Browsing Category

ଦେଶ- ବିଦେଶ

କୌଣସି ପରମାଣୁ ବ୍ଲାକମେଲ୍ ଭାରତ ସହ୍ୟ କରିବ ନାହିଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ବରଂ ଏହା କୋଟି କୋଟି ଭାରତୀୟଙ୍କ ଭାବନା ଓ ଆକ୍ରୋଶର ପ୍ରତିଫଳନ। ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏ ଅନିଲ ଚୌହାନ ଏବଂ ସ୍ଥଳସେନା, ନୌସେନା ଏବଂ ବାୟୁସେନା ମୁଖ୍ୟଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯୋଗ
Read More...

ବିସ୍ଫୋରଣରେ ଥରିଲା ଲାହୋର

ଲାହୋର:ପାକିସ୍ତାନ ଲାହୋରରେ ବଡ଼ ବିସ୍ଫୋରଣ । ଏୟାରପୋର୍ଟ ନିକଟରେ ବିସ୍ଫୋରଣ ହୋଇଛି। ସକାଳୁ ସକାଳୁ ୩ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ସ୍ଥାନୀୟ ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି
Read More...

ଏବେ ଯାହା ହେବ, ପାକିସ୍ତାନ ୧୦୦ ଥର ଭାବିବ : ଓୱେସି

ନୂଆଦିଲ୍ଲୀ : ଏଆଇଏମ୍‌ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ୍ ଓୱେସି ସୋମବାର ପାକିସ୍ତାନକୁ ସମାଲୋଚନା କରି ଏହାକୁ ଏକ ବିଫଳ ରାଷ୍ଟ୍ର ବୋଲି କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ପାକିସ୍ତାନ ପୁଣି ଥରେ
Read More...

ଜାତିଭିତ୍ତିକ ଜନଗଣନା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇ ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସମିତି (CCPA) ଏହି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି। ୨୦୨୫ରୁ ୨୦୨୬ ମଧ୍ୟରେ ଆରମ୍ଭ ହେବାକୁ ଥିବା
Read More...

କାନ୍ଥ ଭୁଶୁଡି ୮ ଶ୍ରଦ୍ଧାଳୁ ମୃତ

ବିଶାଖାପାଟଣା: କାନ୍ଥ ଭୁଶୁଡ଼ିବା ଘଟଣାରେ ୮ ଜଣ ଶ୍ରଦ୍ଧାଳୁଙ୍କର ଜୀବନ ଯାଇଛି । ବୁଧବାର ସକାଳୁ ସିଂହାଚଳମ୍‌ରେ ଥିବା ଶ୍ରୀବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରର ଉତ୍ସବ ସମୟରେ ଏହି ଅଘଟଣ ଘଟିଛି । ସେହି ୮ ଜଣ ମୃତକଙ୍କ ମଧ୍ୟରେ ଏକ ଦମ୍ପତି ମଧ୍ୟ ରହିଛନ୍ତି । ଜାତୀୟ ବିପର୍ଯ୍ୟୟ
Read More...

‘ପ୍ରତ୍ୟେକ ଭାରତୀୟ ଏକ ହେବା ଉଚିତ’, ଶ୍ରୀନଗରରେ ରାହୁଲ ଗାନ୍ଧୀ କହିଲେ- ଆମେ କେନ୍ଦ୍ର ସରକାରଙ୍କ ସହ…

ଶ୍ରୀନଗର : ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଜମ୍ମୁ-କାଶ୍ମୀର ଗସ୍ତରେ ଅଛନ୍ତି। ସେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଆହତ ଏବଂ ପୀଡିତ ପରିବାରକୁ ଭେଟିଥିଲେ। ସେ ଶ୍ରୀନଗରରେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କୁ ମଧ୍ୟ ଭେଟିଥିଲେ। ଏହା ପରେ ସେ କହିଥିଲେ ଯେ ସମଗ୍ର
Read More...

ଗିରଫ ହେଲେ ଆସାମ ବିଧାୟକ, କାହିଁକି ଜାଣନ୍ତୁ

ଶ୍ରୀନଗର: ଦୁଇ ଦିନ ପୂର୍ବେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ସମର୍ଥନ କରିଥିବା ଅଭିଯୋଗରେ ବିରୋଧୀ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍‌)ବିଧାୟକ ଅମିନୁଲ ଇସଲାମଙ୍କୁ ଗୁରୁବାର ଦିନ ଆସାମ
Read More...

ପାକିସ୍ତାନ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ, ବଡ କାର୍ଯ୍ୟାନୁଷ୍ଠାନ ନେଲେ ମୋଦୀ ସରକାର

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ସରକାର ଆଉ ଏକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବେ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମର X ହ୍ୟାଣ୍ଡେଲ ଭାରତରେ ଦେଖାଯିବ ନାହିଁ। କାରଣ ଏହି ସରକାରୀ ଆକାଉଣ୍ଟଟିକୁ ବ୍ୟାନ୍‌ କରାଯାଇଛି। ସୂଚନାଯୋଗ୍ୟ, ଏପ୍ରିଲ ୨୨
Read More...

ପରଲୋକରେ ପୋପ୍ ଫ୍ରାନ୍‌ସିସ୍‌

ନୂଆଦିଲ୍ଲୀ : ଭାଟିକାନ୍ ସିଟିରେ ପୋପ୍ ଫ୍ରାନ୍‌ସିସ୍‌ଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ନିକଟରେ ପୋପ୍ ଫ୍ରାନ୍‌ସିସ୍‌ ଙ୍କୁ ନିମୋନିଆ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭାଟିକାନ୍ ସିଟିରୁ ପୋପ୍ ଙ୍କ
Read More...