Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଏଠାରେ ବିମାନ ଭଡାଠାରୁ ବଳଦଗାଡି ଭଡା ଅଧିକ, କାହିଁକି ଜାଣନ୍ତୁ
ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ମାନ୍ୟତା ବା ସ୍ୱୀକୃତି ହେତୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏପରି ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ବଳଦଗାଡିରେ ଯାତ୍ରା ପାଇଁ ଆପଣଙ୍କୁ ୫ ରୁ ୬ ହଜାର ଭଡା ଦେବାକୁ ପଡିବ । ଏକଥା ବିଶ୍ୱାସ ହେଉନଥିଲେ!-->…
Read More...
Read More...
ଦେଶରେ ୬୩ ଦିନ ପରେ ୧ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ: ଦୁଇ ମାସରୁ ଅଧିକ ସମୟ ପରେ ମଙ୍ଗଳବାର ଦିନ ଦେଶରେ ଏକ ଲକ୍ଷରୁ କମ୍ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ -୧୯ ସଂକ୍ରମଣର ୮୬,୪୯୮ ନୂତନ ମାମଲା!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା : ୧୮ ବର୍ଷର ନାଗରିକଙ୍କୁ ମାଗଣା ଟିକା
ନୂଆଦିଲ୍ଲୀ : ୧୮ ବର୍ଷରୁ ଉଦ୍ଧ୍ୱର୍ ନାଗରିକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ପ୍ରଦାନ କରିବେ । ଫଳରେ ରାଜ୍ୟଗୁଡ଼ିକୁ ଟିକାପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଦେଶ ଉଦେ୍ଧଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ ଏହା କହିଛନ୍ତି । କରୋନା!-->…
Read More...
Read More...
୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପିଏମ୍ ମୋଦି
ନୂଆଦିଲ୍ଲୀ: କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପିଏମଓ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ମୋଦୀ କ’ଣ କହିବେ ତାକୁ ନେଇ ସାରା ଦେଶବାସୀଙ୍କ!-->…
Read More...
Read More...
ମଦୁଆ ବରକୁ ବାହା ହେବାକୁ ମନାକଲେ କନ୍ୟା
ୟୁପିର ପ୍ରତାପଗଡ ଜିଲ୍ଲାର ଏକ ଗାଁରେ ଜଣେ ୨୨ ବର୍ଷିୟା କନ୍ୟା ମଦ ପିଇ ବିବାହ କରିବାକୁ ଆସିଥିବା ବରକୁ ବିବାହ କରିବାକୁ ମନା କରିଦେଇଛନ୍ତି । ଏବେ ଏହି ଘଟଣାକୁ ନେଇ ଅଂଚଳରେ ଖୁବ୍ ଚର୍ଚ୍ଚା ହେଉଛି । ବିବାହ ଗତ ଶନିବାର ରାତି ଟିକରୀ ହେବାର ଥିଲା କିନ୍ତୁ କନ୍ୟା ସାଙ୍ଗମାନଙ୍କ ସହ ଥିବା!-->…
Read More...
Read More...
କୋଭାକ୍ସିନ୍ ଅପେକ୍ଷା କୋଭାଶିଲ୍ଡ ଅଧିକ ଫଳପ୍ରଦ,କିନ୍ତୁ…
ନୂଆଦିଲ୍ଲୀ : ଏକ ଅଧ୍ୟୟନ ଦାବି କରିଛି ଯେ ସ୍ୱଦେଶୀ କରୋନା ଟିକା କୋଭାକ୍ସିନ ଅପେକ୍ଷା ପ୍ରଥମ ଡୋଜ ପରେ କୋଭିଶିଲ୍ଡ ଅଧିକ ଆଣ୍ଟିବଡି ଉତ୍ପାଦନ କରିବାରେ ସକ୍ଷମ ହେଉଛି । କରୋନା ଭାଇରସ୍ ଭ୍ୟାକ୍ସିନ୍-ପ୍ରେରିତ ଆଣ୍ଟିବଡି ଟାଇଟ୍ରେ (ସିଓଭିଏଟି) ଦ୍ୱାରା କରାଯାଇଥିବା ପ୍ରାରମ୍ଭିକ!-->…
Read More...
Read More...
ସୁଧୁରୁଛି ଦେଶର କୋରନା ସ୍ଥିତି : କମୁଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୬୩୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୯,୦୯,୯୭୫କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ହଜାର ୪୨୭ଆକ୍ରାନ୍ତଙ୍କ ମୃତ୍ୟୁ!-->…
Read More...
Read More...
୨ ଯାତ୍ରୀବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା : ୩୦ ମୃତ, ୫୦ରୁ ଅଧିକ ଆହତ
କରାଚୀ : ସୋମବାର ସକାଳେ ପାକିସ୍ତାନରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି । ସିନ୍ଧର ଦହରକି ଅଞ୍ଚଳରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ମିଲାଟ!-->…
Read More...
Read More...
ସୀମାରେ ୯୦ ପ୍ରତିଶତ ଯବାନ ବଦଳାଇଲା ଚୀନ
ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାରେ ଚୀନ ୯୦ ପ୍ରତିଶତ ଯବାନଙ୍କୁ ବଦଳାଇ ଦେଇଥିବା ଜଣାଯାଇଛି । ଅତ୍ୟଧିକ ଥଣ୍ଡା ପରିବେଶ ପାଇଁ ଚୀନ ଯବାନମାନଙ୍କୁ ବଦଳାଇ ଦେଇଛି । ଯେଉଁ ଯବାନ ଅତ୍ୟଧିକ ଥଣ୍ଡାରେ ଅତିଷ୍ଠ ସେମାନଙ୍କୁ ଚୀନ ବଦଳାଇ ଦେଇଛି । ଗତ ବର୍ଷ ଏପ୍ରିଲ- ମେରୁ ଚୀନ ୫୦ ହଜାର ଯବାନଙ୍କୁ!-->…
Read More...
Read More...
ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲୀପ କୁମାର
ମୁମ୍ବାଇ : ଭେଟେରାନ୍ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟ ରବିବାର ଦିନ ହଠାତ୍ ଖରାପ ହୋଇଯାଇଛି । ସେ ଗତ କିଛି ଦିନ ହେବ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ପରେ ତାଙ୍କୁ ଘରେ ଚିକିତ୍ସା କରାଯାଉଥିଲା । ରବିବାର ଦିନ ୯୮ ବର୍ଷୀୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା!-->…
Read More...
Read More...