Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଶେଷରେ ଗଲୱାନ୍ରୁ ୨ କିମି ପଛକୁ ହଟିଲା ଚୀନ୍
ନୂଆଦିଲ୍ଲୀ : ଲଦାଖର ଗଲୱାନ ଉପତ୍ୟକାର ଯେଉଁ ସ୍ଥଳରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ସେହି ସ୍ଥଳରୁ ଚୀନ୍ ସୈନ୍ୟମାନେ ଦୁଇ କିଲୋମିଟର ପଛକୁ ହଟିଯାଇଛନ୍ତି । ଭାରତୀୟ ଯବାନ୍ମାନେ ମଧ୍ୟ ପଛକୁ ହଟିଛନ୍ତି । ଦୁଇ ଦେଶ ମଧ୍ୟରେ ହୋଇଥିବା ଏକାଧିକବାର ଆଲୋଚନା ପରେ ଏଭଳି!-->…
Read More...
Read More...
ଦେଶରେ ରେକଡର଼୍ ଭାଙ୍ଗୁଛି କରୋନା: ଦିନକରେ ସର୍ବାଧିକ ୨୪ ହଜାରରୁ ଅଧିକ ଆକ୍ରାନ୍ତ
ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ସ୍ଥିତି ଏବେ ଆହୁରି ସାଙ୍ଘାତିକ ହୋଇଛି । ଏହା ୨୪ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୪ ହଜାର ୮୫୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୧୬୫ରେ ପହଞ୍ଚିଛି ।!-->…
Read More...
Read More...
ବିଶ୍ୱର ସବୁଠୁ ବଡ଼ କୋଭିଡ୍ ସେଣ୍ଟର ଲୋକାର୍ପିତ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ତିଆରି ହୋଇଥିବା ବିଶ୍ୱର ସବୁଠୁ ବଡ଼ କୋଭିଡ୍ କେୟାର ସେଣ୍ଟର ଆଜି ଲୋକାର୍ପିତ ହୋଇଛି । ଉପରାଜ୍ୟପାଳ ଅନିଲ୍ ବୈଜଲ୍ ଏହାକୁ ଲୋକାର୍ପିତ କରିଛନ୍ତି । ମାତ୍ର ୧୦ ଦିନ ଭିତରେ ଏହି ହସ୍ପିଟାଲକୁ ତିଆରି କରାଯାଇଛି । ଏହାର ନାମ ରଖାଯାଇଛି ସର୍ଦ୍ଦାର ପଟେଲ!-->…
Read More...
Read More...
ସବୁ ରେକଡର଼୍ ଭାଙ୍ଗିଲା କରୋନା
ନୂଆଦିଲ୍ଲୀ : ଭାରତରେ ଦୈନିକ କରୋନା ସଂକ୍ରମଣ ଦିନକୁ ଦିନ ନୂଆ ରେକଡର଼୍ ସୃଷ୍ଟି କରୁଛି । ଆଜି ଏହା ଅତୀତର ସବୁ ରେକଡର଼୍କୁ ଅତିକ୍ରମ କରି ଆଶ୍ଚର୍ଯ୍ୟଜନକ ଓ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୯୦୩ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ!-->…
Read More...
Read More...
ବିସ୍ତାରବାଦ ନୁହେଁ, ଏବେ ବିକାଶବାଦର ସମୟ
ଲଦାଖ: ବର୍ତ୍ତମାନ ସମୟ ହେଉଛି ବିକାଶର ସମୟ । ବିକାଶ ହିଁ ଦେଶକୁ ଅର୍ଥନୈତିକ ଅଗ୍ରଗତି କ୍ଷେତ୍ରରେ ଦେଶକୁ ଆଗେଇ ନେବ । ବିସ୍ତାରବାଦ ବଦଳରେ ବିକାଶବାଦ ଉପରେ ଅଧିକ ଧ୍ୟାନ ଦିଆଯିବାର ସମୟ ଆସିଛି । ଆମେ ଏକ ଶାନ୍ତିପ୍ରିୟ ଦେଶ । ବିକାଶ ହିଁ ଆମର ଲକ୍ଷ୍ୟ । ଏଥିରେ ଆମକୁ କେହି ବାଧା ଦେଲେ!-->…
Read More...
Read More...
ପୁଣି ଦିନକରେ ୧୯ ହଜାରରୁ ଊଦ୍ଧ୍ୱର୍ ଆକ୍ରାନ୍ତ
ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ଆଦୌ ଉଲ୍ଲେଖନୀୟ ହ୍ରାସ ଘଟୁନାହିଁ । ଗତ ଦଶ/ବାରଦିନ ଧରି ନିୟମିତ ଭାବେ ପ୍ରତିଦିନ ଅଠର ହଜାରରୁ ଅଧିକ ନୂଆ ରୋଗୀ ବାହାରୁଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୧୪୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା!-->…
Read More...
Read More...
ଭାରତ-ଚୀନ୍ ବୈଠକରେ ସହମତି: ଗଲୱାନ୍ ଘଟଣାର ପୁନରାବୃତ୍ତି ହେବନାହିଁ
ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଏକାଧିକ ପର୍ଯ୍ୟାୟର ଉଚ୍ଚସ୍ତରୀୟ ବୈଠକରେ ବିବାଦ ତୁଟାଇବା ନେଇ ସହମତି ପ୍ରକାଶ ପାଇଛି । ଗଲୱାନ୍ ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ଚୀନ୍ ଭାରତକୁ ପ୍ରତିଶ୍ରୁତି ଦେଇଛି । ଏହାଛଡ଼ା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଦୁଇ ଦେଶ!-->…
Read More...
Read More...
ଦେଶରେ ୬ ଲକ୍ଷ ମୁହାଁ କରୋନା ପଜିଟିଭ୍
ନୂଆଦିଲ୍ଲୀ: ଦେଶରେ ସମସ୍ତ ପ୍ରକାର ସତର୍କତା ସତ୍ତେ୍ୱ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ୧୮ ହଜାର ୬୫୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୫ ହଜାର ୪୯୩ରେ ପହଞ୍ଚିଛି । ସେହିପରି, ୨୪!-->…
Read More...
Read More...
ପୁଣି ବଢ଼ିଲା ଗ୍ୟାସ ଦର
ନୂଆଦିଲ୍ଲୀ : ଦେଶରେ ଗୋଟିଏ ପଟେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧିକୁ ନେଇ ଖାଉଟିମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଛି । ଅଣ ସବ୍ସିଡି ଗ୍ୟାସ୍ ସିଲିଣ୍ଡର ଦାମ୍ ବଢ଼ାଇ ଦିଆଯାଇଛି । ଏହା ଅନୁସାରେ ଆଜିଠୁ ୧୯ କେଜି ବିଶିଷ୍ଟ!-->…
Read More...
Read More...
ଚୀନ୍ର ପୁଣି ବିଶ୍ୱାସଘାତକତା
ନୂଆଦିଲ୍ଲୀ : ଚୀନ୍ ଭାରତ ସହିତ ପୁଣି ବିଶ୍ୱାସଘାତକତାର କରିଛି । ସୀମାରେ ଦେଖାଦେଇଥିବା ଉତ୍ତେଜନାକୁ ହ୍ରାସ କରିବା ଲାଗି ଚୀନ୍ ଭାରତ ସହ କଥାବାର୍ତ୍ତା ବୈଠକରେ ଯୋଗ ଦେଇ ସୈନ୍ୟ ହଟାଇ ନେବା ଲାଗି ପ୍ରତିଶ୍ରୁତି ଦେଇଥିଲା । ଭାରତ ପକ୍ଷରୁ ସୈନିକ ପ୍ରତ୍ୟାହାର ପାଇଁ ଦାବି ରଖାଯାଇଥିଲା ଏବଂ!-->…
Read More...
Read More...