Browsing Category

ଦେଶ- ବିଦେଶ

ପିତା ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ତାଙ୍କୁ ସ୍ମରଣ କରିଛନ୍ତି । ରାଜୀବ ଗାନ୍ଧୀଙ୍କ ୩୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାହୁଲ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି । ସେ
Read More...

ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ

ମୁମ୍ବାଇ: ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ । ପୁଣି ଜୀବନ ନେଲା କରୋନା ଭାଇରସ୍ । ମୁମ୍ବାଇରେ କରୋନା ଆତଙ୍କ ଦେଖିବାକୁ ମିଳିଛି । ୫୩ଜଣ ପଜିଟିଭ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର କେଇଏମ୍ ହସ୍ପିଟାଲରେ ଦୁଇ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ସୂଚନା
Read More...

Ratnagiri Jagbudi River Accident |ନଦୀକୁ ଖସିଲା ଦ୍ରୁତଗାମୀ କାର, ପରିବାରର ୫ଜଣଙ୍କ ଚାଲିଗଲା ଜୀବନ

ମୁମ୍ବାଇ : ମୁମ୍ବାଇ-ଗୋଆ ରାଜପଥରେ ଏକ ଗୁରୁତର ଦୁର୍ଘଟଣା ଘଟିଛି । ଜଗବୁଡି ନଦୀରେ ଏକ କାର ଖସିପଡ଼ିବାରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୀରା ରୋଡ୍‌ରୁ ମୁମ୍ବାଇର ଦେବରୁଖକୁ ଯାତ୍ରା କରୁଥିବା ପରିବାରଟି ଏହି ଦୁର୍ଘଟଣାରେ ଏକ ଦୁର୍ଭାଗ୍ୟଜନକ ମୃତ୍ୟୁବରଣ
Read More...

ବିଗୁଡୁଛି ସଂପର୍କ, ଭାରତୀୟ ଆମ୍ବକୁ ଆମେରିକାର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଆମେରିକା ଭାରତୀୟ ରପ୍ତାନିକାରୀଙ୍କୁ ଝଟ୍‌କା ଦେବା ଭଳି କାର୍ଯ୍ୟ କରିଛି। ଭାରତରୁ ଲସ୍‌ଏଞ୍ଜେଲ୍ସ, ସାନ୍‌ ଫ୍ରାନ୍‌ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚତ୍ଥିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ
Read More...

ଆମେ ଧର୍ମ ନୁହେଁ କର୍ମ ଦେଖି ମାରୁ-ରାଜନାଥ ସିଂ

ନୂଆଦିଲ୍ଲୀ-ଅପରେସନ ସିନ୍ଦୂର ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ଥର ପାଇଁ ଗୁରୁବାର ଜମ୍ମୁ ଓ କାଶ୍ମୀରରେ ପହଞ୍ଚିଛନ୍ତି। ଏହି ସମୟରେ, ପ୍ରତିରକ୍ଷା ମନ୍ତ୍ରୀ ସୈନିକମାନଙ୍କୁ ଭେଟି ତାଙ୍କ ଅଭିଭାଷଣ ସମୟରେ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।କେବଳ ଏତିକି ନୁହେଁ,
Read More...

 ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏକ ଜୋରଦାର ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେଶନ, ଯାହାକୁ ‘ଅପରେଶନ କିଲର’ ନାମ ଦିଆଯାଇଛି, ସୋପିଆନର ଜଙ୍ଗଲ ଅଞ୍ଚଳରେ ଆରମ୍ଭ ହୋଇଥିଲା ଏବଂ ଏହା ପୂର୍ବରୁ
Read More...

India E Passport|ଭାରତରେ ପ୍ରଥମ ଇ-ପାସପୋର୍ଟ ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ନୂତନ ପାସପୋର୍ଟ ପାଇବା ପ୍ରକ୍ରିୟା ସରଳ ଏବଂ ସୁରକ୍ଷିତ ହୋଇଛି। ଏପର୍ଯ୍ୟନ୍ତ, ଯାତ୍ରୀମାନେ ବିମାନବନ୍ଦରରେ ପାରମ୍ପରିକ କାଗଜ ପାସପୋର୍ଟ ବ୍ୟବହାର କରୁଥିଲେ। ଏହି ପାରମ୍ପରିକ ପାସପୋର୍ଟରେ ଏକ ନୂତନ ପରିବର୍ତ୍ତନ ଯୋଡାଯାଇଛି ଯାହା ଏହାର ଡିଜିଟାଲ୍ ରୂପ। ଏବେ
Read More...

କୌଣସି ପରମାଣୁ ବ୍ଲାକମେଲ୍ ଭାରତ ସହ୍ୟ କରିବ ନାହିଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ବରଂ ଏହା କୋଟି କୋଟି ଭାରତୀୟଙ୍କ ଭାବନା ଓ ଆକ୍ରୋଶର ପ୍ରତିଫଳନ। ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏ ଅନିଲ ଚୌହାନ ଏବଂ ସ୍ଥଳସେନା, ନୌସେନା ଏବଂ ବାୟୁସେନା ମୁଖ୍ୟଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯୋଗ
Read More...

ବିସ୍ଫୋରଣରେ ଥରିଲା ଲାହୋର

ଲାହୋର:ପାକିସ୍ତାନ ଲାହୋରରେ ବଡ଼ ବିସ୍ଫୋରଣ । ଏୟାରପୋର୍ଟ ନିକଟରେ ବିସ୍ଫୋରଣ ହୋଇଛି। ସକାଳୁ ସକାଳୁ ୩ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ସ୍ଥାନୀୟ ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି
Read More...