Browsing Category

ଦେଶ- ବିଦେଶ

କରୋନା ସଂକଟ ସମୟରେ କେଜ୍ରିୱାଲଙ୍କ ବଡ ଘୋଷଣା, ଦିଲ୍ଲୀରେ ଡିଜେଲ ଦର କମାଇଲେ

ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ଦିଲ୍ଲୀବାସୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଆଜି ଦିଲ୍ଲୀରେ ଡିଜେଲ ଦର କମାଇଛନ୍ତି । ଦିଲ୍ଲୀ ସରକାର ଡିଜେଲ ପ୍ରତି ଲାଗୁ ହୋଇଥିବା ଭାଟକୁ ୩୦ ପ୍ରତିଶତକୁ ୧୬.୭୫ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।…
Read More...

ଖେଳିବା ବୟସରେ କମାଲ କଲା ଏହି ୫ବର୍ଷିୟ ବାଳକ, ସାଇକେଲ ଚଳାଇ ଲକ୍ଷାଧିକ ଚଙ୍କାର କରୋନା ଫଣ୍ଡ ସଂଗ୍ରହ କଲା

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଏବେ ସାରାବିଶ୍ୱକୁ ନୟାନ୍ତ କରିସାରିଲାଣି । କିନ୍ତୁ ଏହି ସଂକଟ ସମୟରେ ମଧ୍ୟ କେତେକ ବ୍ୟକ୍ତି ନିଜ ଜୀବନକୁ ଖାତିର ନକରି ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଦିନରାତି ନିସ୍ୱାର୍ଥ ଭାବେ କାମ କରିଚାଲିଛନ୍ତି । ଏମାନଙ୍କ ସରକାର କୋଭିଡ ଯୋଦ୍ଧାର ମାନ୍ୟତା…
Read More...

ଚିକିତ୍ସା ପାଇଁ ଗର୍ଭବତୀ ମହିଳାଙ୍କୁ ମିଳିବ ୭୫୦୦ ଟଙ୍କା

ନୂଆଦିଲ୍ଲୀ : ଚଳିତ ବର୍ଷ ଫେବୃୟାରୀ ମାସରେ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏକ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ଅନୁସାରେ କର୍ମଚାରୀ ରାଜ୍ୟ ବୀମା ନିଗମ ଅନୁସାରେ ଆସୁଥିବା ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଖର୍ଚ୍ଚ ୭୫୦୦ଟଙ୍କା ଦେବାର…
Read More...

୧୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କିନ୍ତୁ ନିୟନ୍ତ୍ରିତ ହେଉନାହିଁ । ଦୈନିକ ସଂକ୍ରମଣ ପୂର୍ବ ପରି ପ୍ରତିଦିନ ୪୦ ହଜାରରୁ ଅଧିକ ରହୁଛି । ଗତ ୨୪ ଘଣ୍ଟାରେ ପୁଣି ୪୮ ହଜାର ୫୫୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।…
Read More...

ପହଞ୍ଚିଲା ରାଫେଲ୍‌, ସ୍ୱାଗତ କଲା ଭାରତ

ଅମ୍ବାଲା : ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଭାରତରେ ପହଞ୍ଚିଛି ଦୁର୍ଦ୍ଧଷ ଲଢ଼ୁଆ ବିମାନ ରାଫେଲ୍‌ । ଫ୍ରାନ୍ସରୁ ପାଞ୍ଚୋଟି ରାଫେଲ୍‌ ବିମାନ ଆସି ଆଜି ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ଅବତରଣ କରିଛି । ଏହାପରେ ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ସେଠାରେ ଏହି…
Read More...

ଦେଶରେ ମୃତ୍ୟୁସଂଖ୍ୟା ୩୩ ହଜାର ୪୨୫

ନୂଆଦିଲ୍ଲୀ : ଗତକାଲି ଅପେକ୍ଷା ଆଜିର ଦୈନିକ ସଂକ୍ରମଣ କମ୍‌ ରହିଛି । ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୩ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୩ ହଜାର ୧୫୬ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୬୫୪ କରୋନା ରୋଗୀଙ୍କର ମୃତ୍ୟୁ…
Read More...

ସନ୍ତ୍ରାସବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା

ନୂଆଦିଲ୍ଲୀ : ଆଗକୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି । ଏଭଳି ସମୟରେ ଏକ ଚାଞ୍ଚଲ୍ୟକର ଗୁଇନ୍ଦା ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁଯାୟୀ ଆତଙ୍କବାଦୀମାନେ ଅଯୋଧ୍ୟା ସହରରେ ଏକ ବଡ଼ ଧରଣର ହମ୍‌ଲା କରିପାରନ୍ତି । ଏଥିପାଇଁ ସେମାନେ ଯୋଜନା ପ୍ରସ୍ତୁତ…
Read More...

ରେସରେ ସବୁଠୁ ଆଗରେ ଏହି ଟପ୍ ୫ କରୋନା ଭେକସିନ, ଜାଣନ୍ତୁ କେଉଟା ମିଳିବ ପ୍ରଥମେ ଓ କାହାର ଦାମ୍ କେତେ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପରୁ ବଞ୍ଚିବା ପାଇଁ ବିଶ୍ୱର ପାଖାପାଖି ୧୫୦ ଭେକସିନକୁ ନେଇ ରିସର୍ଚ୍ଚ ଚାଲିଛି ଓ ଏଥିରୁ ୧୪୦ଟି ଭେକସିନ ଆରମ୍ଭ ଷ୍ଟେଜରେ ରହିଛି । ୧୦ରୁ ୧୨ଟି ଭେକସିନ ଏବେ ଆଂଶିକ ଭାବେ ସଫଳ ହୋଇଛି । ଏବେ ଗ୍ଲୋବାଲ କମ୍ୟୁନିଟିର ନଜର ରହିଛି ଏହି ଭେକସିନ ସଫଳ ହେବା ପରେ…
Read More...

ଭିନ୍ନ ମୋଡ଼ ନେଲା ରାଜସ୍ଥାନ ରାଜନୀତି, ବିଧାନସଭା ଅଧିବେଶନ ଡାକିଲେ ରାଜ୍ୟପାଳ

ଜୟପୁର : ରାଜସ୍ଥାନର ରାଜନୈତିକ ସ୍ଥିତି ଆଜି ନୂଆ ମୋଡ଼ ନେଇଛି । ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ବିଧାନସଭା ଅଧିବେଶନ ଡାକିଛନ୍ତି; କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ରଖିଛନ୍ତି । ବିଧାନସଭା ଅଧିବେଶନ ଡାକିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତଥା ରାଜ୍ୟ କଂଗ୍ରେସ ଗତ କିଛିଦିନ ହେଲା…
Read More...

ଭାରତ ଆସୁଛି “ରାଫେଲ୍’

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ଶକ୍ତି ଆଗକୁ ଆହୁରି ସୁଦୃଢ଼ ହେବାକୁ ଯାଉଛି । ସମ୍ଭାବ୍ୟ ପଡୋଶୀ ଆକ୍ରମଣର ମୁକାବିଲା ପାଇଁ ଭାରତ ତା'ର ପ୍ରତିରକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଅସ୍ତ୍ର ସାମିଲ କରୁଛି । ଏବେ ଫ୍ରାନ୍ସରୁ ଭାରତ ଅଭିମୁଖେ ଯାତ୍ରା କରିଛି ରାଫେଲ୍ । ରାଫେଲ୍ ହେଉଛି…
Read More...