିଆଇପିମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ରହିଛି ସ୍ୱାତନ୍ତ୍ର୍ୟ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବାବଦ ଖର୍ଚ୍ଚ ଜାଣିଲେ ଯେ କେହି…
Read More...

ମାଛ ଚଳାଇଲା କାର୍‌, ଦେଖନ୍ତୁ ଭିଡିଓ

ଏହି ଶୀର୍ଷକ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ ନିରାଟ ସତ୍ୟ । ଏଭଳି କାମ ସମ୍ଭବ ହୋଇଛି ଇସ୍ରାଏଲରେ । ଇସ୍ରାଏଲର ବେନ ଗୁରିଏନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏଭଳି ଏକ କାର ତିଆରି କରିଛନ୍ତି,ଯାହାକୁ ମାଛମାନେ ଚଳାଇପାରୁଛନ୍ତି । ଏହି କାର ମାଧ୍ୟମରେ ବୈଜ୍ଞାନିକମାନେ…
Read More...

ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟିକୁ ନେଇ ଚିନ୍ତା ବ୍ୟକ୍ତ କଲେ ରାଷ୍ଟ୍ରପତି । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଖବର…
Read More...

ସ୍ପଷ୍ଟ କଲା ଭାରତ ବାୟୋଟେକ,କୋଭାକ୍ସିନ ନେବାପରେ ପେନକିଲରର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ : ଏବେ ଦେଶରେ କିଶୋରମାନଙ୍କ ଟିକାକରଣ ଆରମ୍ଭ ହୋଇଯାଇଛି । ଆଜି ସୁଦ୍ଧା କୋଟିଏରୁ ଅଧିକ ପିଲାଙ୍କୁ ଟିକା ଦିଆଯାଇସାରିଲାଣି । ତେବେ କେତେକ ଟିକାକରଣ କେନ୍ଦ୍ରରେ ପିଲାଙ୍କୁ କୋଭାକ୍ସିନ ଦିଆଯିବା ପରେ ପେନକିଲର ଦିଆଯାଉଛି । ଏହା ଜାଣିବା ପରେ କୋଭାକ୍ସିନ ନିର୍ମାତା ଭାରତ ବାୟୋଟେକ…
Read More...

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌; ୧୬ ମୃତ, ୨୬ ଗୁରୁତର

ରାୟପୁର: ଭୟଙ୍କର ଦୁର୍ଘଟଣା। ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌। ଏଥିରେ ପ୍ରାୟ ୧୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। ବୁଧବାର ସକାଳେ ଝାଡଖଣ୍ଡରେ ଏଭଳି ମର୍ମନ୍ତୁ ସଡକ ଦୁର୍ଘଟଣା ଘଟିଛି। ସାହିବଗଞ୍ଜରୁ ଦୁମକା ଯାଉଥିବା ଏକ ବସ…
Read More...

ହୋମ ଆଇସୋଲେସନ ପାଇଁ ନୂଆ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ: କେନ୍ଦ୍ର ପକ୍ଷରୁ ସଂଶୋଧିତ ହୋମ ଆଇସୋଲେସନ ଗାଇଡଲାଇନ୍ ଜାରି କରାଯାଇଛି । ସ୍ୱଳ୍ପ ଓ ଲକ୍ଷଣହୀନ ଆକ୍ରାନ୍ତ ଅଧିକ ରହୁଥିବାରୁ ଗାଇଡଲାଇନ୍ ଜାରି କରାଯାଇଛି । ଡାକ୍ତରଙ୍କ ଦ୍ୱାରା ଚିହ୍ନିତ ଲକ୍ଷଣହୀନ ରୋଗୀ ଆଇସୋଲେସନରେ ରହିବେ । ଆକ୍ରାନ୍ତଙ୍କ ପରିବାରକୁ ପରାମର୍ଶ ପାଇଁ…
Read More...

ପାରିବାରିକ ଝଗଡ଼ାର ବିଷମ ପରିଣାମ,ଆଠ ମହଲା କୋଠାରୁ ପତ୍ନୀକୁ ଫିଙ୍ଗିଦେଲା ସ୍ୱାମୀ

ଲକ୍ଷ୍ନୌ : ବେଳେ ବେଳେ ପାରିବାରିକ ବିବାଦର ପରିଣାମ ଏଭଳି ଭୟଙ୍କର ହୋଇଥାଏ,ଯାହା ସହଜରେ ବିଶ୍ୱାସ କରିହୋଇନଥାଏ । ଏହା କେତେ ଲୋମଟାଙ୍କୁରା ଓ ଦୁଃଖଦ ହୋଇପାରେ,ତାହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଗୋସାଇଗଞ୍ଜର ସଂଜୀବ କୁମାର ନାମକ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହିତ ଝଗଡ଼ାରେ ଏତେ…
Read More...

୮୩ ପୁଲିସ କର୍ମଚାରୀଙ୍କୁ କରୋନା

କୋଲକାତା: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଉଦବେଗର ବିଷୟ ହେଉଛି ଯେ ଡାକ୍ତର ଓ ପୁଲିସ ଭଳି ସମ୍ମୁଖ ଯୋଦ୍ଧାମାନେ ଅଧିକରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି । ଦେଶରେ ସଂକ୍ରମିତ ଡାକ୍ତରଙ୍କ ସଂଖ୍ୟା ୧୦୦ ଟପିଥିବା ବେଳେ ପୁଳିସ କର୍ମଚାରୀଙ୍କ ଶହେ ନିକଟବର୍ତ୍ତୀ ହୋଇଛି…
Read More...

ରେକର୍ଡ! ଦିନକରେ ୧୦ ଲକ୍ଷ ଆକ୍ରାନ୍ତ

ୱାଶିଂଟନ: କରୋନା ଓ ଓମିକ୍ରନ ବିଭିନ୍ନ ଦେଶରେ ଭୟଙ୍କରଭାବେ ଲୋକଙ୍କୁ ସଂକ୍ରମିତ କରିଚାଲିଛି । ଆମେରକାରେ ପରିସ୍ଥିତି ଏବେ ଅତି ସାଂଘାତିକ । ଦୈନିକ ସଂକ୍ରମଣରେ ସାରା ବିଶ୍ୱରେ ଏହା ସମସ୍ତଙ୍କୁ ଟପି ଶୀର୍ଷରେ ପହ ିଛି । ଆଜି ସ୍ଥିତି ଆହୁରି ସାଂଘାତିକ । ଗତ ୨୪ ଘଣ୍ଟାରେ ଅର୍ଥାତ ଦିନକରେ ୧୦…
Read More...

ଜାନୁଆରୀ ପହିଲାରେ ପିଏମ-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ନବବର୍ଷ (ଜାନୁଆରୀ ୧) ଦିନ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଜରିଆରେ ଯୋଜନାର ୧୦ମ କିସ୍ତିର ଲାଭ କିସ୍ତି ପଠାଇବେ । ଏଥିରେ ୧୦ କୋଟିରୁ ଅଧିକ ଲାଭାର୍ଥି କୃଷକ ପରିବାରଙ୍କୁ ୨୦,୦୦୦ କୋଟିରୁ ଅଧିକ ରାଶିର ହସ୍ତାନ୍ତର…
Read More...