Browsing Category

ଦେଶ- ବିଦେଶ

ମଦ ପାଇଁ ଆଉ ଦୋକାନକୁ ଯିବାକୁ ପଡ଼ିବନି

ନୂଆଦିଲ୍ଲୀ : ଲକ୍‌ଡାଉନ୍ ଯୋଗୁଁ ପାଖାପାଖି ଦେଢ଼ ମାସ ଧରି ସମଗ୍ର ଦେଶରେ ମଦ ଦୋକାନ ବନ୍ଦ ରହିଛି । ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣାର କିଛି ଦିନ ପରେ କେତେକ ରାଜ୍ୟରେ ମଦ ଦୋକାନ ଖୋଲିବା ଓ ବିକ୍ରି କରିବା ପାଇଁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଥିଲେ । ତେବେ ଏଥିପାଇଁ
Read More...

ଦେଶରେ ୫୬ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା , ଦିଲ୍ଲୀରେ ଗୋଟିଏ ଦିନରେ ୪୪୮ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : କରୋନା ଭାଇରସର ପ୍ରକୋପ କମିବାର ନା ଧରୁନାହିଁ । ଦେଶରେ ଲଗାତାର ଭାବେ କରୋନା ମାମଲା ବଢି ବଢି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟ ମୁତାବକ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ରେ ପହଞ୍ଚିଛି । ଏଥିରୁ ୧,୮୮୬ ଲୋକଙ୍କ
Read More...

୫୨,୮୪୧ ହଜାର ଟଙ୍କା ମଦ କିଣିବା ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା, ବିଲ୍ ଭାଇରାଲ ହେବା ପରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ଲକଡାଉନ ବେଳେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ଏହି କ୍ରମରେ ଦେଶର ବିଭିନ୍ନ ରାଜ୍ୟରେ ମଦ ଦୋକାନ ଖୋଲିଥିଲା । ପ୍ରଥମ ଦିନରୁ ହିଁ ମଦ ବେପାର ଖୁବ୍ ଭଲ ହୋଇଥିଲା । ଏମିତି ଗତ ୨ ଦିନ ମଧ୍ୟରେ ୧୦୦୦କୋଟି ଟଙ୍କାର ମଦ ବିକ୍ରି ହୋଇଥିବା
Read More...

ଆନ୍ଧ୍ରରେ ଗ୍ୟାସ୍ ଟ୍ରାଜେଡି : ୮ମୃତ, ୨୩୦ ଆହତ

ଭୁବନେଶ୍ୱର : ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଭାଇଜାକ ଅନ୍ତର୍ଗତ ଆରଆର୍ ପୁରମର ଏକ କେମିକାଲ କଂପାନୀରେ ଗ୍ୟାସ୍ ଲିକ୍ ହୋଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏ ପର୍ଯ୍ୟନ୍ତ ଏହି ଘଟଣାରେ ୮ଜଣ ମୃତ୍ୟୁବରଣ କରିଥିବାବେଳେ ୨୩୦ରୁ ଅଧିକ ଆହତ ହୋଇ ବିଶାଖାପାଟନମ ହସ୍ପିଟାଲରେ ଭର୍ତ୍ତି
Read More...

ସେନାକୁ ବଡ଼ ସଫଳତା: କୁଖ୍ୟାତ ସନ୍ତ୍ରାସବାଦୀ ନାଇକୁ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ସନ୍ତ୍ରାସବାଦ ବିରୋଧୀ ଲଢ଼େଇରେ ସେନାକୁ ଏକ ବଡ଼ ସଫଳତା ମିଳିଛି । ଆଜି ହୋଇଥିବା ଏନ୍‌କାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦିନ୍ ସନ୍ତ୍ରାସବାଦୀ ଗୋଷ୍ଠୀର କୁଖ୍ୟାତ ଆତଙ୍କବାଦୀ ତଥା ଜଣେ ଅତି ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରିଆଜ୍ ନାଇକୁ ନିହତ ହୋଇଛି । ତା'ସହିତ ତା'ର ଆଉ
Read More...

ଏକ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଫେରିଲେ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଭାଗରେ ଲକ୍‌ଡାଉନ୍ ଯୋଗୁଁ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ଅଞ୍ଚଳକୁ ନେବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିଛନ୍ତି । ଏହି ସ୍ୱତନ୍ତ୍ର ଟ୍ରେନ୍ ଇତିମଧ୍ୟରେ ଚଳାଚଳ ଆରମ୍ଭ କରିଛି ଏବଂ ଶ୍ରମିକମାନେ ନିଜ ରାଜ୍ୟକୁ
Read More...

ସଂକ୍ରମଣ ବଢ଼ୁଥିବା ବେଳେ କେନ୍ଦ୍ରର ଅଜବ ନିଷ୍ପତ୍ତି: ବିଦେଶରୁ ଆସିବେ ୧୫ ହଜାର ଭାରତୀୟ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣର ପ୍ରକୋପ ଉଗ୍ରରୂପ ନେଉଥିବା ବେଳେ କେନ୍ଦ୍ର ସରକାର ବିଦେଶରେ ଥିବା ଭାରତୀୟମାନଙ୍କୁ ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି । ୬୪ଟି ବିମାନ ଯୋଗେ ବିଦେଶରୁ ୧୪,୮୦୦ ଭାରତୀୟଙ୍କୁ ଫେରାଇ ଅଣାଯିବ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ କେତେକ ମହଲରେ
Read More...

ୟୁପିରେ ରେକର୍ଡ : ଦିନକରେ ବିକ୍ରି ହେଲା ୨୨୫ କୋଟି ଟଙ୍କାର ମଦ

ଲକଡାଉନର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲେ । ଏହି କ୍ରମରେ ଉତ୍ତରପ୍ରଦେଶରେ ମଧ୍ୟ ମଦ ଦୋକାନ ଖୋଲିଥିଲା । ରାଜ୍ୟ ଅବକାରୀ ବିଭାଗର ଅନୁମାନ କରି କହିଛି ଯେ, ରାଜ୍ୟରେ ଲୋକମାନେ ଧାଡିରେ ଛିଡା ହୋଇ ପ୍ରାୟ ୨୨୫ କୋଟି ଟଙ୍କାର ମଦ କିଣିଛନ୍ତି,
Read More...

କଟକଣା କୋହଳରୁ ଦ୍ରୁତ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱ ତଥା ଭାରତରେ କରୋନା ସ୍ଥିତି ଆହୁରି ଉଦ୍‌ବେଗଜନକ ହୋଇପଡ଼ିଛି । ଭାରତରେ ପ୍ରତିଦିନ ଅଧିକ ସଂଖ୍ୟାରେ ରୋଗୀ ବାହାରୁଥିବା ବେଳେ ଲୋକେ ମୃତ୍ୟୁମୁଖରେ ମଧ୍ୟ ପଡୁଛନ୍ତି । ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩୫ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୨ ଲକ୍ଷ ୫୦
Read More...

ପାକିସ୍ତାନକୁ ଭାରତର ଚେତାବନୀ: ତୁରନ୍ତ ପିଓକେ ଖାଲି କର

ନୂଆଦିଲ୍ଲୀ :ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ନେଇ ଏବେ ପୁଣି ରାଜନୈତିକ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ପାକିସ୍ତାନ ନିର୍ବାଚନ କରି କାମଚଳା ସରକାର ନିଯୁକ୍ତ କରିବା ଲାଗି ଉଦ୍ୟମ ଆରମ୍ଭ କରିଛି । ତେବେ ପିଓକେ ଭାରତର ଆଭ୍ୟନ୍ତରୀଣ ଅଙ୍ଗ ବୋଲି ଦର୍ଶାଇ ଭାରତ ପାକିସ୍ତାନର ଏଭଳି
Read More...