Browsing Category

ଦେଶ- ବିଦେଶ

ଦେଶର ପ୍ରଥମ ମହିଳା ସିଜେଆଇ ହୋଇପାରନ୍ତି ଜଷ୍ଟିସ୍‌ ବି.ଭି. ନାଗରାଥନା

ନୂଆଦିଲ୍ଲୀ : ଜଷ୍ଟିସ୍‌ ବି.ଭି. ନାଗରାଥନା ୨୦୨୭ ମସିହାରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ପଦୋନ୍ନତି ପାଇଁ ଜଷ୍ଟିସ ନାଗରାଥନାଙ୍କ ସମେତ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ…
Read More...

ଆଫଗାନିସ୍ତାନରେ ମହିଳା ନ୍ୟୁଜ୍‌ ଆଙ୍କରଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନରେ ମହିଳା ସମ୍ବାଦ ଆଙ୍କର୍‌ ଉପରେ ପ୍ରତିବନ୍ଧକ ଲଗାଇଛି । ମହିଳାମାନଙ୍କୁ ସ୍ୱାଧୀନତା ଦେବାର ଦାବିର ୨୪ ଘଣ୍ଟା ମଧ୍ୟରେ ତାଲିବାନର ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି । ମଙ୍ଗଳବାର ତାଲିବାନ ପକ୍ଷରୁ କୁହାଯାଇଥିଲା ଯେ, ମହିଳାଙ୍କ ଉପରେ ଚାପ ପକାଯିବ…
Read More...

ପୁଣି ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ପୁଣିଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ ହୋଇଛି । ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି । ଆଜି ଅଣ ସବ୍‌ସିଡି ଗ୍ୟାସ ୨୫ ଟଙ୍କା ବଢିଛି । ନୂଆ ଦର ପରେ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇ ଯାଇଛି ।ପୂର୍ବରୁ ଏହା…
Read More...

ଆଫଗାନିସ୍ତାନ ଉପରେ ତାଲିବାନ ଦଖଲର ପ୍ରଭାବ: ଭାରତରେ ମହଙ୍ଗା ହେବ ଶୁଖିଲା ଫଳ, ଅଟକି ଯାଇପାରେ ୨୨,୨୫୧ କୋଟି ଟଙ୍କାର…

ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଛି । ଏହା ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇବ । ଏହାର ମୁଖ୍ୟ କାରଣ ହେଉଛି ଭାରତ ସରକାର ତାଲିବାନ ଶାସକଙ୍କୁ ଗ୍ରହଣ କରିବ ନାହିଁ । ଆଫଗାନିସ୍ତାନ ସରକାରଙ୍କ ସହ ଭାରତର ଭଲ ସମ୍ପର୍କ ଥିଲା ।…
Read More...

ଆଫଗାନିସ୍ତାନରୁ ଫେରିଲେ ଭାରତୀୟ ରାଷ୍ଟ୍ରଦୂତଙ୍କ ସମେତ ୧୫୦ ଜଣ , ଜାମନଗର ବିମାନବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଜାମନଗର : ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର କାବୁଲରେ ଅବସ୍ଥାପିତ ରାଷ୍ଟ୍ରଦୂତ ରୁଦ୍ରନ୍ଦ୍ର ଟଣ୍ଡନ ଓ ତାଙ୍କ ଭାରତୀୟ କର୍ମଚାରୀଙ୍କୁ ଆଜି ଭାରତ ଫେରାଇ ଆଣିଛନ୍ତି । ବାୟୁସେନାର ଗ୍ଲୋବାମାଷ୍ଟର ସି -୧୭ ବିମାନ ଗୁଜୁରାଟର ଜାମନଗରରେ ପ୍ରାୟ ୧୧.୧୫…
Read More...

ଆଇଏଏସ୍‌ ଟପ୍ପର ଦମ୍ପତି ଟିନା ଓ ଆଥରଙ୍କ ମଧ୍ୟରେ ଛାଡପତ୍ର

ନୂଆଦିଲ୍ଲୀ: ଆଇଏଏସ୍‌ ଅଧିକାରୀ ଟିନା ଡାବି ଏବଂ ଆଥର ଆମୀର ଖାନଙ୍କ ସମ୍ପର୍କ ଛାଡପତ୍ର ସହିତ ଶେଷ ହୋଇଛି । ୨୦୧୮ ରେ ସେମାନଙ୍କର ବିବାହ ଅନେକ ହେଡଲାଇନ ସୃଷ୍ଟି କରିଥିଲା । ଏଥିରେ ବହୁ ରାଜନେତା ଯୋଗ ଦେଇଥିଲେ । ଜୟପୁରର ଏକ ପରିବାର କୋର୍ଟ ସେମାନଙ୍କ ଛାଡପତ୍ର ଆବେଦନକୁ ଅନୁମୋଦନ…
Read More...

ନୀରଜ ନାମଧାରୀ ବ୍ୟକ୍ତିଙ୍କୁ ମିଳୁଛି ମାଗଣା ପ୍ରେଟ୍ରୋଲ,ଜାଣନ୍ତୁ କେଉଁଠି

ଗୁଜୁରାଟର ଭାରୁଚରେ ନୀରଜ ନାମଧାରୀ ଲୋକଙ୍କ ପାଇଁ ଏକ ସ୍ଥାନୀୟ ପେଟ୍ରୋଲ ପମ୍ପ ଏକ ବିଶେଷ ଅଫର ଘୋଷଣା କରିଛି । , ନିକଟରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କ ପାଇଁ ବିଜୟ ଉତ୍ସବ ପାଳନ କରିବା ପାଇଁ ପେଟ୍ରୋଲ ପମ୍ପର ମାଲିକ…
Read More...

ଉଜ୍ଜଳା ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦/୦୮ : ଉଜ୍ଜଳା ଯୋଜନା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶର ମହୋବାରୁ ଉଜ୍ଜଳା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୬ ମେ ୧ ତାରିଖରେ ଉତ୍ତର ପ୍ରଦେଶର ବାଲିୟାରୁ ହିଁ ପ୍ରଥମେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । …
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ

ମାଉ : ଉତ୍ତରପ୍ରଦେଶର ମାଉ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ରବିବାର ଖବର ମିଳିଛି। ଏଥିରେ ଏକ କାର ଦୁର୍ଘଟଣାରେ ୩ ଜଣ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା ଯୋଗ୍ୟ, ଦୋହରୀଘାଟ ଥାନା…
Read More...

କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ମିଶ୍ରଣ ଡୋଜ ଅଧିକ ଫଳପ୍ରଦ

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି ।  ଏହାରି ଭିତରେ କରୋନା ଟିକାକୁ ନେଇ କରାଯାଇଥିବା ଷ୍ଟଡିରୁ ଆଇସିଏମଆର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ।  କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ମିଶ୍ରଣ ଡୋଜ ଅଧିକ ଫଳପ୍ରଦ ବୋଲି ଆଇସିଏମଆର ତଥ୍ୟରୁ…
Read More...