ହସ୍ପିଟାଲରେ ଭର୍ତ୍ତି ହେଲେ ଆନ୍ନା ହଜାରେ

0 51

ନୂଆଦିଲ୍ଲୀ୧: ସମାଜସେବୀ ଆନ୍ନା ହଜାରେଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ପୁଣେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ସୂଚନା ଅନୁସାରେ ତାଙ୍କୁ ଏଞ୍ଜିୟୋଗ୍ରାଫି ହୋଇଥିଲା । ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ କହିଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆନ୍ନା ହଜାରଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ନେଇଥିଲେ । ଉଦ୍ଧବ ଠାକରେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × two =