ସେନା ଗୁଳିରେ ୬ ଆତଙ୍କୀ ନିହତ

0 63

ଜମ୍ମୁ : ଗତ କିଛି ଦିନ ହେବ କାଶ୍ମୀରରେ ସାଧାରଣ ନାଗରିକ ଏବଂ ସୈନିକଙ୍କୁ ହତ୍ୟା କରୁଥିବା ଆତଙ୍କବାଦୀଙ୍କୁ ସେନା ଉପଯୁକ୍ତ ଜବାବ ଦେଇଛି । ମଙ୍ଗଳବାର ଦିନ ସେନା ରାଜୌରୀ ଜଙ୍ଗଲରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବା ୬ଜଣ ଆତଙ୍କବାଦୀଙ୍କୁ ଗୁଳି କରି ନିହତ କରିଛି ଭାରତୀୟ ସେନା । କେବଳ ଏତିକି ନୁହେଁ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଏବେ ମଧ୍ୟ ଜାରି ରହିଛି । ବର୍ତ୍ତମାନ ୧୬ ସେନା ଫୋର୍ସ ୩ ରୁ ୪ ଆତଙ୍କବାଦୀଙ୍କୁ ସାମ୍ନା କରୁଛନ୍ତି । ଗତ ୧୬ ତାରିଖରେ ରାଜୌରୀ-ପୁଞ୍ଚରେ ଆତଙ୍କବାଦୀଙ୍କ ସ ଏନକାଉଣ୍ଟର ବେଳେ ୯ଜଣ ସୈନିକ ସହିତ ହେବା ପରେ ସିଡିଏସ୍‌ ଜେନେରାଲ୍‌ ବିପିନ ରାୱତ ଏହି ଅଞ୍ଚଳ ପରିଦର୍ଶନ କରିବାକୁ ଆସିଥିଲେ । ଏହି ସମୟରେ ସେ ସ୍ଥାନୀୟ କମାଣ୍ଡରଙ୍କୁ ଭେଟି ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ୍‌ ବିଷୟରେ ପଚାରି ବୁଝିଥିଲେ ।

hiranchal ad1
Leave A Reply

Your email address will not be published.

2 × 3 =