Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ତାଲିବାନର କଥାକୁ ବିଶ୍ୱାସ କରୁନି ଭାରତ, ଦେଶର ପ୍ରାଥମିକତା କ’ଣ ଜାଣନ୍ତୁ
ନୂଆଦିଲ୍ଲୀ : ଭାରତ ସମେତ ଅନ୍ୟ ଦେଶମାନେ ଆଫଗାନିସ୍ତାନର ଭାବି ତାଲିବାନ ସରକାର ବିଷୟରେ ଗଭୀର ଭାବେ ଚିନ୍ତା କରୁଛନ୍ତି । ପ୍ରତ୍ୟେକ ଦେଶ ତାଲିବାନର ସମସ୍ତ ଦିଗ ଉପରେ ବିଚାର କରୁଛନ୍ତି । ଭାରତ ମଧ୍ୟ ଏହା କରୁଛି । ତାଲିବାନର ଶବ୍ଦ ଓ କାର୍ଯ୍ୟରେ ଭାରତ ବିଶ୍ୱାସ କରେନାହିଁ ବୋଲି ଭାରତ!-->…
Read More...
Read More...
ଆଜି ହେଉଛି ବିଶ୍ୱ ଫଟୋଗ୍ରାଫୀ ଦିବସ
ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଫଟୋଗ୍ରାଫୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖକୁ ୱାଲର୍ଡ ଫଟୋଗ୍ରାଫୀ ଡେ ଭାବରେ ପାଳନ କରାଯାଉଛି । ଫଟୋଗ୍ରାଫରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଷ ଏହି ଦିବସକୁ ପାଳନ କରାଯାଉଛି । ଏକବିଂଶ ଶତାବ୍ଦୀରେ କ୍ୟାମେରା ଆମର ଦୈନନ୍ଦିନ ଜୀବନରେ ଏକ!-->…
Read More...
Read More...
ମୁଁ ଦେଶରୁ ଟଙ୍କାଟିଏ ବି ଆଣିନି- ଅସରଫ ଘନୀ
କାବୁଲ:ଆଫଗାନିସ୍ତାନରେ ତାଲିବାନ ରାଜ୍ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ଅସରଫ ଘନୀ । ୟୁଏଇରୁ ରହି ନିଜର ବୟାନ ଜାରି କରିଛନ୍ତି ଘନୀ । ଏକ ଭିଡିଓ ବାର୍ତ୍ତାରେ ତାଙ୍କ ବିରୋଧରେ ଉଠୁଥିବା ଅନେକ ଅଭିଯୋଗ ନେଇ ସେ ସଫେଇ ଦେଇଛନ୍ତି । କାହିଁକି ଘନୀ ଆଫଗାନରୁ ଲୁଚିକି ଆସଲେ ଏହି!-->…
Read More...
Read More...
ମମତା ବାନାର୍ଜୀଙ୍କୁ ବଡ ଝଟକା: ବଙ୍ଗଳା ନିର୍ବାଚନୀ ହିଂସା ଘଟଣାର ତଦନ୍ତ କରିବ ସିବିଆଇ
କୋଲକତା : ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନୀ ହିଂସା ଘଟଣାରେ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ତଦନ୍ତ କୋର୍ଟର ତତ୍ତ୍ୱାବଧାନରେ କରାଯିବ । ସେହିପରି ତଦନ୍ତ ପାଇଁ ଏସ୍ଆଇଟି ଗଠନ କରାଯିବ । ହତ୍ୟା ଏବଂ ବଳାତ୍କାର ମାମଲାର ତଦନ୍ତ ସିବିଆଇ କରିବ । ଅନ୍ୟାନ୍ୟ!-->…
Read More...
Read More...
ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆର ଦଳ ଘୋଷଣା
ଭୁବନେଶ୍ୱର: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି କ୍ରିକେଟ ଅଷ୍ଟ୍ରେଲିଆ । ଆସନ୍ତା ଅକ୍ଟୋବର ୧୯ରୁ ଆରମ୍ଭ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଦଳକୁ ଫେରିଛନ୍ତି ଆରୋନ ଫିଞ୍ଚ୍ । ଆଘାତ କାରଣରୁ ଦଳରୁ ବାଦ ପଡ଼ିଥିଲେ ଫିଞ୍ଚ । ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପରେ କେବେ ବି ବିଜୟ!-->…
Read More...
Read More...
ତ୍ରିପୁରାରେ ହେବ ଟିଏମସି ସରକାର- ମମତା ବାନାର୍ଜୀ
କୋଲକାତା: ତ୍ରିପୁରାରେ ଆଗାମୀ ଦିନରେ ସରକାର କରିବ ତୃଣମୂଳ କଂଗ୍ରେସ । ଏନେଇ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗେସ ମୁଖ୍ୟ ମମତା ବାନାର୍ଜୀ । ମମତା ବାନାର୍ଜୀ କହିଛନ୍ତି କି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତେନ୍ ସରକାର ଟିଏମ୍ସିରେ ଯୋଗ ଦେବାକୁ ପତ୍ର!-->…
Read More...
Read More...
ଟ୍ରେନରେ ଚଢୁଥିଲେ ମହିଳା, ପାଦ ଖସିଗଲା; ତା’ପରେ ଯାହା ହେଲା ଦେଖନ୍ତୁ ଭିଡିଓ
ଇନ୍ଦୋର : ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ମହିଳା ଜଣକ ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା!-->…
Read More...
Read More...
ବିମାନବନ୍ଦରରେ ଆଫଗାନିସ୍ତାନୀଙ୍କୁ ଅଟକାଉଛନ୍ତି ତାଲିବାନ, କେବଳ ବିଦେଶୀଙ୍କୁ ଛାଡୁଛନ୍ତି
କାବୁଲ : ଆଫଗାନିସ୍ତାନକୁ ତାଲିବାନ କାବୁ କରିବା ପରେ ବହୁ ମିଠା ମିଠା କହିଥିଲା । ଏପରିକି ପୂର୍ବଭଳି ନିୟମ କଡାକଡି କରିବ ନାହିଁ ବୋଲି ମଧ୍ୟ ସୂଚନା ଦେଇଥିଲା । କିନ୍ତୁ ଆଜି ଯାହା ଦେଖିବାକୁ ମିଳୁଛୁ ସେଥିରୁ ଅନୁମାନ କରାଯାଇପାରେ ଯେ, ତାଲିବାନର କ୍ରୁରତା ରୂପ ଆଜି ବି ରହିଛି । ତିନି ଦିନ!-->…
Read More...
Read More...
୨୦ ହଜାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବ ବ୍ରିଟେନ, ମହିଳାମାନଙ୍କୁ ପ୍ରାଥମିକତା
ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶରେ ଆତଙ୍କ ଖେଳିଯାଇଛି । ଆମେରିକା, ଭାରତ ଏବଂ ସାଉଦି ଆରବ ସମେତ ଅନ୍ୟ ଦେଶମାନେ ସେମାନଙ୍କର ଦୂତାବାସ ବନ୍ଦ କରି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି କିମ୍ବା ଥଇଥାନ କାର୍ଯ୍ୟ ଜାରି ରଖିଛନ୍ତି । ଏଥି ସହିତ ମିଳିତ ଜାତିସଂଘ!-->…
Read More...
Read More...
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଶଶି ଥରୁର ଦୋଷମୁକ୍ତ
ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ବୁଧବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ ସ୍ପେଶାଲ କୋର୍ଟ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୪ ରେ ଦିଲ୍ଲୀର ଏକ ହୋଟେଲରେ!-->…
Read More...
Read More...