ତାଲିବାନଙ୍କୁ କଡା ବିରୋଧ କରୁଛନ୍ତି ଆଫଗାନିସ୍ତାନୀବାସୀ

0 63

ୱାଶିଂଟନ୍‌ : ତାଲିବାନ ଦଖଲ କରିବା ପରେ ଆଫଗାନିସ୍ତାନର ପରିସ୍ଥିତି ଦିନକୁ ଦିନ ବଦଳୁଛି । ଏହି ସମୟରେ ଆତଙ୍କିତ ଅବସ୍ଥାରେ ଥିବା ସେଠାକାର ଲୋକଙ୍କ ମଧ୍ୟରେ କ୍ରୋଧ ଆରମ୍ଭ ହେବାରେ ଲାଗିଛି । ସେମାନେ ଏକାଠି ହୋଇ ତାଲିବାନ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଛନ୍ତି । ଆଫଗାନିସ୍ତାନର ସ୍ୱାଧୀନତା ଦିବସରେ ରାଜଧାନୀ କାବୁଲ ସମେତ ଅନେକ ସହରରେ ଲୋକମାନେ ଜାତୀୟ ପତାକା ଉତ୍ତୋଳନ କରି ତାଲିବାନକୁ ବିରୋଧ କରିଥିଲେ । କେତେକ ସ୍ଥାନରେ ତାଲିବାନ ପତାକା ଛିଣ୍ଡାଇ ଦିଆଯାଇଥିଲା । ଏହି ସମୟରେ ତାଲିବାନ ଆତଙ୍କବାଦୀଙ୍କ ଗୁଳିରେ ଅନେକ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ପଡିଛନ୍ତି ।

hiranchal ad1
Leave A Reply

Your email address will not be published.

two × 1 =