Browsing Category

ଦେଶ- ବିଦେଶ

ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଆଜି ରେଳ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ରେଳ ମନ୍ତ୍ରଣାଳୟକୁ ନେଇ ମୋଦିଙ୍କ ବଡ ଭିଜନ ରହିଛି । ସେ ଏହି…
Read More...

ଆଉ ନାହାନ୍ତି ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂ

ସିମଲା : ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂଙ୍କ ପରଲୋକ । ବୀରଭଦ୍ର ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ରୋଗାଗ୍ରସ୍ତ ଥିବା ବେଳେ ଗୁରୁବାର ଭୋର ୩ଟା ୪୦ ମିନିଟରେ ସିମଲା ସ୍ଥିତ ଇନ୍ଦିରା ଗାନ୍ଧୀ…
Read More...

ଅଶ୍ୱିନୀ ବୈଷ୍ଣବଙ୍କ ସମେତ ୧୫ କ୍ୟାବିନେଟ୍‌ ମନ୍ତ୍ରୀ ଶପଥ ନେଲେ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଚାଲିଥିବା ଶପଥ ପାଠ ଉତ୍ସବରେ ୧୫ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ୧୫ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ପାଠ କରାଇଛନ୍ତି । ଓଡିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ ମନ୍ତ୍ରୀପଦ ମିଳିଛି । ସେହିପରି ଯୁବ…
Read More...

ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ, କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ସିନ୍ଧିଆ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ ସଂପ୍ରସାରଣ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଭବନରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଉଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ସର୍ବପ୍ରଥମେ, ନାରାୟଣ ରାଣେ ଅଫିସ ଏବଂ ରହସ୍ୟର ଶପଥ ଗ୍ରହଣ…
Read More...

ମୋଦିଙ୍କ କ୍ୟାବିନେଟ ସଂପ୍ରସାରଣ ଅପଡେଟ : ଆସିଲା ୪୩ଜଣଙ୍କ ତାଲିକା, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ କ୍ୟାବିନେଟ୍ ତାଲିକା ଜାରି ହୋଇଛି। କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଆଜି ୪୩ ମନ୍ତ୍ରୀ ଶପଥ ନେବେ। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି କୁମାର ପାରସ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା…
Read More...

ବ୍ଲକ ଅଫିସ ସାମ୍ନାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର : ସାଂପ୍ରତିକ ବର୍ତ୍ତମାନ ଦେଶରେ ଅହେତୁକ ଭାବରେ ବଢ଼ି ଚାଲିଥିବା ତୈଳଦର ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯଥା ଖାଇବା ତେଲ, ଡାଲି ଓ ଧାନର ସହାୟକ ଦର ବୃଦ୍ଧି ପ୍ରଭୃତି ଦାବି ନେଇ ଆଜି ରାଜ୍ୟ ପ୍ରଦେଶ କମିଟି ର ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ବ୍ଲକ କଂଗ୍ରେସ ପକ୍ଷରୁ ସୋନପୁର…
Read More...

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଗଙ୍ଗୱାର, ପୋଖରିଆଲ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ । ଏନେଇ ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଧ୍ୟା ୬ଟାରେ ଶପଥ ଗ୍ରହଣ ସମାରୋହ ନେଇ…
Read More...

କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣର ଅପଡେଟ୍‌ : ସଂଧ୍ୟାରେ ୬ଟାରେ ଶପଥ ନେବାକୁ ଥିବା ୨୪ ନାମ ଫାଇନାଲ,ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟା ୬ ଟାରେ କ୍ୟାବିନେଟର ସମ୍ପ୍ରସାରଣ କରିବେ । ପରିବର୍ତ୍ତନ ପରେ ଏହା ମୋଦୀଙ୍କ ସବୁଠାରୁ କନିଷ୍ଠ ତଥା ପ୍ରତିଭାବାନ ଦଳ ହେବ ବୋଲି ବିଶ୍ୱାସ କରାଯାଉଛି । ବାସ୍ତବରେ ମୋଦୀଙ୍କ ଧ୍ୟାନ ହେଉଛି କରୋନା ମହାମାରୀର ପରିଚାଳନା ଏବଂ…
Read More...

୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

ଭୁବନେଶ୍ୱର : ଦେଶର ୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟାଳୟରୁ ଏସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ମିଜେରାମ ରାଜ୍ୟପାଳ…
Read More...

ଟିଏମ୍‌ସିରେ ସାମିଲ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ

କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିବା ପରେ ଅନେକ ନେତା ଟିଏମସିରେ ଯୋଗ ଦେଇଛନ୍ତି । ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା କଂଗ୍ରେସର ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି । ସେ…
Read More...