Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ମାଛକୁ ଖାଦ୍ୟ ଦେଉଛି ସିମ୍ପାଞ୍ଜି, ଭିଡିଓ ହେଲା ଭାଇରାଲ
ନୂଆଦିଲ୍ଲୀ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ସିମ୍ପାଞ୍ଜି ଶାନ୍ତ ମନରେ ମାଛ ମାନଙ୍କୁ ଖାଦ୍ୟ ଦେଉଛି । ଏକ ନଦୀର କୂଳରେ ବସି ସିମ୍ପାଞ୍ଜିଟି ଅତି ସତର୍କତା ସହ ମାଛକୁ ଖାଦ୍ୟ ଦେଉଛି ଯାହା ପ୍ରଶଂସକମାନଙ୍କୁ ଆକୃଷ୍ଟ କରିଛି ।
!-->!-->!-->…
Read More...
Read More...
ଦୈନିକ ସଂକ୍ରମଣ ଲଗାତାର ୧୧ ହଜାର ଟପୁଛି
ନୂଆଦିଲ୍ଲୀ : ଭାରତରେ ସଂକ୍ରମଣ ସ୍ଥିତି ଇଟାଲୀ, ବ୍ରାଜିଲ୍, ସ୍ପେନ୍, ଫ୍ରାନ୍ସ, ଇରାନ୍ ଭଳି କେତେକ ରାଷ୍ଟ୍ରଙ୍କ ତୁଳନାରେ ଅଧିକ ଉଦ୍ବେଗଜନକ ହେଉଛି । ଏବେ ଲଗାତାର ଭାବେ ଦିନକର ସଂକ୍ରମଣ ୧୧ ହଜାର ଉପରେ ରହୁଛି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବହୁଗୁଣିତ ହୋଇଛି । ଗତ ୨୪ ଘଣ୍ଟା!-->…
Read More...
Read More...
ପାକିସ୍ତାନରେ ଦୁଇ ଭାରତୀୟ ଉଚ୍ଚ ଆୟୋଗ ଅଧିକାରୀ ନିଖୋଜ
ନୂଆଦିଲ୍ଲୀ : ପାକିସ୍ତାନ ସ୍ଥିତ ଭାରତୀୟ ହାଇକମିଶନ ଅଫିସର ଦୁଇଜଣ ବରିଷ୍ଠ ଅଧିକାରୀ ହଠାତ୍ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ନିଖୋଜ ସଂପର୍କରେ ଜଣାପଡ଼ିବା ପରେ ଦୁଇ ଦେଶର ରାଜନୈତିକ ସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ!-->…
Read More...
Read More...
ପିଓକେବାସୀ ନିଶ୍ଚୟ ଭାରତର ଅଂଶ ହେବାକୁ ଚାହିଁବେ: ରାଜନାଥ
ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କାଶ୍ମୀରର ଚେହେରା ସମ୍ପୂର୍ଣ୍ଣ ଭାବରେ ବଦଳାଇବା ଦିଗରେ ଉଦ୍ୟମ କରୁଛନ୍ତି । ଏକାଧିକ ବିକାଶମୂଳକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରି ଏହି ପରିବର୍ତ୍ତନ ଅଣାଯିବ । ଯାହାଫଳରେ ପାକ୍ ଅôଦକୃତ କାଶ୍ମୀର (ପିଓକେ)ର ଲୋକମାନେ ଭାରତର ଅଂଶ ହେବାକୁ ନିଶ୍ଚୟ ଇଚ୍ଛା!-->…
Read More...
Read More...
ଅଭିନେତା ସୁଶାନ୍ତ ରାଜପୁତଙ୍କ ଆତ୍ମହତ୍ୟା
ମୁମ୍ବାଇ : ଚଳିତ ବର୍ଷ ପ୍ରାରମ୍ଭରୁ ବଲିଉଡ୍ର ଜଣକ ପରେ ଜଣେ ବ୍ୟକ୍ତିତ୍ୱ ବିଦାୟ ନେବାରେ ଲାଗିଛନ୍ତି । ପୂର୍ବରୁ ଇର୍ଫାନ୍ ଖାଁ ଓ ଋିଷି କାପୁରଙ୍କ ଭଳି ନାମିଦାମୀ ଅଭିନେତାଙ୍କର ପରଲୋକ ହୋଇସାରିଛି । ଏବେ ଆଉଜଣେ ଜଣାଶୁଣା ଅଭିନେତା ବଲିଉଡ୍ରୁ ବିଦାୟ ନେଇଛନ୍ତି । ସେ ହେଉଛନ୍ତି ସୁଶାନ୍ତ!-->…
Read More...
Read More...
କରୋନା ସ୍ଥିତି ଅସମ୍ଭାଳ
ନୂଆଦିଲ୍ଲୀ : ଭାରତରେ ମାର୍ଚ୍ଚ, ଅପ୍ରେଲ୍ ତୁଳନାରେ ଜୁନ୍ ମଧ୍ୟଭାଗରୁ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ସ୍ଥିତି ଅଧିକ ଭୟଙ୍କର ହୋଇଛି । ଏହି ସମୟ ମଧ୍ୟରେ ଦିନକର ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବର୍ତ୍ତମାନ ପ୍ରତିଦିନର ନୂଆ କରୋନା ରୋଗୀ ସଂଖ୍ୟା ୧୧ ହଜାର ଅତିକ୍ରମ!-->…
Read More...
Read More...
ଭାରତରେ ସ୍ଥିତି ଅଣାୟତ୍ତ
ନୂଆଦିଲ୍ଲୀ : ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଭାରତର ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଚିନ୍ତାର କାରଣ ହୋଇଛି । ପ୍ରଭାବିତ ଦେଶ ତାଲିକାରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଛି । ୱାଲ୍ଡୋମିଟର ତଥ୍ୟରୁ ଏହା ଜଣାପଡ଼ିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା!-->…
Read More...
Read More...
ସ୍ୱାସ୍ଥ୍ୟକର୍ମୀ ସଂକ୍ରମଣ ନେଇ ସୁପ୍ରିମ୍କୋର୍ଟଙ୍କ ଉଦ୍ବେଗ
ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟକର୍ମୀମାନେ ଆକ୍ରାନ୍ତ ହେଉଥିବାରୁ ତାହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ସମଗ୍ର ଦେଶରେ ଶତାଧିକ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି । ସୁପ୍ରିମ୍କୋର୍ଟ ଏଥିନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ।!-->…
Read More...
Read More...
କରୋନା ସଙ୍କଟରୁ ଅନେକ ଶିକ୍ଷା ମିଳିଛି
ବେଙ୍ଗାଲୁର : କରୋନା ଭାଇରସ ସଂକ୍ରମଣ ସଂକଟରୁ ଆମକୁ ଅନେକ ଶିକ୍ଷା ମିଳିଛି । ସଂକଟକୁ କିପରି ସୁଯୋଗରେ ପରିଣତ କରାଯାଇପାରିବ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି । ଦେଶର ନାଗରିକମାନେ ମଧ୍ୟ ସମସ୍ୟାକୁ ସୁଯୋଗରେ ପରିଣତ କରିବା ଲାଗି ପ୍ରତିଜ୍ଞାବଦ୍ଧ ଥିବା ଲକ୍ଷ୍ୟ କରାଯାଉଛି । ଏହି!-->…
Read More...
Read More...
ସଂରକ୍ଷଣ ମୌଳିକ ଅଧିକାର ନୁହେଁ
ନୂଆଦିଲ୍ଲୀ : ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ଗୁରୁବାର ଏକ ଅତି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସଂରକ୍ଷଣ ଏକ ମୌଳିକ ବା ଜନ୍ମସିଦ୍ଧ ଅଧିକାର ନୁହେଁ । ସଂରକ୍ଷଣକୁ ନେଇ ଯେଭଳି ଅବଧାରଣା କରାଯାଉଛି, ତାହା ଠିକ୍ ନୁହେଁ ବୋଲି କୋର୍ଟ କହିଛନ୍ତି । ତାମିଲନାଡୁରେ ମେଡ଼ିକାଲ!-->…
Read More...
Read More...