Browsing Category

ଦେଶ- ବିଦେଶ

ତାଲିବାନଙ୍କୁ କଡା ବିରୋଧ କରୁଛନ୍ତି ଆଫଗାନିସ୍ତାନୀବାସୀ

ୱାଶିଂଟନ୍‌ : ତାଲିବାନ ଦଖଲ କରିବା ପରେ ଆଫଗାନିସ୍ତାନର ପରିସ୍ଥିତି ଦିନକୁ ଦିନ ବଦଳୁଛି । ଏହି ସମୟରେ ଆତଙ୍କିତ ଅବସ୍ଥାରେ ଥିବା ସେଠାକାର ଲୋକଙ୍କ ମଧ୍ୟରେ କ୍ରୋଧ ଆରମ୍ଭ ହେବାରେ ଲାଗିଛି । ସେମାନେ ଏକାଠି ହୋଇ ତାଲିବାନ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଛନ୍ତି ।…
Read More...

୧୮ ବର୍ଷ ବୟସରୁ କମ୍ ପିଲାଙ୍କୁ ଖୁବ୍ ଶୀଘ୍ର ଟିକା

ନୂଆଦିଲ୍ଲୀ : ଦେଶରେ ୧୮ ବର୍ଷ ବୟସରୁ କମ୍ ପିଲାଙ୍କୁ ମିଳିବ ଶୀଘ୍ର କରୋନା ଟିକା। ଟିକା ନିର୍ମାତା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ଟିକା ପରୀକ୍ଷା ପାଇଁ ଭାରତ ସରକାରଙ୍କଠାରୁ ଅନୁମତି ଲୋଡିଛି। କମ୍ପାନୀ ୧୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା କରିବ।…
Read More...

ଆମେରିକାର ଚିନ୍ତା ବଢାଇଛି ତାଲିବାନ

କାବୁଲ: ତାଲିବାନ କାବୁଲ ଦଖଲ ପରେ ଆମେରିକା ଚିନ୍ତା ବଢ଼ିଛି । ତାଲିବାନ କାବୁଲ ଦଖଲ କରିନେବା ପରେ ଆମେରିକା ସେନା ଆଫଗାନିସ୍ତାନକୁ ଯୋଗାଇଥିବା ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ହଜାର ହଜାର ସାମରିକ ଯାନ, ବ୍ଲାକ ହକ ହେଲିକପଟର ଆଦି ହାତେଇ ନେଇଛି । ତାଲିବାନ ଆତଙ୍କବାଦୀମାନେ ଆମେରିକାର…
Read More...

ସିନ୍ଧିଆଙ୍କ ଜନ ଆଶୀର୍ବାଦ ଯାତ୍ରାରେ ଘୋଡାକୁ ବିଜେପି ରଙ୍ଗରେ ରଙ୍ଗାଇଲେ, ରୁଜୁ ହେଲା ମାମଲା

ଇନ୍ଦୋର: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜନ ଆଶୀର୍ବାଦଯାତ୍ରା ସମୟରେ ଇନ୍ଦୋରର ଏକ ପୋଲିସ୍‌ ଷ୍ଟେସନରେ ପଶୁମାନଙ୍କ ଉପରେ ନିର୍ଯାତନା ମାମଲା ରୁଜୁ ହୋଇଛି । ଜନ ଆଶିର୍ବାଦ ଯାତ୍ରା ସମୟରେ ବିଜେପି କର୍ମୀମାନେ ଘୋଡାକୁ ବିଜେପି ରଙ୍ଗରେ ରଙ୍ଗ କରିଥିଲେ । ଏହି ଘୋଡାଟି…
Read More...

ବଜାରରେ ବୁଲୁଛି ନକଲି କୋଭିିସିଲ୍ଡ ଟିକା

ନୂଆଦିଲ୍ଲୀ : ବଜାରରେ ନକଲି କୋଭିସିଲ୍ଡ ଟିକା ଘୁରି ବୁଲୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ଏଥିନେଇ ସତର୍କ କରାଇଛି । ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି କି ଭାରତ ଓ ଉଗାଣ୍ଡାରେ କିଛି ପରିମାଣର ଏହି ନକଲି ଟିକା ଜବତ କରାଯାଇଛି । ଜୁଲାଇ ଓ ଅଗଷ୍ଟ ମାସରେ କେତେକ ସ୍ଥାନରୁ…
Read More...

ଫାଇଜର୍ ଓ ଆଷ୍ଟ୍ରାଜେନେକା ଟିକା ଡେଲ୍ଟା ପ୍ରଜାତି ବିରୁଦ୍ଧରେ କମ୍ ପ୍ରଭାବଶାଳୀ

ନୂଆଦିଲ୍ଲୀ: ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲ୍ଟା ପ୍ରଜାତି ବିରୁଦ୍ଧରେ ଫାଇଜର୍ ଏବଂ ଆଷ୍ଟ୍ରାଜେନେକା ଟିକା କମ୍ ପ୍ରଭାବଶାଳୀ। ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ନୂତନ ଅଧ୍ୟୟନରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ବିଦେଶୀ ଟିକା ଆଲଫା ଭାରିଆଣ୍ଟ ତୁଳନାରେ…
Read More...

ଭୟରେ ଥରୁଛି ଆଫଗାନିସ୍ତାନ

କାବୁଲ: ତାଲିବାନ ଆଫଗାନିସ୍ତାନକୁ ନିଜ କବଜ୍ଜାରେ ନେଲା ପରେ ଆଫଗାନସ୍ତାନର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ସମୟ ଗଡିବା ସହ ବଢ଼ୁଛି ଆଫଗାନିସ୍ତାନର ଦୁର୍ଦ୍ଦଶା । ଭୟରେ ଥରୁଛି ପୂରା ଆଫଗାନିସ୍ତାନ । ଏହି ସବୁ ଭିତରେ ଯେଉଁ ସବୁ ଚିତ୍ର ଆସୁଛି ତାହା ଅତ୍ୟନ୍ତ ହୃଦୟ ବିଦାରକ ।…
Read More...

ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ୭ ପ୍ରଭାବଶାଳୀ ନେତା

ନୂଆଦିଲ୍ଲୀ:୨୦ ବର୍ଷ ପରେ,ଆମେରିକା ସେନା ଆଫଗାନିସ୍ତାନରୁ ଫେରିବା ମାତ୍ରେ କାବୁଲକୁ ଦଖଲ କରିଥିବା ଆତଙ୍କବାଦୀ ସଂଗଠନ ତାଲିବାନର ସାହସ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି । ଆଫଗାନିସ୍ତାନରେ ନୂତନ ତାଲିବାନ ସରକାରକୁ ସ୍ୱୀକୃତି ଦେବାକୁ ଚୀନ୍‌ ଏବଂ ଋଷ ସହମତି ଦେଇଥିବାବେଳେ…
Read More...

କାଙ୍ଗାଳ ହେବ ତାଲିବାନ!

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଦଖଲ କରି ରାଜ୍ କରୁଛି ତାଲିବାନ । କିନ୍ତୁ ଏଭିତରେ ତାଲିବାନକୁ ଲାଗିଛି ଏକ ଶକ୍ତ ଝଟକା । ଆଫଗାନିସ୍ତାନ ଦଖଲ କରିବା ପରେ ଚାରିଆଡୁ ବଢ଼ିଛି ତାଲିବାନର ଅଡୁଆ । ଯଦିଓ ତାଲିବାନ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଫେରିଛି, ତଥାପି ବର୍ତ୍ତମାନ ତାଲିବାନ ପୁରା କାଙ୍ଗାଳ…
Read More...

ଉତ୍ତରପ୍ରଦେଶରେ ତାଲିବାନ ଅଛନ୍ତି- ମୁନୱାର ରାଣା

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ମୁନୱାର ରାଣା । ଏଥରେ ସେ ତାଲିବାନ ବିଷୟରେ କହି ଆସିଛନ୍ତି ଚର୍ଚ୍ଚାକୁ । ଆଫଗାନିସ୍ତାନରେ ତାଲିବାନ ତା’ର ରାଜ୍ ଆରମ୍ଭ କରିଛି । ଏହାକୁ ନେଇ ଭାରତରେ ବୟାନ ବାଜି ଆରମ୍ଭ ହେଉଛି । ତେବେ ଏଭିତରେ ପ୍ରସିଦ୍ଧ କବି ମୁନୱାର ରାଣା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି…
Read More...