Browsing Category

ଦେଶ- ବିଦେଶ

ଅଶ୍ଲୀଳ ସିନେମା : ଶିଳ୍ପା ସେଟ୍ଟୀଙ୍କୁ କ୍ଲିନଚିଟ ଦେଲା ମୁମ୍ବାଇ ପୁଲିସ

ମୁମ୍ବାଇ : ଅଶ୍ଳୀଳ ସିନେମା ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇଥିବାବେଳେ ତାଙ୍କ ପନôୀ ଶିଳ୍ପା ସେଟ୍ଟୀଙ୍କୁ ମୁମ୍ବାଇ ପୁଲିସ କ୍ଲିନ ଚିଟ ଦେଇଛି  । ଶିଳ୍ପାଙ୍କ ସଂପୃକ୍ତିର କୌଣସି ପ୍ରମାଣ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି  । ରାଜ କୁନ୍ଦ୍ରା ଅଶ୍ଳୀଳ ସିନେମା କରି ତାହାକୁ ବିକ୍ରି…
Read More...

ଅଶ୍ଳିଳ ଫିଲ୍ମ ନିର୍ମାଣ କରୁଥିଲେ, କେମିତି ଧରାପଡିଗଲେ ରାଜ କୁଦ୍ରା ଜାଣନ୍ତୁ

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ଘୃଣିତ କାର୍ଯ୍ୟ କରି ଗିରଫ ହୋଇଛନ୍ତି । ତେବେ ସେ କେମିତି ଧରାପଡ଼ିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଶାର୍ଲିନ ଚୋପ୍ରାକୁ ଜେରା କରିବା ବେଳେ ସେ ହିଁ ରାଜ କୁନ୍ଦ୍ରାଙ୍କ ନାଁ…
Read More...

କରୋନା ତୃତୀୟ ଲହରକୁ ରୋକିବାକୁ ପଡିବ, ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ ବଢୁଥିବା କରୋନା ମାମଲାକୁ ନେଇ କେନ୍ଦ୍ର ସରକାର ଅସୁବିଧାରେ ପଡିଛନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ପ୍ରସଙ୍ଗ ଉପରେ ନଜର ଦେଇଛନ୍ତି । ଏହି ରାଜ୍ୟରେ ବଢୁଥିବା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଉଦ୍‌ବେଗ ପ୍ରକାଶ…
Read More...

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆପିଢ଼ିଙ୍କ ପାଇଁ ସ୍କିଲ୍‌ ଡେ଼ଭଲପମେଣ୍ଟ ଏକ ରାଷ୍ଟ୍ରୀୟ ଆବଶ୍ୟକତା - ପ୍ରଧାନମନ୍ତ୍ରୀଦେଶରେ ସଶକ୍ତ ଅର୍ଥନୀତି ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ଜରୁରୀ - ଧର୍ମେନ୍ଦ୍ର ପ୍ରଧାନ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ‘ସ୍କିଲ ଇଣ୍ଡିଆ ମିଶନ’କୁପୂରିଲା ୬ ବର୍ଷ•…
Read More...

ରାଜ୍ୟସଭାରେ ବିଜେପି ନେତା ହେଲେ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ ନୂତନ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ କରୁଥିଲେ । କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ତାଙ୍କୁ କର୍ଣ୍ଣାଟକର ରାଜ୍ୟପାଳ…
Read More...

କେନ୍ଦ୍ର କର୍ମଚାରୀଙ୍କ ଡିଏ ବଢିଲା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଓ ଦରବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୭ରୁ ସିଧା ୨୮%କୁ ବୃଦ୍ଧି କରିଛନ୍ତି।…
Read More...

ମୌସୁମୀ ଅଧିବେଶନ : ୧୮ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ତାହାର ଦିନକ ପୂର୍ବରୁ ଅର୍ଥାତ ୧୮ ତାରିଖ ରବିବାର ଦିନ ସରକାର ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ…
Read More...

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୫୦ ମୃତ

ବାଗଦାଦ : ଇରାକର ରାଜଧାନୀ ବାଗଦାଦର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ତେବେ ଏଥିରେ ୫୦ ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ ଡାକ୍ତରଖାନାର କରୋନା ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି ଯେଉଁଠାରେ କୋଭିଡ ରୋଗୀ ଚିକିତ୍ସିତ ହେଉଥିଲେ । ଏହି ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ…
Read More...

ଆଉ ରାଜନୀତି କରିବେନି ଏହି ସୁପରଷ୍ଟାର

ନୂଆଦିଲ୍ଲୀ : ରାଜନୀତିକୁ ଗୁଡବାୟ କହିଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ ରଜନୀ ମକ୍କଲ ମନ୍ଦ୍ରମଙ୍କ ଅଫିସ୍ କର୍ମକର୍ତ୍ତାଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହା ପରେ ସେ ଆଉ କେବେ ବି ରାଜନୀତିରେ ଫେରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ରଜନୀକାନ୍ତ ତାଙ୍କ ପାର୍ଟି ‘ରଜନୀ…
Read More...

୬ ମାସରେ ପେଟ୍ରୋଲ ଦର ଏତିକି ଟଙ୍କା ବଢିଛି

ନୂଆଦିଲ୍ଲୀ: ୨୦୨୧ ମସିହାରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବଢି ଚାଲିଛି । ଯଦି ଜାନୁଆରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ତୁଳନା କରାଯାଏ ତେବେ, ଏହି ସମୟ ମଧ୍ୟରେ ପେଟ୍ରୋଲର ମୂଲ୍ୟ ୧୮ ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ମଧ୍ୟ ପ୍ରାୟ ୧୬ ଟଙ୍କା ବୃଦ୍ଧି ପାଇଛି । ଆଇଓସିଏଲ ତଥ୍ୟ…
Read More...