Browsing Category

ଦେଶ- ବିଦେଶ

ପଞ୍ଜଶୀରରେ ୬୦୦ ତାଲିବାନୀ ନିହତ

ପଞ୍ଜଶୀର : ପଞ୍ଜଶୀର ଅକ୍ତିଆର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ତାଲିବାନ । ଏଥିପାଇଁ ତାଲିବାନ ଏବଂ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ଲଢେଇ ଜାରି ରହିଛି । ଆଫଗାନିସ୍ତାନକୁ କବଜା କରିଛି ସତ କିନ୍ତୁ ପଞ୍ଜଶୀରକୁ ଦଖଲକୁ ନେଇ ପାରୁ ନାହାଁନ୍ତି ତାଲାବାନୀ ।ଏହାମଧ୍ୟରେ ୬୦୦
Read More...

ଓଡ଼ିଶାର ୨ ଶିକ୍ଷକଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ରାଷ୍ଟ୍ରୀୟ ପୁରସ୍କାର

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଗୁରୁଦିବସ । ଏହି ଅବସରରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ଏଥିରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କ ସମେତ ୪୪ ଜଣଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବରେ ସମ୍ମାନିତ କରାଯାଇଛି । ଭଦ୍ରକ ଜିଲ୍ଲା ସ୍କୁଲର
Read More...

ଗାଈ ଏକମାତ୍ର ପ୍ରାଣୀ ଯିଏ ଅମ୍ଳଜାନ ଗ୍ରହଣ କରେ ଓ ଛାଡିଥାଏ

ନୂଆଦିଲ୍ଲୀ: ଆହ୍ଲାବାଦ୍ ହାଇକୋର୍ଟର ଜଜ୍ ଜଷ୍ଟିସ୍ ଶେଖର କୁମାର ଯାଦବ ନିକଟରେ କହିଥିଲେ ଯେ, ଗାଈକୁ ଭାରତର ଜାତୀୟ ପଶୁ ବୋଲି ଘୋଷଣା କରିବା ଦରକାର ଓ ସେମାନଙ୍କର ସୁରକ୍ଷା ହିନ୍ଦୁମାନଙ୍କ ମୁଖ୍ୟ ଅଧିକାର ଭିତରେ ସାମିଲ କରିବା ଦରକାର । ସେ ଆହୁରି ବି କହିଥିଲେ ଯେ, ବୈଜ୍ଞାନିକଙ୍କ କହିବା
Read More...

ଆମେରିକା ସେନା କାବୁଲ ଛାଡିବା ପୂର୍ବରୁ ଅଚଳ କରିଦେଲେ ଶହଶହ ବିମାନ ଓ ସଶସ୍ତ୍ର ଯାନ

ୱାଶିଂଟନ୍‌: ଆଫଗାନିସ୍ତାନରେ ଆମେରିକାର ସେନାର ୨୦ ବର୍ଷ ପୁରୁଣା ସାମରିକ ଅପରେସନ୍‌ (ଆମେରିକା ଆଫଗାନିସ୍ତାନ ମିଶନ୍‌ ଏଣ୍ଡସ୍‌) ମଙ୍ଗଳବାର ଶେଷ ହୋଇଛି । ତେବେ, ଆମେରିକୀୟ ସୈନିକ କାବୁଲ ବିମାନବନ୍ଦରରୁ ଯିବା ପୂର୍ବରୁ ଜାଣିଶୁଣି ଏହାର ସମସ୍ତ ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ସଶସ୍ତ୍ର
Read More...

ଆଫଗାନ ଛାତ୍ରୀଙ୍କୁ ପଢିବାର ସ୍ୱାଧୀନତା ଦେଲା ତାଲିବାନ : ଏକାଠି ପଢିପାରିବେନି ପୁଅଝିଅ, କେବଳ ଶିକ୍ଷୟିତ୍ରୀ ପଢାଇବେ

କାବୁଲ: ଆଫଗାନିସ୍ତାନରେ ଶାସନ କ୍ଷମତା ଦଖଲ କରିବା ପରେ ସରିଆ ଆଇନ ଅନୁଯାୟୀ ଦେଶର ମହିଳାଙ୍କୁ ଶିକ୍ଷା, ନିଯୁକ୍ତି ଆଦି ସମସ୍ତ କ୍ଷେତ୍ରରେ ସୁଯୋଗ ଦିଆଯିବ ଏବଂ ଏହା ଦେଶବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବ ବୋଲି ବାରମ୍ବାର କହିଆସୁଥିବା ତାଲିବାନ ଆତଙ୍କିଙ୍କର ବାସ୍ତବ ଚେହେରା ସମ୍ମୁଖକୁ
Read More...

ଭାରତ ସହ ଭଲ ସମ୍ପର୍କ ଚାହୁଁଛି ତାଲିବାନ

ନୂଆଦିଲ୍ଲୀ: ଭାରତ ସହ ତାଲିବାନ ଭଲ ସଂପର୍କ ଚାହୁଁଛି । ଏମିତି କହିଛନ୍ତି ଦୋହାରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଶେର ମହମ୍ମଦ ଅବ୍ୱାସ ଷ୍ଟାନିକଜାଇ । ସେ ଏକ ୪୫ ମିନିଟର ଲମ୍ବା ଭିଡିଓ ବିବୃତ୍ତିରେ ବିଶ୍ୱ ସହିତ ଥିବା ସମ୍ପର୍କ ବିଷୟରେ କହିଛନ୍ତି । ଏଥିରେ ଭାରତ
Read More...

ତାଲିବାନୀ କବଜାରେ ପଞ୍ଜଶିର!

କାବୁଲ: ଆଫଗାନିସ୍ତାନର ପଞ୍ଜଶିରରେ ଇଣ୍ଟରନେଟ୍ ସଟଡାଉନ୍ ହୋଇଛି। ତାଲିବାନୀମାନେ ଏହି ଇଣ୍ଟରନେଟ୍ ସଟଡାଉନ୍ କରିଛନ୍ତି। ଆଫଗାନିସ୍ତାନର ପୂର୍ବତନ ଉପ ରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏହି ପଞ୍ଜଶିରରେ ରହୁଛନ୍ତି। ସେ ବିଭିନ୍ନ ସମୟରେ ଟ୍ୱିଟ୍ କରି ବାର୍ତ୍ତା ଦେଉଛନ୍ତି। ତେଣୁ ଏବେ
Read More...

ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା ସେପ୍ଟେମ୍ବର ୩୦ ଯାଏଁ ବଢିଲା

ନୂଆଦିଲ୍ଲୀ: ଘନଉଛି କରୋନାର ତୃତୀୟ ଲହର ଆଶଙ୍କା। ପୁଣି ଦେଶରେ ବଢ଼ୁଛି ସଂକ୍ରମିତ ମାମଲା। ଏବେ ଦୈନିକ ୪୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ
Read More...

ଭାବିନାଙ୍କୁ ୩ କୋଟି, ପୁରସ୍କାର ରାଶି ଘୋଷଣା କଲେ ଏହି ରାଜ୍ୟ ସରକାର

ଟୋକିଓ: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ରବିବାର ରୌପ୍ୟ ପଦକ ଜିତି ଇତିହାସ ରଚିଥିବା ଗୁଜୁରାଟୀ ଝିଅ ଭାବିନା ପଟେଲଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ଗୁଜୁରାଟ ରାଜ୍ୟ ସରକାର । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏ ସଂପର୍କରେ ଆଜି ଘୋଷଣା କରିଛନ୍ତି । ପାରାଲିମ୍ପିକ୍ସରେ ପଦକ
Read More...

କ୍ଷମତାକୁ ନେଇ ତାଲିବାନରେ ଗୋଷ୍ଠୀ କନ୍ଦଳ

ନୂଆଦିଲ୍ଲୀ : କାବୁଲ ଦଖଲ ପରେ ଆଫଗାନିସ୍ତାନ ଉପରେ ରାଜ୍ କିଏ କରିବ, ଏହାକୁ ନେଇ ତାଲିବାନରେ ଆଭ୍ୟନ୍ତରୀଣ ସଂଘର୍ଷ ଜାରି ରହିଛି । ଆଫଗାନିସ୍ତାନ କ୍ଷମତାରେ କାହାର ନିୟନ୍ତ୍ରଣ ରହିବ । ଏହାକୁ ନେଇ ଏବେ ବଡ ପ୍ରଶ୍ନ । ଅପରପକ୍ଷେ ରକ୍ତରେ ଜୁଡୁବୁଡୁ ଓ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନର
Read More...