Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ସାମ୍ବାଦିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ
ପାଟଣା: ବିହାରରେ ନିଖୋଜ ହୋଇଥିବା ଜଣେ ସାମ୍ବାଦିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ବିହାରର ମଧୁବନି ଜିଲ୍ଲାରେ ଚାରି ଦିନ ତଳେ ୨୨ ବର୍ଷ ବୟସ୍କ ସାମ୍ବାଦିକ ତଥା ସୂଚନା ଅଧିକାରୀ କର୍ମୀ ବୁଦ୍ଧିନାଥ ଝା ଓରଫ ଅବିନାଶ ଝା ନିଖୋଜ ହୋଇ ଯାଇଥିଲେ ।
ରାଜ୍ୟରେ ଚାଲିଥିବା!-->!-->!-->…
Read More...
Read More...
ଗୋଟିଏ ପରିବାର ଚାରିଜଣଙ୍କୁ ହତ୍ୟା କଲେ ମାଓବାଦୀ, ବୋମାରେ ଉଡାଇଲେ ଘର
ପାଟନା : ଗୟା ମୁଖ୍ୟାଳୟଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମାଉନୱାର ଗ୍ରାମରେ ମାଓବାଦୀମାନେ ଦୁଇ ମହିଳାଙ୍କ ସମେତ ଚାରି ଜଣଙ୍କୁ ହତ୍ୟା କରିଛନ୍ତି । ମାଓବାଦୀମାନେ ଚାରିଜଣଙ୍କୁ ଘର ବାହାରେ ଥିବା ଏକ ଖାଲରେ ଫାଶୀ ଦେଇଥିଲେ । ନିହତମାନଙ୍କ ମଧ୍ୟରେ ଗୋଟିଏ ପରିବାରର ଦୁଇ!-->…
Read More...
Read More...
୧୧ ମହିଳା ସେନା ଅଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମହିଳାଙ୍କ ବଡ଼ ବିଜୟ। ସେନାରେ ସ୍ଥାୟୀ କମିଶନ ଦାବିରେ ସୁପ୍ରିମକୋର୍ଟ ଯାଇଥିବା ୧୧ ମହିଳାଙ୍କୁ ଖୁବଶୀଘ୍ର ସ୍ଥାୟୀ କମିଶନ ଭାବେ ମାନ୍ୟତା ମିଳିବ। ଏହି ୧୧ ମହିଳାଙ୍କୁ ନଭେମ୍ବର ୨୬ ସୁଦ୍ଧା ଓ ବାକି ଯୋଗ୍ୟ ଅଧିକାରୀ ତିନି ସପ୍ତାହ ମଧ୍ୟରେ ସ୍ଥାୟୀ କମିଶନ!-->…
Read More...
Read More...
ସିଡିଏସ ବିପିନ ରାୱତ କହିଲେ ଦେଶର ଏକ ନମ୍ବର ଶତ୍ରୁ ଦେଶର ନାମ
ନୂଆଦିଲ୍ଲୀ : ଚୀନ ମାନସିକ ଚାପ ପକାଇବା ଖେଳ ଖେଳିବାରେ ଧୁରନ୍ଧର । ଭାରତ ଏହାର ଚାପର ବଶବର୍ତ୍ତୀ ହେବା ଅନୁଚିତ ବୋଲି ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ବିପିନ ରାୱତ କହିଛନ୍ତି । ସେ କହିଛନ୍ତି ଚୀନ ହେଉଛି ଭାରତର ଏକ ନମ୍ବର ଶତ୍ରୁ, ପାକିସ୍ତାନ ନୁହେଁ । ସେଥିପାଇଁ ବାସ୍ତବ ନିୟନ୍ତ୍ରଣ!-->…
Read More...
Read More...
ଚେତାଶୂନ୍ୟ ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ଚିକିତ୍ସା ପାଇଁ ପଠାଇଲେ ମହିଳା ପୁଲିସ, ଭାଇରାଲ ହେଉଛି ଭିଡିଓ
ଚେନ୍ନାଇ : ଗତ କିଛି ଦିନ ହେଲା ତାମିଲନାଡୁରେ ବର୍ଷା ତାଣ୍ଡବ ରଚିଛି । ଏହି ସମୟରେ ଜଣେ ମହିଳା ପୋଲିସଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସ ଇନ୍ସପେକ୍ଟର ରାଜେଶ୍ୱରୀ ଜଣେ ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ଦୌଡୁଛନ୍ତି । ବେହସ ହୋଇଥିବା ଏହି ବ୍ୟକ୍ତି ଜଣଙ୍କୁ ତୁରନ୍ତ!-->…
Read More...
Read More...
ସାଂସଦମାନଙ୍କ ପାଇଁ ଖୁସି ଖବର,ଖୋଲିଲା ସାଂସଦ ପାଣ୍ଠି; ଏବର୍ଷ ୨ କୋଟି
ଭୁବନେଶ୍ୱର : ସାଂସଦମାନଙ୍କ ପାଇଁ ଖୁସି ଖବର । କରୋନା ପାଇଁ ସାଂସଦ ପାଣ୍ଠି ବନ୍ଦ ହୋଇଯାଇଥିଲା । ଫଳରେ ସାଂସଦମାନେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିପାରୁନଥିଲେ । କିନ୍ତୁ ଆଜି କେନ୍ଦ୍ର କ୍ୟାବିନେଟ ସାଂସଦ ପାଣ୍ଠି ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି !-->…
Read More...
Read More...
ୟୁପିରେ କଂଗ୍ରେସ ସରକାର ଆସିଲେ ଆଶା କର୍ମୀଙ୍କୁ ଦିଆଯିବ ୧୦ହଜାର ଦରମା : ପ୍ରିୟଙ୍କା ଗାନ୍ଧୀ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ତିନି ଦଶଦ୍ଧୀ ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଦଳର ନେତୃତ୍ୱ ନେଉଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଗୋଟିଏ ପରେ ଗୋଟିଏ ଲୋଭନୀୟ ସ୍କିମ୍ ଘୋଷଣା କରୁଛନ୍ତି । ସେ!-->…
Read More...
Read More...
ବିବାହ କଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା, ସେୟାର କଲେ ଫଟୋ
ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ମଲାଲା ୟୁସୁଫଜାଇ ଏବଂ ତାଙ୍କ ସାଥୀ ଆସାର ସେମାନଙ୍କ ବିବାହ ବିଷୟରେ ସୂଚନା ଦେଇଛନ୍ତି । ବାଳିକା ଶିକ୍ଷାର ସମର୍ଥକ ମଲାଲା ଏବଂ ଆସାରଙ୍କ ବିବାହ ସମାରୋହ ବ୍ରିଟେନର ବର୍ମିଂହାମସ୍ଥିତ!-->…
Read More...
Read More...
ଦେଶର ୧୦ ପ୍ରଦୂଷିତ ସହର ତାଲିକାରେ ୟୁପିର ୮
ନୂଆଦିଲ୍ଲୀ:ଦେଶର ଦିୱାଲୀ ପରଠାରୁ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ଅନେକ ବଡ ସହରରେ ଗମ୍ଭୀର ବର୍ଗରେ ରହିଆସିଛି । ଦିଲ୍ଲୀରେ ତିନି ଦିନ ପରେ ଏକ୍ୟୁଆଇ ଉନ୍ନତି ହୋଇଛି, ଯଦିଓ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ବାୟୁ ସଫା ହୋଇନାହିଁ । ଏଥି ସହିତ ଉତ୍ତରପ୍ରଦେଶର ବୃନ୍ଦାବନ ଦେଶର ପ୍ରଦୂଷିତ!-->…
Read More...
Read More...
ଆଡଭାନୀଙ୍କ ଘରକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀଙ୍କ ୯୪ ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଡଭାନୀଙ୍କ ଘରେ ପହଞ୍ଚି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଫଟୋଗୁଡ଼ିକରେ!-->…
Read More...
Read More...