Browsing Category

ଦେଶ- ବିଦେଶ

ଲକଡାଉନର ଅର୍ଥ ଏହିଭଳି ଭାବେ ବୁଝିଲେ ଗ୍ରାମବାସୀ : ଘରେ ତାଲା ପକାଇ ବିଲରେ ରହୁଛନ୍ତି

ହାଇଦ୍ରାବାଦ : ତେଲେଙ୍ଗାନା ରାଜ୍ୟର ତେଲେଙ୍ଗାନା ଜିଲ୍ଲା ଅନ୍ତର୍ଗତ କାମାରେଡ୍ଡି ନାମକ ଏକ ଗାଁରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ଲକଡାଉନର ଅର୍ଥକୁ ଗାଁ ଲୋକେ କିଭଳି ଭାବେ ବୁଝିଛନ୍ତି ତାହା ଏହି ଦୃଶ୍ୟ ଦେଖିଲେ ଜାଣିହେବ । ଜାରି ହୋଇଥିବା କଟକଣାକୁ ଲକଡାଉନ ବା ତାଲାବନ୍ଦ
Read More...

କୋଭିଡ ହସ୍ପିଟାଲକୁ ମୋବାଇଲ ମନା

କୋଲକତା : କରୋନା ସଂକ୍ରମଣ ରୋକିବା ପାଇଁ ଏବଂ ଚିକିତ୍ସା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଦେଶରେ ଅଧିକ ସଂଖ୍ୟାରେ କୋଭିଡ ହସ୍ପିଟାଲ ସ୍ଥାପନ କରାଯାଉଛି । ତେବେ ଏହି ହସ୍ପିଟାଲଗୁଡିକରେ କ'ଣ ଘଟୁଛି ତାହା ବାହାରକୁ ଚାଲିଯାଉଛି । ଏଥିପାଇଁ ମୋବାଇଲ ଫୋନକୁ ଦାୟୀ କରାଯାଉଛି ।
Read More...

ଭାରତ ବିରୋଧରେ ପାକିସ୍ତାନର ସାଇବର ଯୁଦ୍ଧ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ଆତଙ୍କ ଲାଗି ରହିଛି । ଏହାର ମୁକାବିଲା ପାଇଁ ପ୍ରଭାବିତ ଦେଶଗୁଡ଼ିକ ଅହରହ ସଂଘର୍ଷ କରୁଥିବା ବେଳେ ପାକିସ୍ତାନ କିନ୍ତୁ ଭିନ୍ନ କାର୍ଯ୍ୟରେ ଲିପ୍ତ ରହିଛି । କରୋନା ମୁକାବିଲା ଚିନ୍ତା ଛାଡ଼ି ଏହା ଭାରତରେ ଅସ୍ଥିରତା ଓ ଉତ୍ତେଜନା ସୃଷ୍ଟି
Read More...

ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବନି

ନୂଆଦିଲ୍ଲୀ : କରୋନା ଯୋଗୁଁ ଗୁରୁତର ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବାରୁ କେନ୍ଦ୍ର ସରକାର କେତେକ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଏହିକ୍ରମରେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନ୍ ଭୋଗୀମାନଙ୍କ ପାଇଁ ଘୋଷଣା ହୋଇଥିବା ବର୍ଦ୍ଧିତ ମହଙ୍ଗା ଭତ୍ତା ଉପରେ ଆଜି ରୋକ୍
Read More...

ଲକଡାଉନ : ୨୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ୍ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସର ପ୍ରକୋପ ଓ ଲକଡାଉନ ସ୍ଥିତି ସଂପର୍କରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ପ୍ରଧାନମନ୍ତ୍ରୀ ଆସନ୍ତା ୨୭ ତାରିଖ ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ । ଏହି ଅବସରରେ
Read More...

୬୧୯ ବିଦେଶୀ ନାଗରିକ ଗିରଫ

ପ୍ରୟାଗରାଜ : ଭାରତରେ ବେଆଇନ୍ ଭାବେ ରହୁଥିବା ପାଖାପାଖି ୬୧୯ ଜଣ ବିଦେଶୀ ନାଗରିକଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ସାରିଲାଣି । ଆଇପିସି, ସଂକ୍ରାମକ ରୋଗ ନିୟନ୍ତ୍ରଣ ଆଇନ, ବିଦେଶୀ ଆଇନ ଉଲ୍ଲଙ୍ଘନ ଘଟଣାରେ ଗତକାଲି ୧୬ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ଏମାନେ ସମସ୍ତେ ଭିସା
Read More...

ପ୍ରତ୍ୟାହୃତ ହେଲା ଡାକ୍ତରଙ୍କ ଆନେ୍ଦାଳନ

ନୂଆଦିଲ୍ଲୀ : ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିବାଦରେ ଭାରତୀୟ ଡାକ୍ତର ସଂଘ ଆଜି ପ୍ରତିକାତ୍ମକ ଆନେ୍ଦାଳନ ଡାକରା ଦେଇଥିଲା । ତେବେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ସଂଘ ଆନେ୍ଦାଳନରୁ ଆଜି ଓହରି ଆସିଛି । ଫଳରେ ଦେଶ ଏକ
Read More...

ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଗଣିବେ ୨ଲକ୍ଷ , ୭ ବର୍ଷ ଜେଲ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ସଂକ୍ରମଣ ବିରୋଧରେ ଆଗଧାଡ଼ିରେ ରହି ଜୀବନକୁ ବାଜି ଲଗାଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାର୍ଯ୍ୟ କରୁଛନ୍ତି । ଏହାକୁ ସବୁ ମହଲରେ ପ୍ରଶଂସା କରାଯିବା ସହ ସେମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ମଧ୍ୟ ଦିଆଯାଉଛି । ତେବେ ସରକାରଙ୍କ ବାରମ୍ବାର ତାଗିଦ୍
Read More...

ମଇ ୩ ପରେ ସ୍ଥିତି ଏଭଳି ରହିପାରେ

ନୂଆଦିଲ୍ଲୀ : ସମସ୍ତ ପ୍ରକାର ପଦକ୍ଷେପ ସତ୍ତ୍ୱେ ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରିତ ହୋଇପାରୁ ନାହିଁ । ସଂକ୍ରମଣ ସ୍ଥିର ରହିବା ପରିବର୍ତ୍ତେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୬ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୬୦୧ରେ ପହଞ୍ଚିଛି ।
Read More...

ଲକଡାଉନରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ୫ ମନ୍ତ୍ରୀ ଶପଥ ନେଲେ

ଭୋପାଳ : ମଧ୍ୟପ୍ରଦେଶରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ଏବେବି ଗମ୍ଭୀର ରହିଛି । ପ୍ରତିଦିନ ନୂଆନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି । ଏଭଳି ଏକ ଗମ୍ଭୀର ସ୍ଥିତିରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ମଙ୍ଗଳବାର କରାଯାଇଛି । ୫ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଲାଲ ଜି
Read More...