Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ସତ୍ୟପାଲ ମଲ୍ଲିକ ମେଘାଳୟ ରାଜ୍ୟପାଳ ନିଯୁକ୍ତ
ନୂଆଦିଲ୍ଲୀ : ଗୋଆର ବର୍ତ୍ତମାନର ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକଙ୍କୁ ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଏ ନେଇ ଆଜି ରାଷ୍ଟ୍ରପତିଭବନରୁ ବିଜ୍ଞପ୍ତି ଜାରି କରାଯାଇଛି । ଉତ୍ତରପୂର୍ବ ରାଜ୍ୟ ମେଘାଳୟର ରାଜ୍ୟପାଳ ଥିବା ତଥାଗତ ରାୟ ନିଜର ପାଞ୍ଚବର୍ଷିଆ କାର୍ଯ୍ୟକାଳ ପୂର୍ଣ୍ଣ!-->…
Read More...
Read More...
ନିଟ୍ ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ
ନୂଆଦିଲ୍ଲୀ : ନିଟ୍ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ଦାଖଲ ହୋଇଥିବା ଆବେଦନପତ୍ରକୁ ସୁପ୍ରିମ୍କୋର୍ଟ ଆଜି ଖାରଜ କରିଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।ସୂଚନା ମୁତାବକ, କୋଭିଡ -୧୯ ସଂକ୍ରମଣର!-->…
Read More...
Read More...
ଉତ୍ତେଜନା ସତ୍ତେ୍ୱ ଭାରତ-ନେପାଳ ମଧ୍ୟରେ କଥାବାର୍ତ୍ତା
କାଠମାଣ୍ଡୁ: ନେପାଳର କେତେକ କାର୍ଯ୍ୟକଳାପକୁ ନେଇ ଭାରତ ଏବଂ ଏହା ମଧ୍ୟରେ ବିବାଦ ଲାଗି ରହିଛି । ଏହା ସତ୍ତେ୍ୱ ଦୁଇ ଦେଶ ସୋମବାର କେତେକ ପ୍ରସଙ୍ଗ ଉପରେ ଭିଡ଼ିସ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ!-->…
Read More...
Read More...
ଦେଶରେ ସୁସ୍ଥ ହେଲେ ରେକଡର଼୍ ସଂଖ୍ୟକ କରୋନା ରୋଗୀ
ନୂଆଦିଲ୍ଲୀ : ଦେଶରେ ଆରୋଗ୍ୟ ହାର କ୍ଷେତ୍ରରେ ଆଜି ଏକ ରେକଡର଼୍ ପ୍ରତିଷ୍ଠା ହୋଇଛି । ଗତ ୨୪ ଘଣ୍ଟାରେ ୫୭ ହଜାର ୫୪୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏ କ୍ଷେତ୍ରରେ ଏହା ସର୍ବାଧିକ । ଏଥିସହିତ ଆରୋଗ୍ୟ ହାର୭୨ ପ୍ରତିଶତ ଅତିକ୍ରମ କରିଛି ବୋଲି ସ୍ୱାସ୍ଥ୍ୟ!-->…
Read More...
Read More...
ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ଦ୍ରୁତ ସୁଧାର
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସୁଛି ବୋଲି ତାଙ୍କ ପୁଅ ଅଭିଜିତ୍ ରବିବାର ଟ୍ୱିଟ୍ କରି ଜଣାଇଛନ୍ତି । ଏପରିକି ପ୍ରଣବ ଖୁବ୍ଶୀଘ୍ର ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିବେ ବୋଲି ସେ ସୂଚନା ଦେଇଛନ୍ତି । ଶରୀରର ବିଭିନ୍ନ!-->…
Read More...
Read More...
କରୋନା ସୁସ୍ଥ ସଂଖ୍ୟା ୨୨ ଲକ୍ଷ ନିକଟବର୍ତ୍ତୀ
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ୬୩ ହଜାର ୪୯୦ ନୂଆ କରୋନା ପଜିଟିଭ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ଆଜି ୨୫ ଲକ୍ଷ ୮୯ ହଜାର ୬୮୨ରେ ପହଞ୍ଚିଛି । ସେହିପରି, ଏହି ଅବଧିରେ ଆଉ ୯୪୪ ଜଣ ପ୍ରାଣ ହରାଇବା ପରେ ମୋଟ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ!-->…
Read More...
Read More...
ପ୍ରଥମ ଟିକା କରୋନା ଯୋଦ୍ଧାଙ୍କୁ ଦିଆଯିବ
ନୂଆଦିଲ୍ଲୀ : ଭାରତର ପ୍ରଥମ ଟିକା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ଷମ ସ୍ଥିତିକୁ ଆସିଲେ ପ୍ରଥମେ କାହାକୁ ଦିଆଯିବ ସେ ନେଇ ଦ୍ୱନ୍ଦ୍ୱ ଓ ପ୍ରଶ୍ନ ଲାଗି ରହିଥିଲା । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି ଦ୍ୱନ୍ଦ୍ୱ ଦୂର!-->…
Read More...
Read More...
ସୁଦୃଢ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଦକ୍ଷତା ବଢ଼ାଯାଇଛି
ନୂଆଦିଲ୍ଲୀ : ଭାରତରେ ଅନ୍ୟାନ୍ୟ ଦିଗ ଭଳି ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ବର୍ତ୍ତମାନର ସମୟରେ ସ୍ୱାସ୍ଥ୍ୟ ସେବା ଏବଂ ଚିକିତ୍ସାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଭିତ୍ତିଭୂମିର ସୁଦୃଢ଼ୀକରଣ ନିମନ୍ତେ ସରକାର ତାଙ୍କ ଦକ୍ଷତାର ସର୍ବାଧିକ!-->…
Read More...
Read More...
ସ୍ୱାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା
ନୂଆଦିଲ୍ଲୀ : ଚଳିତ ବର୍ଷ ବିଗତ ବର୍ଷଗୁଡ଼ିକ ତୁଳନାରେ ଏକ ସମ୍ପୂର୍ଣ୍ଣ ଭିନ୍ନ ପରିସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । କରୋନା ମହାମାରୀ କାରଣରୁ ଏଥର କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଓ ଭିଡ଼ମୁକ୍ତ କରାଯାଇଛି । କାର୍ଯ୍ୟକ୍ରମ ସମୟରେ କରୋନାର ସବୁ ନିୟମକୁ ପାଳନ!-->…
Read More...
Read More...
କୋର୍ଟ ଅବମାନନା ମାମଲା:ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ : କୋର୍ଟ ଅବମାନନା ମାମଲାରେ ସୁପ୍ରିମ୍କୋର୍ଟ ଶୁକ୍ରବାର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆକ୍ଷେପମୂଳକ ଟ୍ୱିଟ୍ ମାମଲାରେ ନିଜଆଡୁ ମାମଲା ଗ୍ରହଣ କରି କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ତାଙ୍କୁ କି!-->…
Read More...
Read More...