Browsing Category

ଦେଶ- ବିଦେଶ

ଦେଶରେ ଖସୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଭାରତରେ କରୋନାର ଦ୍ୱିତୀୟ ତରଙ୍ଗର ପ୍ରଭାବ କ୍ରମାଗତ ଭାବେ ହ୍ରାସ ପାଉଛି । ଗତ ୨୪ଘଣ୍ଟା ମଧ୍ୟରେ ୩୯ହଜାର ନୂତନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ଏବଂ ୭୨୩ ଜଣଙ୍କ ମୃତ୍ୟୁ । ଭାରତରେ ଗତ ୨୪ଘଣ୍ଟା ମଧ୍ୟରେ ୩୯,୭୯୬ ନୂତନ କରୋନା ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୫ଲକ୍ଷ ୮୫ ହଜାର…
Read More...

ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୭ ମୃତ, ୪୦ ସୁରକ୍ଷିତ ଉଦ୍ଧାର

କୋଟାବାଟୋ : ଫିଲିପାଇନ୍ସରେ ଆଜି ଏକ ସାମରିକ ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟିବା ସମୟରେ ବିମାନରେ ୮୫ ଜଣ ଥିଲେ । ସୂଚନା ଦେଇ ଫିଲିପାଇନ୍ସର ସାମରିକ ମୁଖ୍ୟ ସିରିଲିଟୋ ସୋବେଜନା କହିଛନ୍ତି ଯେ ଏହି ଦୁର୍ଘଟଣା ଦକ୍ଷିଣ ଫିଲିପାଇନ୍ସରେ ଘଟିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,…
Read More...

ଜାଣନ୍ତୁ ଏଲୋରାର କୈଳାସ ମନ୍ଦିରର ବିଶେଷତ୍ୱ

ଭଗବାନ ଓ ମନ୍ଦିରର ସଭିଁଙ୍କ ପାଇଁ ଖୁବ ମହତ୍ତ୍ୱ ରହିଛି। ଭଗବାନଙ୍କୁ ହିଁ ସୃଷ୍ଟିର ସଞ୍ଚାରକ ବୋଲି କୁହାଯାଏ। ଦେଶରେ ବିଭିନ୍ନ ସ୍ଥାନରେ ଭଗବାନଙ୍କର ଭିନ୍ନ ଭିନ୍ନ ମନ୍ଦିର ରହିଛି। ଅନେକ ସ୍ଥାନରେ ଲୋକେ ନିଜର ଶ୍ରଦ୍ଧାରେ ମନ୍ଦିର ନିର୍ମାଣ କରିଛନ୍ତି। ଏପରି ହିଁ ଏକ ମନ୍ଦିର ବିଷୟରେ…
Read More...

ଦେବଭୂମିରୁ ତିରଥଙ୍କ ବିଦାୟ: ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଶୁକ୍ରବାର ରାତି ପ୍ରାୟ ୧୧.୧୫ ସମୟରେ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟଙ୍କୁ ଇସ୍ତଫା ପତ୍ର ଦେଇଛନ୍ତିି । ସେ କେବଳ ୧୧୫ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିପାରିଥିଲେ । ଏହାପୂର୍ବରୁ ଭାଗବତ ସିଂ କୋଶାରି ୨୦୦୨ ରେ ବିଜେପିରୁ ୧୨୩ ଦିନ…
Read More...

ଜମ୍ମୁରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ

ଜାମ୍ମୁ / ଶ୍ରୀନଗର: ସୀମା ସୁରକ୍ଷା ବାହିନୀ (ବିଏସଏଫ) କର୍ମଚାରୀମାନେ ଆଜି ସକାଳ ପ୍ରାୟ ୪.୩୦ ସମୟରେ ଜାମ୍ମୁ କାଶ୍ମୀରର ଆର୍ନିଆ ସେକ୍ଟର ଅନ୍ତର୍ଗତ ଆନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନକୁ ଗୁଳି ଚଳାଇଥିଲେ । ଡ୍ରୋନ୍‌ ଆର୍ନିଆ ସେକ୍ଟରରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ…
Read More...

ଏହି କେରଳ ଝିଅ ହାତ,ପାଦ ଓ ପାଟିରେ ଆଙ୍କୁଛନ୍ତି ଚିତ୍ର

ଥିରୁବନନ୍ତପୁରମ୍‌ : କେରଳର ଜଣେ କଳାକାର ତାଙ୍କ ଦୁଇ ହାତ, ପାଦ ଏବଂ ପାଟି ବ୍ୟବହାର କରି ଏକ କାର୍ଟୁନ୍‌ ଅଙ୍କନ କରିବାର କୌଶଳ ଅର୍ଜନ କରିଛନ୍ତି । ତ୍ରିସୁରର ଇବି ଦିବ୍ୟା ନାମକ ତୃତୀୟ ବର୍ଷର ନର୍ସିଂ ଛାତ୍ରୀ । ଯଦିଓ ସେ ଜଣେ ପେସାଦାର କଳାକାର ନୁହଁନ୍ତି, ଗତ ବର୍ଷ ଲକଡାଉନ୍‌ ସମୟରେ…
Read More...

କୋଭିଡ ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ବୈଠକରେ କେନ୍ଦ୍ର କ୍ୟାବିନେଟ ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଆର୍ଥିକ ପ୍ୟାକେଜକୁ ଅନୁମୋଦନ କରିଛି । ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି । ମହାମାରୀ…
Read More...

ପୁଣି ଜମ୍ମୁରେ ଉଡିଲା ଡ୍ରୋନ,ସେନା ସତର୍କ

ଜମ୍ମୁ: ପୁଣିଥରେ ଜମ୍ମୁର ବାୟୁସେନା ଏୟାରବେସରେ ୨ଟି ଡ୍ରୋନ ଉଡୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବାୟୁସେନା ଏୟାରବେସରେ ଡ୍ରୋନ୍ ଦ୍ୱାରା ବିସ୍ଫୋରକ ସାମଗ୍ରୀ ପକାଯିବା ପରେ ସେନା ଶିବିର ଉପରେ ବାରମ୍ବାର ଡ୍ରୋନ୍ ଦେଖିବାକୁ ମିଳୁଛି । ଆଜି ସକାଳେ ଜମ୍ମୁର କାଲୁଚାକ୍, ମିରାନ୍ ସାହେବ ଏବଂ…
Read More...

ଦେଶରେ କରୋନାର ଦ୍ୱିତୀୟ ଲହର ନେଇଛି ୭୯୮ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମଏ) ପକ୍ଷରୁ କୁହାଯାଇଛି ସାରା ଦେଶରେ କରୋନାର ଦ୍ୱିତୀୟ ଲହର ସମୟରେ ୭୯୮ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ସର୍ବାଧିକ ୧୨୮ ଡାକ୍ତର ପ୍ରାଣ ହରାଇଛନ୍ତି । ଏହା ପରେ ବିହାରରେ ୧୧୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରେ…
Read More...