Browsing Category

ଦେଶ- ବିଦେଶ

ଆମେରିକା ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିବା ପୂର୍ବରୁ କହିଲେ ଏମିତି କଥା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏବଂ ଐତିହାସିକ କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିଛନ୍ତି । ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ଆଜିଠାରୁ…
Read More...

ଅଶ୍ଳୀଳ ଚଳଚ୍ଚିତ୍ର ମାମଲା: ଜାମିନ ପାଇବା ପରେ ଜେଲରୁ ମୁକୁଳିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ମାମଲାରେ ଜାମିନ ପାଇବା ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ୬୪ ଦିନ ପରେ ଜେଲରୁ ବାହାରିଛନ୍ତି । ସୋମବାର ମୁମ୍ବାଇର ଏକ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ । ଅଦାଲତ କୁଣ୍ଡ୍ରାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ…
Read More...

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଉଧମପୁର: ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ହେଲିକପ୍ଟର କ୍ରସ୍ ହୋଇଥିବା ଜଣାପଡ଼ିଛି । ଏହି ଅଘଟଣ ଜିଲ୍ଲାର ଶିବଗଡ ଧର଼ ଠାରେ ହୋଇଥିବା ଖବର ମିଳିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା କ୍ଷଣି ପୋଲିସ୍ ଟିମ୍ ସେଠାରେ ଯାଇ ପହଞ୍ଚିଛନ୍ତି । ସୂଚନା ଯେ, ଉକ୍ତ ସ୍ଥାନରେ…
Read More...

ବିଶ୍ୱ ବିଦ୍ୟାଳୟରେ ଆତଙ୍କ ଖେଳାଇଲେ ବନ୍ଧୁକଧାରୀ : ୮ ମୃତ, ୧୦ ଆହତ

ମସ୍କୋ: ସୋମବାର ସକାଳେ ଋଷର ପର୍ମ ସହରର ଏକ ବିଶ୍ୱବିଦ୍ୟାଳୟରେ ଜଣେ ବନ୍ଧୁକଧାରୀ ଆତଙ୍କ ଖେଳାଇଛନ୍ତି । ତାଙ୍କ ଗୁଳିରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।ପର୍ମ ଷ୍ଟେଟ ୟୁନିଭରସିଟିର ସୂଚନା ଅନୁଯାୟୀ ଅଜ୍ଞାତ ଅପରାଧୀ ଏକ ମାରାତ୍ମକ…
Read More...

ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ଦୃଢ ଦାବିଦାର : ବାବୁଲ ସୁପ୍ରିଓ

କୋଲକତା : ଭାରତୀୟ ଜନତା ପାର୍ଟି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ଆଜି ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ । ବୌଠକ ପୂର୍ବରୁ ସେ ମମତାଙ୍କୁ ୨୦୨୪ ରେ ବିରୋଧୀଙ୍କ ଚେହେରା ବୋଲି ବର୍ଣ୍ଣନା କରିଛନ୍ତି ।ବାବୁଲ ସୁପ୍ରିଓ…
Read More...

ପଞ୍ଜାବର ନୂଆ ସିଏମ୍‌ ହେବେ ସୁଖଜିନ୍ଦର ରାନ୍ଧୱା !

ଚଣ୍ଡିଗଡ : ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ସୁଖଜିନ୍ଦର ରାନ୍ଧୱା । ଆଜି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ତାଙ୍କ ନାମ ଉପରେ ମୋହର ଲାଗିଥିବା ଏକ ସୂତ୍ରରୁ ପ୍ରକାଶ ପାଇଛି । ତାଙ୍କ ନାମକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଯାଇଛି । କଂଗ୍ରେସ ବିଧାୟକ ପ୍ରୀତମ ସିଂ…
Read More...

ମହାକାଶ ବୁଲିବାକୁ ଯାଇ ସୁରକ୍ଷିତ ଭାବେ ଫେରିଆସିଲେ ୪ଜଣ ପର୍ଯ୍ୟଟକ

ନୂଆଦିଲ୍ଲୀ: ୩ ଦିନ ପୃଥିବୀ ଚାରିପଟେ ମହାକାଶରେ ବିଚରଣ କରି ଅଭୁତପୂର୍ବ ଦୃଶ୍ୟକୁ ଉପଭୋଗ କରିବା ପରେ ଫ୍ଲୋରିଡା ନିକଟ ଆଟଲାଣ୍ଟିକ୍ ମହାସାଗର ତଟରେ ୪ ଜଣ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଅବତରଣ କରାଇଛି ସ୍ପେସ୍ –ଏକ୍ସ ଯାନ । ଏହାସହ ମହାକାଶ ପର୍ଯ୍ୟଟନ କ୍ଷେତ୍ରରେ ଇତିହାସ ସୃଷ୍ଟି ହୋଇଛି…
Read More...

ବାର୍ଥ ଡେ ସ୍ପେଶାଲ : ସନ୍ନ୍ୟାସୀ ହେବାକୁ ଚାହୁଁଥିଲେ ମୋଦି, କିନ୍ତୁ ଏହି ଗୁରୁଙ୍କ…

ନୂଆଦିଲ୍ଲୀ : ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଜି ତାଙ୍କୁ ୭୧ ବର୍ଷ ହୋଇଗଲା । ତାଙ୍କର ଜନ୍ମ ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ହୋଇଥିଲା । ମୋଦିଙ୍କ ରେଳୱେ ଷ୍ଟେସନରେ ଚା ବିକିବାଠୁ ଆରମ୍ଭ କରି ଦେଶର ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀ ହେବା ଅନ୍ୟମାନଙ୍କ ପାଇଁ ଏକ…
Read More...

ଲୋକଙ୍କ ଘରେ ଟିକା ପହଞ୍ଚାଉଛନ୍ତି ମହିଳା ଇ-ରିକ୍ସା ଡ୍ରାଇଭର !

ଗୌହାଟୀ : କରୋନା ମହାମାରୀ ସମୟରେ ଅନେକ ଲୋକ ନିଜର ଜୀବନ ଖାତିର୍‌ ନକରି ଅନ୍ୟକୁ ସାହାଯ୍ୟ ସହଯୋଗ କରିଛନ୍ତି । ଲୋକମାନେ ନିସ୍ୱାର୍ଥପର ଭାବରେ ସାଧାରଣ ଜନତାଙ୍କୁ ସାହାଯ୍ୟ କରିଛନ୍ତି । ସେଲିବ୍ରିଟି ସୋନୁ ସୁଦ ହୁଏତ ତାଙ୍କର ଉତ୍ତମ କାର୍ଯ୍ୟରେ ଲୋକପ୍ରିୟ ହୋଇଥାଇ ପାରନ୍ତି, କିନ୍ତୁ ସେ…
Read More...

ଭୂପେନ୍ଦ୍ର ପଟେଲ୍ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଭୂପେନ୍ଦ୍ର ପଟେଲ୍ ହେଲେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ। ଆଜି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ମନ୍ଥନ ଚାଲିଥିଲା। ଆଜି ଗୁଜରାଟର ନୂଆ…
Read More...