Browsing Category

ଦେଶ- ବିଦେଶ

ଅତ୍ୟାବଶ୍ୟକ ଦ୍ରବ୍ୟ ସୂଚୀରୁ ବାଦ୍ପଡ଼ିଲା ଫେସ୍ ମାସ୍କ ଓ ସାନିଟାଇଜର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ସରକାର ଫେସ୍ ମାସ୍କ ଓ ସାନିଟାଇଜରକୁ ବାଦ୍ ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ଦୁଇଟି ଦ୍ରବ୍ୟକୁ ଅତ୍ୟାବଶ୍ୟକ ସୂଚୀ ବା ଏସେନ୍ସିଆଲ୍ କମୋଡିଟି…
Read More...

ପୁଣି ଦିନକରେ ୨୪ ହଜାରରୁ ଊଦ୍ଧ୍ୱର୍ ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତ ସଂକ୍ରମଣ କ୍ଷେତ୍ରରେ ଏବେ ଋଷିଆକୁ ଅତିକ୍ରମ କରି ତୃତୀୟ ସ୍ଥାନରେ ପହଞ୍ଚିଛି । ପ୍ରତିଦିନ ୨୦ରୁ ୨୪ ହଜାର ପର୍ଯ୍ୟନ୍ତ ରୋଗୀ ବୃଦ୍ଧି ପାଉଥିବାରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୪ ହଜାରରୁ ଅଧିକ ଲୋକ ପଜିଟିଭ୍ ଚିହ୍ନଟ…
Read More...

ଶେଷରେ ଗଲୱାନ୍ରୁ ୨ କିମି ପଛକୁ ହଟିଲା ଚୀନ୍

ନୂଆଦିଲ୍ଲୀ : ଲଦାଖର ଗଲୱାନ ଉପତ୍ୟକାର ଯେଉଁ ସ୍ଥଳରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ସେହି ସ୍ଥଳରୁ ଚୀନ୍ ସୈନ୍ୟମାନେ ଦୁଇ କିଲୋମିଟର ପଛକୁ ହଟିଯାଇଛନ୍ତି । ଭାରତୀୟ ଯବାନ୍ମାନେ ମଧ୍ୟ ପଛକୁ ହଟିଛନ୍ତି । ଦୁଇ ଦେଶ ମଧ୍ୟରେ ହୋଇଥିବା ଏକାଧିକବାର ଆଲୋଚନା ପରେ ଏଭଳି…
Read More...

ଦେଶରେ ରେକଡର଼୍ ଭାଙ୍ଗୁଛି କରୋନା: ଦିନକରେ ସର୍ବାଧିକ ୨୪ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ସ୍ଥିତି ଏବେ ଆହୁରି ସାଙ୍ଘାତିକ ହୋଇଛି । ଏହା ୨୪ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୪ ହଜାର ୮୫୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୧୬୫ରେ ପହଞ୍ଚିଛି ।…
Read More...

ବିଶ୍ୱର ସବୁଠୁ ବଡ଼ କୋଭିଡ୍ ସେଣ୍ଟର ଲୋକାର୍ପିତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ତିଆରି ହୋଇଥିବା ବିଶ୍ୱର ସବୁଠୁ ବଡ଼ କୋଭିଡ୍ କେୟାର ସେଣ୍ଟର ଆଜି ଲୋକାର୍ପିତ ହୋଇଛି । ଉପରାଜ୍ୟପାଳ ଅନିଲ୍ ବୈଜଲ୍ ଏହାକୁ ଲୋକାର୍ପିତ କରିଛନ୍ତି । ମାତ୍ର ୧୦ ଦିନ ଭିତରେ ଏହି ହସ୍ପିଟାଲକୁ ତିଆରି କରାଯାଇଛି । ଏହାର ନାମ ରଖାଯାଇଛି ସର୍ଦ୍ଦାର ପଟେଲ…
Read More...

ସବୁ ରେକଡର଼୍ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ : ଭାରତରେ ଦୈନିକ କରୋନା ସଂକ୍ରମଣ ଦିନକୁ ଦିନ ନୂଆ ରେକଡର଼୍ ସୃଷ୍ଟି କରୁଛି । ଆଜି ଏହା ଅତୀତର ସବୁ ରେକଡର଼୍କୁ ଅତିକ୍ରମ କରି ଆଶ୍ଚର୍ଯ୍ୟଜନକ ଓ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୯୦୩ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ…
Read More...

ବିସ୍ତାରବାଦ ନୁହେଁ, ଏବେ ବିକାଶବାଦର ସମୟ

ଲଦାଖ: ବର୍ତ୍ତମାନ ସମୟ ହେଉଛି ବିକାଶର ସମୟ । ବିକାଶ ହିଁ ଦେଶକୁ ଅର୍ଥନୈତିକ ଅଗ୍ରଗତି କ୍ଷେତ୍ରରେ ଦେଶକୁ ଆଗେଇ ନେବ । ବିସ୍ତାରବାଦ ବଦଳରେ ବିକାଶବାଦ ଉପରେ ଅଧିକ ଧ୍ୟାନ ଦିଆଯିବାର ସମୟ ଆସିଛି । ଆମେ ଏକ ଶାନ୍ତିପ୍ରିୟ ଦେଶ । ବିକାଶ ହିଁ ଆମର ଲକ୍ଷ୍ୟ । ଏଥିରେ ଆମକୁ କେହି ବାଧା ଦେଲେ…
Read More...

ପୁଣି ଦିନକରେ ୧୯ ହଜାରରୁ ଊଦ୍ଧ୍ୱର୍ ଆକ୍ରାନ୍ତ

ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ଆଦୌ ଉଲ୍ଲେଖନୀୟ ହ୍ରାସ ଘଟୁନାହିଁ । ଗତ ଦଶ/ବାରଦିନ ଧରି ନିୟମିତ ଭାବେ ପ୍ରତିଦିନ ଅଠର ହଜାରରୁ ଅଧିକ ନୂଆ ରୋଗୀ ବାହାରୁଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୧୪୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା…
Read More...

ଭାରତ-ଚୀନ୍ ବୈଠକରେ ସହମତି: ଗଲୱାନ୍ ଘଟଣାର ପୁନରାବୃତ୍ତି ହେବନାହିଁ

ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଏକାଧିକ ପର୍ଯ୍ୟାୟର ଉଚ୍ଚସ୍ତରୀୟ ବୈଠକରେ ବିବାଦ ତୁଟାଇବା ନେଇ ସହମତି ପ୍ରକାଶ ପାଇଛି । ଗଲୱାନ୍ ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ଚୀନ୍ ଭାରତକୁ ପ୍ରତିଶ୍ରୁତି ଦେଇଛି । ଏହାଛଡ଼ା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଦୁଇ ଦେଶ…
Read More...

ଦେଶରେ ୬ ଲକ୍ଷ ମୁହାଁ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ସମସ୍ତ ପ୍ରକାର ସତର୍କତା ସତ୍ତେ୍ୱ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ୧୮ ହଜାର ୬୫୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୫ ହଜାର ୪୯୩ରେ ପହଞ୍ଚିଛି । ସେହିପରି, ୨୪…
Read More...