Browsing Category

ଦେଶ- ବିଦେଶ

ଲୋକଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ଦେଶ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଆମ ଆଗରେ ଏକାଧିକ ଚ୍ୟାଲେଞ୍ଜ୍ । ତଥାପି ଏହା ମଧ୍ୟରେ ଆମେ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଉଛୁ । ବିଶେଷକରି ସେମାନଙ୍କ ରୋଜଗାର ଓ ସ୍ୱାସ୍ଥ୍ୟ ପ୍ରତି ସରକାର ସର୍ବାଧିକ ଧ୍ୟାନ ଦେଉଛନ୍ତି । ଇଂଲଣ୍ଡରେ
Read More...

ଗରିବଙ୍କୁ ସୁଲଭ ମୂଲ୍ୟରେ ମିଳିବ ଘର

ନୂଆଦିଲ୍ଲୀ : ସହରରେ ରହୁଥିବା ଗରିବ ଲୋକ ଏବଂ ପ୍ରବାସୀ ଶ୍ରମିକମାନଙ୍କ ଲାଗି କେନ୍ଦ୍ର ସରକାର ଆଜି ଏକ ବଡ଼ କଲ୍ୟାଣକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସହରରେ ରହୁଥିବା ଗରିବ ଓ ପ୍ରବାସୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ
Read More...

ବାୟୁଦ୍ୱାରା କରୋନା ସଂକ୍ରମଣ ହେଉଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା : ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିଥିବା ମହାମାରୀ କରୋନା ଭାଇରସ ସଂକ୍ରମଣ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ ବଡ଼ ଘୋଷଣା କରିଛି । କରୋନା ବାୟୁଦ୍ୱାରା ମଣିଷକୁ ସଂକ୍ରମିତ କରୁଛି ବୋଲି ସଂଗଠନ ସ୍ୱୀକାର କରିଛି । ବାୟୁଦ୍ୱାରା ଏହା ବ୍ୟାପୁଥିବା ପ୍ରମାଣକୁ ଏହା ସ୍ୱୀକାର
Read More...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ରାଞ୍ଚି: ଦେଶରେ ଜଣକ ପରେ ଜଣେ ବରିଷ୍ଠ ରାଜନେତା, ସାଂସଦ, ବିଧାୟକ ଓ ମନ୍ତ୍ରୀ କରୋନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏବେ ଜଣେ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ସେ ହେଉଛନ୍ତି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ସେ ପଜିଟିଭ୍ ଜଣାପଡ଼ିବା ପରେ ତାଙ୍କୁ ହୋମ୍
Read More...

ଚିନ୍ତା ବଢ଼ାଉଛି ବାରମ୍ବାର ଭୂମିକମ୍ପ

ନୂଆଦିଲ୍ଲୀ : ଦେଶରେ ବାରମ୍ବାର ଭୂମିକମ୍ପ ଏବେ ବିଶେଷଜ୍ଞମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ କିଛିମାସ ମଧ୍ୟରେ ଉତ୍ତର ଭାରତରେ ଏକାଧିକବାର ଭୂମିକମ୍ପ ହୋଇଛି । ଜୁନ୍ ୨୬ରେ ସର୍ବାଧିକ ଭୂମିକମ୍ପ ହୋଇଥିଲା । ସେହିଦିନ ୧୦ ଥର ଭୂମିକମ୍ପ ହୋଇଥିବାର ରେକଡର଼୍ ରହିଛି । ଆଜି ଭୋରରେ ମଧ୍ୟ
Read More...

ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୭ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୨୫୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ଏହି ସଂଖ୍ୟା ବର୍ତ୍ତମାନ ୭ ଲକ୍ଷ ୧୯ ହଜାର ୬୬୫ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ ୪୬୭ଜଣଙ୍କର ମୃତ୍ୟୁ
Read More...

ଅତ୍ୟାବଶ୍ୟକ ଦ୍ରବ୍ୟ ସୂଚୀରୁ ବାଦ୍ପଡ଼ିଲା ଫେସ୍ ମାସ୍କ ଓ ସାନିଟାଇଜର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ସରକାର ଫେସ୍ ମାସ୍କ ଓ ସାନିଟାଇଜରକୁ ବାଦ୍ ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ଦୁଇଟି ଦ୍ରବ୍ୟକୁ ଅତ୍ୟାବଶ୍ୟକ ସୂଚୀ ବା ଏସେନ୍ସିଆଲ୍ କମୋଡିଟି
Read More...

ପୁଣି ଦିନକରେ ୨୪ ହଜାରରୁ ଊଦ୍ଧ୍ୱର୍ ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତ ସଂକ୍ରମଣ କ୍ଷେତ୍ରରେ ଏବେ ଋଷିଆକୁ ଅତିକ୍ରମ କରି ତୃତୀୟ ସ୍ଥାନରେ ପହଞ୍ଚିଛି । ପ୍ରତିଦିନ ୨୦ରୁ ୨୪ ହଜାର ପର୍ଯ୍ୟନ୍ତ ରୋଗୀ ବୃଦ୍ଧି ପାଉଥିବାରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୪ ହଜାରରୁ ଅଧିକ ଲୋକ ପଜିଟିଭ୍ ଚିହ୍ନଟ
Read More...

ଶେଷରେ ଗଲୱାନ୍ରୁ ୨ କିମି ପଛକୁ ହଟିଲା ଚୀନ୍

ନୂଆଦିଲ୍ଲୀ : ଲଦାଖର ଗଲୱାନ ଉପତ୍ୟକାର ଯେଉଁ ସ୍ଥଳରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ସେହି ସ୍ଥଳରୁ ଚୀନ୍ ସୈନ୍ୟମାନେ ଦୁଇ କିଲୋମିଟର ପଛକୁ ହଟିଯାଇଛନ୍ତି । ଭାରତୀୟ ଯବାନ୍ମାନେ ମଧ୍ୟ ପଛକୁ ହଟିଛନ୍ତି । ଦୁଇ ଦେଶ ମଧ୍ୟରେ ହୋଇଥିବା ଏକାଧିକବାର ଆଲୋଚନା ପରେ ଏଭଳି
Read More...

ଦେଶରେ ରେକଡର଼୍ ଭାଙ୍ଗୁଛି କରୋନା: ଦିନକରେ ସର୍ବାଧିକ ୨୪ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ସ୍ଥିତି ଏବେ ଆହୁରି ସାଙ୍ଘାତିକ ହୋଇଛି । ଏହା ୨୪ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୪ ହଜାର ୮୫୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୧୬୫ରେ ପହଞ୍ଚିଛି ।
Read More...