Browsing Category

ଦେଶ- ବିଦେଶ

ତାଲିବାନ ଭୟ : ଆଇଟି ମନ୍ତ୍ରୀରୁ ଡେଲିଭରି ବୟ

କାବୁଲ : ତାଲିବାନ୍ ଆଫଗାନିସ୍ତାନ ନିଜ କବଜାକୁ ନେବା ପରେ ରାଷ୍ଟ୍ରପତି ଆଶରଫ ଘନିଙ୍କ ସମେତ ବହୁ ରାଜନେତା ଓ ମନ୍ତ୍ରୀ ଦେଶ ଛାଡି ପଳାୟନ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏବେ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଉଛନ୍ତି । ଆଫଗାନିସ୍ତାନର ପୂର୍ବତନ IT ମନ୍ତ୍ରୀଙ୍କ ଏପରି ଏକ ଫଟୋ…
Read More...

କାବୁଲରେ ୟୁକ୍ରେନ ବିମାନ ଅପହରଣ !

କାବୁଲ: ଆଫଗାନିସ୍ତାନରେ ଏବେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଇତି ମଧ୍ୟରେ କାବୁଲରେ ଏକ ୟୁକ୍ରେନ ବିମାନକୁ ଅଜଣା ଲୋକ ହାଇଜାକ୍ କରିଛନ୍ତି। ଏହି ବିମାନ ୟୁକ୍ରେନୀ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଫଗାନିସ୍ତାନରେ ପହଞ୍ଚିଥିଲା। ମଙ୍ଗଳବାର ୟୁକ୍ରେନର ଡେପୁଟି ବୈଦେଶିକ…
Read More...

ତୃତୀୟ ଲହର ଚିନ୍ତା : ଆଜି ଅପରାହ୍ନରେ ପିଏମ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରକୁ ନେଇ ବଢିଲା ଚିନ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ୩ଟା ୩୦ରେ କରୋନା ସ୍ଥିତି ନେଇ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ବର୍ତ୍ତମାନର କରୋନା ସ୍ଥିତି ନେଇ ମଧ୍ୟ ଚର୍ଚ୍ଚା କରାଯିବ ।…
Read More...

ଆଫଗାନିସ୍ତାନ ସଙ୍କଟ ଉପରେ କ’ଣ ହେବ ରଣନୀତି ? ୨୬ରେ ହେବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ଭାରତ ସମେତ ବିଭିନ୍ନ ଦେଶ ସେମାନଙ୍କ ଲୋକଙ୍କୁ ସେଠାରୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ଅଗଷ୍ଟ ୨୬ ରେ ୧୧ ଟା ସମୟରେ…
Read More...

ତାଲିବାନଙ୍କ କ୍ରୁରତା କାହାଣୀ ବଖାଣିଲେ ଆଫଗାନ ମହିଳା, କହିଲେ ଯୁବତୀଙ୍କ ମୃତଦେହ ସହିତ ବି….

ନୂଆଦିଲ୍ଲୀ: ତାଲିବାନି ମାନଙ୍କ କ୍ରୁର ଚେହେରା ଏବେ ସର୍ବସମ୍ମୂଖକୁ ଚାଲି ଆସିଛି । ଅଫଗାନ୍ ନାଗରିକଙ୍କ ଉପରେ କରୁଥିବା ଅତ୍ୟାଚାର ଏବେ ସାରା ଦୁନିଆ ନିଜ ଆଖିରେ ଦେଖୁଛି । ଇତି ମଧ୍ୟରେ ଦେଶ ଛାଡ଼ି ସବୁଦିନ ପାଇଁ ଚାଲି ଆସୁଥିବା ଅଫଗାନ୍ ମହିଳା ମାନେ ତାଲିବାନି ମାନଙ୍କ ନିର୍ଯାତନାର…
Read More...

କାବୁଲ ବିମାନ ବନ୍ଦରରେ ଭୀଷଣ ଗୁଳିଚାଳନା; ତାଲିବାନକୁ କଡା ଜବାବ ଦେଉଛନ୍ତି ଆମେରିକା ଓ ଜର୍ମାନୀ ସୈନ୍ୟ

କାବୁଲ: କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ସୋମବାର ସକାଳେ ଭୀଷଣ ଗୁଳିଚାଳନା ଘଟିଥିବା ଖବର ହସ୍ତଗତ ହୋଇଛି। ଏଥିରେ ଜଣେ ତାଲିବାନି ଆତଙ୍କିର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ତାଲିବାନ ପକ୍ଷରୁ ଗୁଳିଚାଳନା କରାଯିବା ପରେ ଆମେରିକା ଓ ଜର୍ମାନୀ…
Read More...

ମଣିପୁରର ନୂତନ ରାଜ୍ୟପାଳ ହେବେ ଏଲ ଗଣେଶ, ରାଷ୍ଟ୍ରପତି ଦେଲେ ନିଯୁକ୍ତି

ନୂଆଦିଲ୍ଲୀ : ଭାରତୀୟ ଜନତା ଦଳର ନେତା ଏଲ ଗଣେଶ ମଣିପୁରର ନୂତନ ରାଜ୍ୟପାଳ ହେବେ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ରବିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଏଲ ଗଣେସନଙ୍କୁ ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଅଜୟ କୁମାର ସିଂ ଏ…
Read More...

କଲ୍ୟାଣ ସିଂହଙ୍କ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ : ଭାରତୀୟ ରାଜନୀତିର ଜଣେ ଅନ୍ୟତମ ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଗତକାଲି ନିଧନ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଆଜି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା…
Read More...

ଆସନ୍ତାକାଲି ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ହେବ ଅନ୍ତିମ ସତ୍କାର, ଆଜି ପ୍ରଧାନମନ୍ତ୍ରୀ ମୋଦି କରିବେ…

ଲକ୍ଷ୍ନୌ: ଆସନ୍ତାକାଲି (ସୋମବାର) ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶେଷ ରୀତିନୀତି ବୁଲନ୍ଦଶାହର ନରୋରା ଠାରେ ଗଙ୍ଗା କୂଳରେ ଅନୁଷ୍ଠିତ ହେବ । ଏହାପୂର୍ବରୁ ତାଙ୍କ ଶରୀରକୁ ତାଙ୍କ ବାସଭବନରେ ସାଧାରଣ ଲୋକମାନେ ତାଙ୍କର ଶେଷ ଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ…
Read More...

କାବୁଲରୁ ଫେରିଲେ ୧୬୮ ଯାତ୍ରୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଅବସ୍ଥା ବିଗିଡିବା ପରିପ୍ରେକ୍ଷୀରେ ଭାରତ ସରକାର ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନରେ ଜାରି ରଖିଛି । ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଦେଶକୁ ଅଣାଯାଉଛି । କାବୁଲରୁ ସ୍ଥାନାନ୍ତରିତ…
Read More...