Browsing Category

ଦେଶ- ବିଦେଶ

ବାୟୋଲୋଜିକାଲ-ଇଠାରୁ ୩୦କୋଟି ଡୋଜ କିଣିବେ ମୋଦି ସରକାର

ନୂଆଦିଲ୍ଲୀ : ଦେଶରେ କରୋନା ଟିକା ଅଭାବ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ଚୁକ୍ତି କରିଛନ୍ତି । ମୋଦି ସରକାର ହାଇଦ୍ରାବାଦ ସ୍ଥିତ ଟିକା ଉତ୍ପାଦନକାରୀ ବାୟୋଲୋଜିକାଲ-ଇ ସହିତ ୩୦କୋଟି ଡୋଜ କିଣିବା ପାଇଁ ଏକ ଚୁକ୍ତି କରିଛନ୍ତି । ଏହି ଟିକାଗୁଡ଼ିକ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ମିଳିବ ।
Read More...

ଏହି ରାଜ୍ୟରେ ଦ୍ୱାଦଶ ପରୀକ୍ଷା ବାତିଲ

ଲକ୍ଷେ୍ନା÷ : ୟୁପି ବୋର୍ଡ ପକ୍ଷରୁ ଦଶମ ପରେ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ହାଇସ୍କୁଲ ଏବଂ ଏକାଦଶ ଶ୍ରେଣୀ ମାର୍କ ଆଧାରରେ ଦ୍ୱାଦଶ ଫଳାଫଳ ପ୍ରସ୍ତୁତ ହେବ । ଏଥିପାଇଁ ସରକାର ଶୀଘ୍ର ନିର୍ଦ୍ଦେଶନାମା ଜାରି କରିବେ । ଏହି ନିଷ୍ପତ୍ତି ଉପରେ ସିଏମ୍ ଯୋଗୀ ମୋହର ଲଗାଇଛନ୍ତି ।
Read More...

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ : ଆଇଏମଡି ଯାହା ପୂର୍ବାନୁମାନ କରିଥିଲା ତାହା ସତ ହୋଇଛି । ଗୁରୁବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ଛୁଇଁଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ଆଜି କେରଳ ଛୁଇଁବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା । ତେବେ
Read More...

ନୀତି ଆୟୋଗ ଜାରି କଲା ୨୦୨୦-୨୧ ଏସ୍‌ଡିଜି ରିପୋର୍ଟ : ପୁଣି କେରଳ ଶୀର୍ଷରେ, ପଛରେ ବିହାର

ନୂଆଦିଲ୍ଲୀ : ନୀତି ଆୟୋଗ ସ୍ଥାୟୀ ବିକାଶ ଲକ୍ଷ୍ୟ ଏସ୍‌ଡିଜି ଇଣ୍ଡିଆ ଇଣ୍‌ଡେକ୍ସ ଏବଂ ଡ୍ୟାସବୋର୍ଡ ୨୦୨୦-୨୧ ର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, କେରଳ ପୁଣି ଥରେ ଏଥିରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ସେହିପରି ବିହାର ପୂର୍ବ ପରି ଏହି ତାଲିକାର ତଳେ ରହିଛି
Read More...

ସୋନୁ ସୁଦଙ୍କ ସତଚେଷ୍ଟା ପରେ ବି ବଞ୍ଚିପାରିଲେନି ୨୫ ବର୍ଷିୟ ଯୁବକ, ଦୁଃଖ ପ୍ରକାଶ କଲେ ଅଭିନେତା

ନିକଟରେ ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେଥିରେ ସେ ଜଣେ ୨୫ ବର୍ଷର ଯୁବକର ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୋନୁ ସୁଦ ଏବଂ ତାଙ୍କ ଦଳ ଏହି ଯୁବକଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ । କିନ୍ତୁ, ତାଙ୍କର
Read More...

ଇସ୍ରାଏଲରେ କ୍ଷମତା ରାଜନୀତି : ଶେଷ ହେବ ନେତାନ୍ୟାହୁ ଯୁଗ, ବେନେଟ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଇସ୍ରାଏଲରେ ଚାଲିଥିବା କ୍ଷମତା ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ୮ ବିରୋଧୀ ଦଳଙ୍କ ମଧ୍ୟ ଗଠବନ୍ଧନ ହୋଇଛି । ଫଳରେ ୧୨ ବର୍ଷ ଧରି କ୍ଷମତାରେ ଥିବା ସରକାର ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପଦ ଯିବା ଥୟ ହୋଇଯାଇଛି । ମାର୍ଚ୍ଚରେ ଅନୁଷ୍ଠିତ
Read More...

ସିଲିଣ୍ଡର ବିସ୍ଫୋରଣ : ଭୁଶୁଡିଲା ୨ଘର, ୩ ଶିଶୁଙ୍କ ସମେତ ୭ ମୃତ

ଗୋଣ୍ଡା : ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୱାଜିରଗଞ୍ଜ ଅଞ୍ଚଳର ଟିକ୍ରି ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ହେତୁ ଦୁଇଟି ଘର ଭାଙ୍ଗିଯାଇଛି । ଏଥିରେ ୧୪ ଜଣ ଘର ଭିତରେ ପୋତି ହୋଇଯାଇଥିଲେ । ଏମାନଙ୍କୁ ଗ୍ରାମବାସୀଙ୍କ ସହାୟତାରେ ପୋଲିସ
Read More...

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ଭି.…

ନୂଆଦିଲ୍ଲୀ,୧/୬- ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ । ଗତ ମହାବାତ୍ୟା ‘ୟାସ’କୁ ସଠିକ ସମୟରେ
Read More...

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା

ନୂଆଦିଲ୍ଲୀ : ଦେଶରେ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ ନିଶଙ୍କଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । କୋଭିଡ ପରବର୍ତ୍ତୀ ସମସ୍ୟା ହେତୁ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା । ଏହା ପରେ ତାଙ୍କୁ ଏଠାରେ ଭର୍ତ୍ତି କରିବାକୁ
Read More...