Browsing Category

ଦେଶ- ବିଦେଶ

୨୫ ଲକ୍ଷ ମୁହାଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଏବେ ୨୪ ଲକ୍ଷ ୬୧ ହଜାର ୧୯୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୬୪ ହଜାର ୫୫୩ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧,୦୦୭ଜଣ ପ୍ରାଣ ହରାଇଛନ୍ତି । ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୪୮ ହଜାର ୪୦ରେ ପହଞ୍ଚିଛି । ସେହିପରି, ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୭
Read More...

କୋମାରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଜଟିଳ ହୋଇପଡ଼ିଛି । ବର୍ତ୍ତମାନ ସେ କୋମା ଅବସ୍ଥାକୁ ଚାଲିଯାଇଛନ୍ତି । ଦୁଇ ଦିନ ତଳେ ମସ୍ତିଷ୍କରେ ଅସ୍ତ୍ରୋପଚାର ହେବା ପରଠାରୁ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଦିଲ୍ଲୀର ଆର୍ମି ରିସର୍ଚ୍ଚ ଓ
Read More...

ବଡ଼ ଧରଣର ଆର୍ଥିକ ଦୁର୍ନୀତି: ଦେଶର ୬୭ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ରଦ୍ଦ

ନୂଆଦିଲ୍ଲୀ : ବ୍ରାଜିଲରେ ଏକ ବଡ଼ ଧରଣର ଆର୍ଥିକ ଦୁର୍ନୀତି ହୋଇଛି । ଏଥିରେ ଜଣେ ପ୍ରାଦେଶିକ ରାଜ୍ୟପାଳ ସମ୍ପୃକ୍ତ ଅଛନ୍ତି । ଏଥିସହିତ ଭାରତୀୟ ବ୍ୟବସାୟୀ ତଥା କମ୍ପାନୀଙ୍କ ଲିଙ୍କ୍‌ ଥିବାରୁ ବ୍ରାଜିଲ୍‌ ସରକାରଙ୍କ ଅନୁରୋଧକ୍ରମେ ଭାରତର ୬୭ଟି କମ୍ପାନୀ ଓ ବ୍ୟବସାୟିକ ବ୍ୟାଙ୍କ ଆକାଉଣ୍ଟକୁ
Read More...

୪୬ ହଜାର ଟପିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ ଏହି ସଂଖ୍ୟା ବଢ଼ିଚାଲିଛି । ଗଲା କିଛିଦିନ ଧରି ପ୍ରତିଦିନ ୬୦ ହଜାରରୁ ଅଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୬୦ ହଜାର ୯୬୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
Read More...

ଆବର୍ଜନା ଗାଡ଼ିରେ ଓଡ଼ିଆ ମହିଳାଙ୍କ ଶବବୁହା ଘଟଣା: ତାମିଲନାଡୁ ସରକାରଙ୍କୁ ଏନ୍‌ଏଚ୍‌ଆରସି ନୋଟିସ୍‌

ନୂଆଦିଲ୍ଲୀ : ନିକଟରେ ତାମିଲନାଡୁରେ ଜଣେ ଓଡ଼ିଆ ମହିଳାଙ୍କ ମୃତ ଦେହକୁ ଆବର୍ଜନା ବୁହା ଟ୍ରକରେ ବୁହାଯାଇଥିଲା । ଏହା ଏକ ମାନବିକ ଅଧିକାର ଉଲ୍ଲଙ୍ଘନ ବୋଲି ଦର୍ଶାଇ ସୁପ୍ରିମ୍‌କୋର୍ଟ ଓକିଲ ତଥା ମାନବିକ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବିକ ଅଧିକାର କମିଶନ
Read More...

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ : କରୋନା ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ଗୁରୁତର ରହିଛି । ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର ପରେ ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଛି । ୮୪-ବର୍ଷୀୟ ପ୍ରଣବ
Read More...

ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପିତାଙ୍କ ସମ୍ପତ୍ତିରେ ଝିଅର ସମାନ ଅଧିକାର ରହିଛି

ନୂଆଦିଲ୍ଲୀ : ପିତାଙ୍କ ସମ୍ପତ୍ତି ଉପରେ ଝିଅର ଅଧିକାର ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ପୁଅମାନଙ୍କ ଭଳି ଝିଅକୁ ମଧ୍ୟ ପିତାଙ୍କ ସମ୍ପତ୍ତିରୁ ସମାନ ଭାଗ ମିଳିବ । କାରଣ ଆଇନ୍‌ ଅନୁଯାୟୀ ପିତାଙ୍କ ସମ୍ପତ୍ତିରେ ଝିଅର
Read More...

ଦେଶରେ ୪୫ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୮୭୧ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୪୫ ହଜାର ୨୫୭ରେ ପହଞ୍ଚିଛି । ସେହିପରି, ଦିନକରେ ଆଉ ୫୩ ହଜାର ୬୦୧ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ
Read More...

ବିଶ୍ୱର ପ୍ରଥମ କରୋନା ଟିକା ନେଲେ ପୁଟିନ୍‌ଙ୍କ ଝିଅ

ମସ୍କୋ: କରୋନା ସଂକ୍ରମଣର ମୁକାବିଲା ପାଇଁ ଟିକା ପ୍ରସ୍ତୁତି କ୍ଷେତ୍ରରେ ଋଷିଆ ଇତିହାସ ରଚିଛି । ଋଷିଆ ବିଶ୍ୱର ପ୍ରଥମ ଟିକା ପ୍ରସ୍ତୁତ କରିବା ସହ ଏହାର ପଞ୍ଜିକରଣ କରିଛି । କେବଳ ସେତିକି ନୁହେଁ, ଏହି ଟିକାକୁ ମଣିଷ ଦେହରେ ପ୍ରୟୋଗ କରାଯାଇଛି । ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌
Read More...

ଶତ୍ରୁର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି : ରାତ୍ରୀ ଉଡ଼ାଣ ଅଭ୍ୟାସ କରୁଛି ରାଫେଲ୍‌

ଲଦାଖ: ଲଦାଖ ସୀମାରେ ଚୀନ୍‌ର ଗତିବିଧି ଏବେବି ଜାରି ରହିଛି । କେତେକ ଘାଟିରୁ ଚୀନ୍‌ର ସୈନ୍ୟମାନେ ଏପର୍ଯ୍ୟନ୍ତ ହଟିନାହାଁନ୍ତି । ତେଣୁ ସୀମାରେ ପଇଁନ୍ତରା ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ଲାଗି ଭାରତ ତା\'ର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛି । ଖୁବ୍‌ଶୀଘ୍ର ସୀମାରେ ଲଢ଼ୁଆ
Read More...