Browsing Category

ଦେଶ- ବିଦେଶ

ଆଫଗାନିସ୍ତାନରୁ ଫେରିଲେ ଭାରତୀୟ ରାଷ୍ଟ୍ରଦୂତଙ୍କ ସମେତ ୧୫୦ ଜଣ , ଜାମନଗର ବିମାନବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଜାମନଗର : ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର କାବୁଲରେ ଅବସ୍ଥାପିତ ରାଷ୍ଟ୍ରଦୂତ ରୁଦ୍ରନ୍ଦ୍ର ଟଣ୍ଡନ ଓ ତାଙ୍କ ଭାରତୀୟ କର୍ମଚାରୀଙ୍କୁ ଆଜି ଭାରତ ଫେରାଇ ଆଣିଛନ୍ତି । ବାୟୁସେନାର ଗ୍ଲୋବାମାଷ୍ଟର ସି -୧୭ ବିମାନ ଗୁଜୁରାଟର ଜାମନଗରରେ ପ୍ରାୟ ୧୧.୧୫
Read More...

ଆଇଏଏସ୍‌ ଟପ୍ପର ଦମ୍ପତି ଟିନା ଓ ଆଥରଙ୍କ ମଧ୍ୟରେ ଛାଡପତ୍ର

ନୂଆଦିଲ୍ଲୀ: ଆଇଏଏସ୍‌ ଅଧିକାରୀ ଟିନା ଡାବି ଏବଂ ଆଥର ଆମୀର ଖାନଙ୍କ ସମ୍ପର୍କ ଛାଡପତ୍ର ସହିତ ଶେଷ ହୋଇଛି । ୨୦୧୮ ରେ ସେମାନଙ୍କର ବିବାହ ଅନେକ ହେଡଲାଇନ ସୃଷ୍ଟି କରିଥିଲା । ଏଥିରେ ବହୁ ରାଜନେତା ଯୋଗ ଦେଇଥିଲେ । ଜୟପୁରର ଏକ ପରିବାର କୋର୍ଟ ସେମାନଙ୍କ ଛାଡପତ୍ର ଆବେଦନକୁ ଅନୁମୋଦନ
Read More...

ନୀରଜ ନାମଧାରୀ ବ୍ୟକ୍ତିଙ୍କୁ ମିଳୁଛି ମାଗଣା ପ୍ରେଟ୍ରୋଲ,ଜାଣନ୍ତୁ କେଉଁଠି

ଗୁଜୁରାଟର ଭାରୁଚରେ ନୀରଜ ନାମଧାରୀ ଲୋକଙ୍କ ପାଇଁ ଏକ ସ୍ଥାନୀୟ ପେଟ୍ରୋଲ ପମ୍ପ ଏକ ବିଶେଷ ଅଫର ଘୋଷଣା କରିଛି । , ନିକଟରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କ ପାଇଁ ବିଜୟ ଉତ୍ସବ ପାଳନ କରିବା ପାଇଁ ପେଟ୍ରୋଲ ପମ୍ପର ମାଲିକ
Read More...

ଉଜ୍ଜଳା ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦/୦୮ : ଉଜ୍ଜଳା ଯୋଜନା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶର ମହୋବାରୁ ଉଜ୍ଜଳା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୬ ମେ ୧ ତାରିଖରେ ଉତ୍ତର ପ୍ରଦେଶର ବାଲିୟାରୁ ହିଁ ପ୍ରଥମେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ

ମାଉ : ଉତ୍ତରପ୍ରଦେଶର ମାଉ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ରବିବାର ଖବର ମିଳିଛି। ଏଥିରେ ଏକ କାର ଦୁର୍ଘଟଣାରେ ୩ ଜଣ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା ଯୋଗ୍ୟ, ଦୋହରୀଘାଟ ଥାନା
Read More...

କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ମିଶ୍ରଣ ଡୋଜ ଅଧିକ ଫଳପ୍ରଦ

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି ।  ଏହାରି ଭିତରେ କରୋନା ଟିକାକୁ ନେଇ କରାଯାଇଥିବା ଷ୍ଟଡିରୁ ଆଇସିଏମଆର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ।  କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ମିଶ୍ରଣ ଡୋଜ ଅଧିକ ଫଳପ୍ରଦ ବୋଲି ଆଇସିଏମଆର ତଥ୍ୟରୁ
Read More...

ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ : ଅଶ୍ଳିଳ ଭିଡିଓ ମାମଲାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଆହୁରି କିଛି ଦିନ ଜେଲରେ ରହିବାକୁ ପଡ଼ିବ । ବମ୍ବେ ହାଇକୋର୍ଟ ଆଜି ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହା ପୂର୍ବରୁ ଜାମିନ ପାଇଁ କୁନ୍ଦ୍ରା ଏକ
Read More...

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ନୂଆଦିଲ୍ଲୀ : ବିନା ପରୀକ୍ଷାରେ ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । cbseresults.nic.in ଓ୍ୱେବସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ । CBSEର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଏଗୁଡିକ ବ୍ୟତୀତ
Read More...

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ମେଡିକାଲ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ

ନୂଆଦିଲ୍ଲୀ : ଡାକ୍ତରୀ ପଢିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୋଦି ସରକାର । ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଆର୍ଥିକ ଅନଗ୍ରସର ବର୍ଗ(ଇଡବ୍ଲୁଏସ)ଙ୍କ ପାଇଁ ନୂଆ ଆରକ୍ଷଣ ନିୟମ ଲାଗୁ କରାଯାଇଛି । ଏହି କ୍ରମରେ ଏଣିକି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ
Read More...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବୋମାଇ

ବାଙ୍ଗାଲୋର : ବିଏସ୍‌ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇ ଶପଥ ଗ୍ରହଣ କରିଛନ୍ତି । ବୁଧବାର ସକାଳ ୧୧ ଟାରେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ବାସବରାଜ ବୋମାଇ ଶପଥ ଗ୍ରହଣ କରିଥିଲେ । ସିଏମ୍‌ ଭାବରେ ଶପଥ ଗ୍ରହଣ କରିବାକୁ
Read More...