Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
୧୨ରେ ଯୁକ୍ତଦୁଇ ବିଜ୍ଞାନ ଫଳ
ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଭିଡିଓ କ୍ଲିପିଂ ମାଧ୍ୟମରେ ମଧ୍ୟାହ୍ନ ୧୨ଟା ୩୦ରେ ସିଏଚଏସଇ ଅଫିସ୍ରେ ଫଳାଫଳ ବାହାରିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।!-->…
Read More...
Read More...
ଚାଷୀଙ୍କ ପାଇଁ ଏକ ଲକ୍ଷ କୋଟିର ପାଣ୍ଠି
ନୂଆଦିଲ୍ଲୀ: ଦେଶବାସୀଙ୍କ ପେଟକୁ ଦାନା ଦେଉଥିବା ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ବଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ତାହା ହେଉଛି ପ୍ରଧାନମନ୍ତ୍ରୀ କୃଷିଭିତ୍ତିକ ପାଣ୍ଠି । ଏହି ପାଣ୍ଠିର ପରିମାଣ ହେଉଛି ଏକ ଲକ୍ଷ କୋଟି ଟଙ୍କା । ଏହାଛଡ଼ା ପ୍ରଧାନମନ୍ତ୍ରୀ!-->…
Read More...
Read More...
ହସ୍ପିଟାଲରୁ କାର୍ଯ୍ୟ କରୁଛନ୍ତି ଶାହ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବର୍ତ୍ତମାନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ହସ୍ପିଟାଲରେ ଥାଇ ମଧ୍ୟ ସେ ଅଫିସ୍ କାର୍ଯ୍ୟ କରୁଛନ୍ତି । ଆସନ୍ତା ଦୁଇ ଦିନ ମଧ୍ୟରେ ତାଙ୍କର ପୁନର୍ବାର କୋଭିଡ୍ ପରୀକ୍ଷା କରାଯିବ ବୋଲି!-->…
Read More...
Read More...
କରୋନା : ଅଗଷ୍ଟରେ ସମସ୍ତଙ୍କୁ ପଛରେ ପକାଇଛି
ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲାରେ ଭାରତର ସ୍ଥିତି ସମଗ୍ର ବିଶ୍ୱରେ କ୍ରମଶଃ ଅଧିକ ସାଙ୍ଘାତିକ ରୂପ ନେଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଜୁଲାଇ ଓ ଅଗଷ୍ଟରେ ଦେଶର ଦୈନିକ ସଂକ୍ରମଣ ମାମଲା ଚିନ୍ତାଜନକ ହୋଇଛି । ଅଗଷ୍ଟ ମାସ ଆରମ୍ଭରୁ ଦୈନିକ ସଂକ୍ରମଣରେ ଏହା ଆମେରିକା ଓ!-->…
Read More...
Read More...
ସବୁ ରେକଡର଼୍ ଭାଙ୍ଗିଲା କରୋନା
ନୂଆଦିଲ୍ଲୀ, : ଭାରତରେ ଦୈନିକ ସଂକ୍ରମଣ ବ୍ରାଜିଲ୍ ଓ ଆମେରିକା ଭଳି ଦେଶକୁ ଏବେ ଅତିକ୍ରମ କରିଛି । ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୬୨ ହଜାର ୫୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୈନିକ ସଂକ୍ରମଣରେ ଏହା!-->…
Read More...
Read More...
ନୂଆ ଶିକ୍ଷାନୀତି ନୂତନ ଭାରତର ମୂଳଦୁଆ ପକାଇବ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶ ପାଇଁ ନୂଆ ଶିକ୍ଷା ନୀତି ଘୋଷଣା କରିଛନ୍ତି । ଏଥିରେ ପିଲାମାନଙ୍କ ପାଠପଢ଼ା ସାଙ୍ଗକୁ ସେମାନଙ୍କର ଭବିଷ୍ୟତ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ଶିକ୍ଷାନୀତି ଏକ ନୂତନ ଭାରତ ପାଇଁ ମୂଳଦୁଆ ପକାଇବ, ଯାହା ଭବିଷ୍ୟତର ପୀଢ଼ୀଙ୍କୁ ବହୁମାତ୍ରାରେ ଉପକାର!-->…
Read More...
Read More...
ଶପଥ ନେଲେ ମନୋଜ ସିହ୍ନା
ଜମ୍ମୁ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ମନୋଜ ସିହ୍ନା ଆଜି ଜମ୍ମୁ-କାଶ୍ମୀରର ନୂତନ ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି । ଗତ ବର୍ଷ ରାଜ୍ୟ ବିଭାଜିତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ବିଜେପି ନେତା ମନୋଜ ସିହ୍ନା!-->…
Read More...
Read More...
ମନୋଜ ସିହ୍ନା ଜମ୍ମୁ-କାଶ୍ମୀର ନୂଆ ଉପରାଜ୍ୟପାଳ
ଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ହେବେ ମନୋଜ ସିହ୍ନା । ରାଷ୍ଟ୍ରପତି କୋବିନ୍ଦ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରୁଥିବାରୁ ମନୋଜ ସିହ୍ନା ଏବେ ଜାମ୍ମୁ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେବେ । ଗତକାଲି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର!-->…
Read More...
Read More...
ବିଜୟ ମାଲ୍ୟା ମାମଲା: ସୁପ୍ରିମ୍କୋର୍ଟ ଫାଇଲ୍ରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଗାଏବ
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟର ବିଜୟ ମାଲ୍ୟାଙ୍କ ମାମଲା ସଂକ୍ରାନ୍ତ ଫାଇଲରୁ କେତେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଗାଏବ ହୋଇଯାଇଛି । ଯାହାଫଳରେ ଏକ ନୂଆ ସମସ୍ୟା ଦେଖାଦେଇଛି । ଏହି କାରଣରୁ ମାଲ୍ୟାଙ୍କ ପୁନର୍ବିଚାର ଆବେଦନର ଶୁଣାଣିକୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।!-->…
Read More...
Read More...
ଦୈନିକ ସଂକ୍ରମଣରେ ଆମେରିକାକୁ ଟପିଲା ଭାରତ
ନୂଆଦିଲ୍ଲୀ : ଭାରତରେ କରୋନାର ଦୈନିକ ସଂକ୍ରମଣ ଏବେ ଆହୁରି ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଏପରିକି ଏ କ୍ଷେତ୍ରରେ ଭାରତ ଆମେରିକା ଓ ବ୍ରାଜିଲକୁ ମଧ୍ୟ ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୫୬ ହଜାର ୨୮୨ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟକ ରୋଗୀ ଏହି ଦୁଇ ଦେଶରେ!-->…
Read More...
Read More...