Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
କଂଗ୍ରେସକୁ ପୁଣି ଝଟକ୍କା
ଗୌହାଟୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ପୁଣିଥରେ ଝଟକା ଲାଗିଛି । ତ୍ରିପୁରା କଂଗ୍ରେସ ମୁଖ୍ୟ ପିଜୁଶ କାନ୍ତି ବିଶ୍ୱାସ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ରାଜନୀତିରୁ ମଧ୍ୟ ଅବସର ଘୋଷଣା କରିଛନ୍ତି । ସେ ଶନିବାର ଦୁଇ ଧାଡିଆ ଟ୍ୱିଟ କରି ଏପରି ସୂଚନା ଦେଇଛନ୍ତି!-->…
Read More...
Read More...
ଇଣ୍ଟରନେଟରୁ ହଟିଲା ତାଲିବାନ ୱେବସାଇଟ୍
କାବୁଲ: ଆଫାଗାନିସ୍ତାନରେ ତାଲିବାନ ଦଖଲ କରିବା ପରେ ଏବେ ସାରା ବିଶ୍ୱରେ ସେହି ଗୋଟିଏ ଚର୍ଚ୍ଚା । ଇଣ୍ଟରନେଟ ହେଉ ବା ଖବରକାଗଜ ସବୁଠି କେବଳ ତାଲିବାନ । ତେବେ ଏହାରି ଭିତରେ ଆସିଛି ଏଭଳି ଏକ ଖବର । ଆଫଗାନିସ୍ତାନରେ ତାଲିବାନ କ୍ଷମତା ହାସଲ କରିବା ପରେ ତା’ର ଅଫିସିଆଲ ୱେବସାଇଟ୍ ଶୁକ୍ରବାର!-->…
Read More...
Read More...
ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ବର୍ଷା
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବର୍ଷା ଗତ ୬୦ ବର୍ଷର ରେକର୍ଡ ଭାଙ୍ଗିଛି । ଶୁକ୍ରବାର ପୂର୍ବାହ୍ନ ସାଢେ ୮ଟାରୁ ଶନିବାର ପୂର୍ବାହ୍ନ ସୁଦ୍ଧା ଦିଲ୍ଲୀରେ ୧୩୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅଗଷ୍ଟ ମାସରେ ଦିଲ୍ଲୀ ମାତ୍ର ୨୪ ଘଣ୍ଟାରେ ଏତେ ପରିମାଣର ବର୍ଷା ଦୀର୍ଘ ବର୍ଷ ପରେ ପାଇଛି ।!-->…
Read More...
Read More...
୧୫୦ ଭାରତୀୟଙ୍କୁ ଅପହରଣ କଲା ତାଲିବାନ!
କାବୁଲ: ଆଫଗାନିସ୍ତାନରୁ ଭାରତ ପାଇଁ ଏକ ଖରାପ ଖବର ହସ୍ତଗତ ହୋଇଛି । ୧୫୦ ଲୋକଙ୍କୁ କାବୁଲ ବିମାନବନ୍ଦର ନିକଟରୁ ତାଲିବାନମାନେ ଅପହରଣ କରିନେଇଥିବା ସ୍ଥାନୀୟ ନ୍ୟୁଜ ସଂସ୍ଥା ଅଲ ଇତେହାରେ ରିପୋର୍ଟ ପ୍ରକାଶ ପାଇଛି । ଅପହରଣକାରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଛନ୍ତି । ଅବଶ୍ୟ ଏ ନେଇ!-->…
Read More...
Read More...
କାବୁଲରୁ ଫେରିଲେ ୮୫ରୁ ଅଧିକ ଭାରତୀୟ
ନୂଆଦିଲ୍ଲୀ: ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ ନିୟନ୍ତ୍ରଣରେ ଅଛି । କାବୁଲ ବିମାନବନ୍ଦର ବ୍ୟତୀତ ତାଲିବାନ ଯୁଦ୍ଧବିମାନ ପ୍ରାୟ ସବୁ ସ୍ଥାନରେ ନିୟୋଜିତ ହୋଇଛି । ବର୍ତ୍ତମାନ ବିମାନବନ୍ଦରର ସୁରକ୍ଷା ଆମେରିକୀୟ ସୈନିକଙ୍କ ହାତକୁ ଟେକି ଦିଆଯାଇଛି । ଯାହା ସାହାଯ୍ୟରେ ଭାରତ ମଧ୍ୟ!-->…
Read More...
Read More...
ସୁରକ୍ଷାକର୍ମୀ ଗୁଳିରେ ୩ ଆତଙ୍କୀ ସଫା
ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ଆତଙ୍କୀ-ସୁରକ୍ଷାକର୍ମୀ ମୁହଁମୁହିଁ । ଗୁଳି ବିନିମୟରେ ଟଳିଲେ ୩ ଆତଙ୍କୀ । ଅବନ୍ତିପୁରାର ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଗୁଳିରେ ୩ ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ସେମାନଙ୍କର!-->!-->!-->…
Read More...
Read More...
ଅଗଷ୍ଟ ୩୧ ପୂର୍ବରୁ ସରକାର ଗଠନ କରିବନି ତାଲିବାନ
କାବୁଲ: ୩୧ ଅଗଷ୍ଟ ପୂର୍ବରୁ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ ନ କରିବା ପାଇଁ ନିଷ୍ପତି ନେଇଛି । ଆମେରିକା ସେନା ସମ୍ପୂର୍ଣ୍ଣ ଭାବେ ଆଫଗାନିସ୍ତାନ ଛାଡିବା ପରେ ସରକାର ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ । ତାଲିବାନ ପ୍ରବକ୍ତା ଅନସ ହକ୍କାନୀଙ୍କ ଏହି ବୟାନ ପରେ ଆଫଗାନବାସୀଙ୍କ!-->…
Read More...
Read More...
ତାଲିବାନଙ୍କୁ ବାଇଡେନଙ୍କ ଚେତାବନୀ
ନୂଆଦିଲ୍ଲୀ: କାବୁଲ ଦଖଲ ପରେ ଉତ୍ସାହିତ ତାଲିବାନ । ଲୋକଙ୍କ ଉପରେ ପୁଣି ଥର ବର୍ବରତା ଆରମ୍ଭ କରି ଦେଇଛି ତାଲିବାନ । ଆମେରିକା ସେନା ଅପସାରଣ କରିବା ଓ ତାଲିବାନଙ୍କ ଭୟରେ ଏବେ ଆଫଗାନିସ୍ତାନ ଛାଡୁଛନ୍ତି ଲୋକ । ଏଭଳି ସ୍ଥିତିରେ ଆଫଗାନିସ୍ତାନ ସ୍ଥିତି ଉପରେ କଡ଼ା ନଜର ରଖିଛି ଆମେରିକା ।!-->…
Read More...
Read More...
ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି
ନୂଆଦିଲ୍ଲୀ: ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି । ରିପୋର୍ଟ ଅନୁଯାୟୀ ଭାରତୀୟ ଔଷଧ ନିୟାମକ ବିଶେଷଜ୍ଞ କମିଟି ଜରୁରୀକାଳୀନ ବ୍ୟବହାର (EUA) ପାଇଁ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କରୋନା ଟିକା -ZyCoV-D- ଅନୁମୋଦନ କରିବାକୁ ସୁପାରିଶ କରିଛି । କମିଟି ଆହୁରି ମଧ୍ୟ କହିଛି ଯେ ଜିଡସ୍!-->…
Read More...
Read More...
ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ, ଦୁଇ ଯବାନ ସହିଦ
ଛତିଶଗଡ଼: ଛତିଶଗଡ଼ରେ ପୁଣି ଯବାନଙ୍କ ଉପରେ ଆକ୍ରମଣ କଲେ ମାଓବାଦୀ । ଛତିଶଗଡ଼ ନାରାୟଣପୁର ଜିଲ୍ଲା କାଡେମେଟାରେ ମାଓବାଦୀଙ୍କ ଆକ୍ରମଣ । ଆମ୍ବୁସ ଲଗାଇ ଯବାନଙ୍କ ଉପରେ ଆକ୍ରମଣ କଲେ ମାଓବାଦୀ । ଏହି ଆକ୍ରମଣରେ ଦୁଇ ଜଣ ଯବାନ ସହିଦ ହୋଇଥିବା ସୂଚନା । ସହିଦଙ୍କ ମଧ୍ୟରେ ଜଣେ ପୋଲିସ ଏଏସଆଇ ଓ!-->…
Read More...
Read More...