Browsing Category

ଦେଶ- ବିଦେଶ

କେରଳରେ ବର୍ଷା ବିତ୍ପାତ: ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଲା

ଥିରୁଅନନ୍ତପୁରମ: ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଏକାଧିକ ଜିଲ୍ଲାର ଅବସ୍ଥା ସାଂଘାତିକ ହୋଇଛି। ଇତି ମଧ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି। ଶୁକ୍ରବାର ଠାରୁ ସ୍ଥିତି ଜଟିଳ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ସେନା ବାହିନୀର କର୍ମଚାରୀ…
Read More...

ଦେଶରେ ପୁଣି ବାହାରିଲେ ୧୩୫୯୬ କରୋନା, ୧୬୬ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୩୫୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ…
Read More...

ନିଜକୁ ପୂର୍ଣ୍ଣକାଳୀନ ସଭାପତି ଘୋଷଣା କଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସରେ କେହି ନିର୍ବାଚିତ ସଭାପତି ନଥିବାରୁ ଦଳ ଅସନ୍ତୁଷ୍ଟ । ଜି-୨୩ ଗୋଷ୍ଠୀକୁ ଆଜି କଣ ଜବାବ ଦେଇ ସୋନିଆ ଜାତୀୟ କଂଗ୍ରେସର ସେ ହିଁ ପୂର୍ଣ୍ଣକାଳୀନ ସଭାପତି ବୋଲି ଘୋଷଣା କରିଛନ୍ତି । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସୋନିଆ କହିଛନ୍ତି, ସେ ଦଳର ପୂର୍ଣ୍ଣ ସଭାପତି ଅଛନ୍ତି…
Read More...

ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ୧୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କେତେବେଳେ ବଢ଼ୁଛି ତ କେତେବେଳେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୧୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ୨୪ ଘଣ୍ଟାରେ ୧୯୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହି କ୍ରମରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୦ ହଜାର ୭୮୨ରେ…
Read More...

କିପର ନବରାତ୍ରି ବ୍ରତ ପାଳନ କରୁଛନ୍ତି ପ୍ରିୟଙ୍କା; ଦେଖନ୍ତୁ

ନୂଆଦିଲ୍ଲୀ : କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଏକ ଖବର ଆସିଛି ସାମ୍ନାକୁ । ଦଳ ତରଫରୁ ସୂଚନା ଦିଆଯାଇଛି ଯେ ପ୍ରିୟଙ୍କା ଗାନ୍ଧୀ ଏଥର ନବରାତ୍ରି ବ୍ରତ କରୁଛନ୍ତି ପାଳନ । ତେବେ ଏ ସମ୍ବନ୍ଧରେ ପ୍ରିୟଙ୍କାଙ୍କ ତରଫରୁ କିଛି ସୂଚନା ଦିଆଯାଇ ନାହିଁ। ତେବେ ପ୍ରାପ୍ତ ସୂଚନାରୁ…
Read More...

ପୁଣି ବଢ଼ିଲା LPG ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ : ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ । ସାଧାରଣ ଲୋକଙ୍କୁ ଲାଗିଛି ଜୋରଦାର ଝଟକା । ପୁଣି ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି ପେଟ୍ରୋଲିୟମ କମ୍ପାନି । ସିଲିଣ୍ଡର ପିଛା ବୃଦ୍ଧି ପାଇଛି ୧୫ ଟଙ୍କା । ଫଳରେ ଭୁବନେଶ୍ୱରରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬…
Read More...

୩୦ ଦିନରେ କରୋନା ପୀଡିତଙ୍କୁ ମିଳିବ କ୍ଷତିପୂରଣ ଟଙ୍କା

ନୂଆଦିଲ୍ଲୀ: ମହାମାରୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ମିଳିବା ନେଇ କେନ୍ଦ୍ର ସରକାର କରିଥିବା ଯୋଜନାକୁ ସୁପ୍ରିମକୋର୍ଟ ଆଜି ଅନୁମତି ପ୍ରଦାନ କରିଛନ୍ତି । ଆରମ୍ଭରୁ କ୍ଷତିପୂରଣ ପ୍ରଦାନ ସପକ୍ଷରେ କେନ୍ଦ୍ର ସରକାର ନଥିଲେ । କିନ୍ତୁ…
Read More...

ଖେରୀ ହିଂସା ତାତି: ଅଖିଳେଶ, ପ୍ରିୟଙ୍କା ଅଟକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସାରେ ରାଜନୀତି ବଢିବାରେ ଲାଗିଛି । ଏହି ହିଂସାକାଣ୍ତରେ ୮ ଜଣ କୃଷକଙ୍କ ମୃତ୍ୟୁ ହେବା ପରେ ମୃତ କୃଷକଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକ ରଖିବା ପରେ ଅଖିଳେଶ ଯାଦବଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ ।…
Read More...

ଦୀପାବଳୀରେ ଫୁଟିବନି ବାଣ,ଏସବୁ ରାଜ୍ୟ କଲେ ବ୍ୟାନ୍

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରଭାବ ଜାରି ରହିଥିବା ବେଳେ ପାର୍ବଣ ଋତୁ ଆସି ପହଞ୍ଚିଯାଇଛି । ତେଣୁ ଏହି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂତନ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ପାର୍ବଣ ସମୟରେ ଲୋକମାନେ ଅନେକ ସ୍ଥାନରେ ଭିଡ଼ ଜମାଇପାରନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି…
Read More...

୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

ନୂଆଦିଲ୍ଲୀ : ୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ପ୍ରଣବ ମୁଖାର୍ଜୀଙ୍କ ପରେ ରାମନାଥ କୋବିନ୍ଦ ଭାରତର ୧୪ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ରାମନାଥ କୋବିନ୍ଦ ୧୯୪୫ ମସିହାରେ ଅକ୍ଟୋବର ୧ ଏକ ସରଳ…
Read More...