Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ବିଶ୍ୱ ଐତିହ୍ୟ ତାଲିକାରେ ମୋଦୀଙ୍କ ଜନ୍ମ ନଗରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ନଗରୀ ଗୁଜରାଟର ଐତିହାସିକ ବଡନଗର, ମୋଢେରାର ସୂର୍ଯ୍ୟ ମନ୍ଦିର ଓ ତ୍ରିପୁରାର ପାହାଡକାନ୍ଥରେ ଖୋଦିତ ସ୍ଥାପତ୍ୟ ସମେତ ଭାରତର ୩ଟି ନୂତନ ସାଂସ୍କୃତିକସ୍ଥଳୀ ‘ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀର ପ୍ରାରମ୍ଭିକ ତାଲିକାରେ ସ୍ଥାନ ପାଇଥିବା!-->…
Read More...
Read More...
ବସ ଦୁର୍ଘଟଣାରେ ୧୫ ଜଣ ଛାତ୍ରଙ୍କର ମୃତ୍ୟୁ
ଇମ୍ଫାଲ: ଆଜି ମଣିପୁରର ନୋନି ଜିଲ୍ଲାରେ ଏକ ବଡଧରଣର ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୫ରୁ ଅଧିକ ଛାତ୍ରଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ଛାତ୍ରମାନଙ୍କୁ ନେଇ ଯାଉଥିବା ଦୁଇଟି ବସ୍ ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଛି । ବସ ଦୁଇଟି ନିୟନ୍ତ୍ରଣ ହରାଇ ଓଲଟି!-->…
Read More...
Read More...
ଉଗ୍ରରୂପ ନେଲା କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ :
ସୀମାରେ ସଂଘର୍ଷ,ବେଲାଗାଭିରେ ପୁଲିସ ଛାଉଣୀ
ମୁମ୍ବାଇ: ସୀମା ବିବାଦକୁ ନେଇ କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ତେଜୁଛି ବିବାଦ । ଆଜି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମାରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଉଭୟ ରାଜ୍ୟ ବର୍ଷ ବର୍ଷ ଧରି କର୍ଣ୍ଣାଟକର ବେଲାଗାଭି ନିଜ ଅଞ୍ଚଳ ଭାବେ ଦାବି କରି ଆସୁଛନ୍ତି । ଦୁଇପକ୍ଷ!-->…
Read More...
Read More...
ସଂସଦରେ ତୱାଙ୍ଗ ତାତି :
କକ୍ଷତ୍ୟାଗ କଲେ ବିରୋଧୀ
ନୂଆଦିଲ୍ଲୀ: ସଂସଦରେ ଆଜି ଅନୁଭୁତ ହୋଇଛି ତୱାଙ୍ଗ ତାତି । ଅରୁଣାଚଳରେ ଭାରତ-ଚୀନା ସେନା ସଂଘର୍ଷକୁ ନେଇ ରାଜ୍ୟସଭାରେ ଆଜି ପ୍ରବଳ ହଙ୍ଗାମା ହୋଇଥିଲା । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ଆଲୋଚନା ପାଇଁ ବିରୋଧୀ ଦାବି କରିଥିଲେ;କିନ୍ତୁ ଗୃହ ଅଧ୍ୟକ୍ଷ ସୁଯୋଗ ନଦେବାରୁ!-->…
Read More...
Read More...
ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ମୋର୍ମୁଗାଓ
ନୂଆଦିଲ୍ଳୀ: ବଢ଼ିବ ଭାରତୀୟ ନୌସେନାର ଶକ୍ତି। ଥରହର ହେବେ ଶତ୍ରୁ। ସମୁଦ୍ରରେ ନିଜର ଉପସ୍ଥିତି ଜାହିର କରିବ ଭାରତର ବାହୁବଳୀ ଆଇଏନ୍ଏସ୍ ମୋର୍ମୁଗାଓ। ଆଜି ନୌସେନାରେ ସାମିଲ ହେଲା ଏହି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ।
!-->!-->!-->…
Read More...
Read More...
୨ବର୍ଷର ଶିଶୁକୁ ଗିଳିଦେଲା ଜଳହସ୍ତି, ତା’ପରେ କ’ଣ ହେଲା ଜାଣନ୍ତୁ
ନୂଆଦିଲ୍ଳୀ: ଅନେକ ସମୟରେ ଭୋକ ଯୋଗୁଁ କୌଣସି ପ୍ରାଣୀ ଆକ୍ରାମକ ହୋଇପଡ଼ିଥାନ୍ତି। ଏମିତିକି ମଣିଷଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥାନ୍ତି। ଏବେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ୨ ବର୍ଷର ଶିଶୁକୁ ଜୀଅନ୍ତା ଗିଳିଦେଇଥିଲା ଏକ ଜଳହସ୍ତୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି!-->…
Read More...
Read More...
ନାତୁଣୀର ହଲଦୀ ସଂଗୀତରେ ନାଚୁଥିଲେ ଜେଜେମାଆ, ଚାଲିଗଲା ଜୀବନ
ଭୋପାଳ : ଆଜିକାଲି ବିବାହ ସମାରୋହ କିମ୍ବା ଇଭେଣ୍ଟରେ ନୃତ୍ୟ ସମୟରେ ହୃଦଘାତ ହେତୁ ମୃତ୍ୟୁ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ସେଓନିର ବାନ୍ଦୋଲ ପୋଲିସ ଷ୍ଟେସନ ଅଧୀନରେ ଥିବା ବଖରୀ ଗ୍ରାମରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବୃଦ୍ଧ ମହିଳା ନାତୁଣୀଙ୍କ!-->…
Read More...
Read More...
ଓଡିଶାରେ ବଢୁଛି ମୁଣ୍ଡ ପିଛା ରୁଣର ପରିମାଣ
ନୂଆଦିଲ୍ଲୀ : ଓଡ଼ିଶାରେ ବଢୁଛି ମୁଣ୍ଡପିଛା ରୁଣର ପରିମାଣ । ରାଜ୍ୟସଭାରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଓଡିଶାରେ ମୁଣ୍ଡପିଛା ରୁଣର ପରିମାଣ ୩୪ ହଜାର ୨୫୯ଟଙ୍କା ରହିଛି । ଓଡିଶାର ରୁଣ ସହ ବକେୟା ଦେୟ ପରିମାଣ ୧କୋଟି ୪୩ଲକ୍ଷ କୋଟି ଟଙ୍କାରେ ପହଁଚିଛି । କେଉଁ!-->…
Read More...
Read More...
ଭାରତରେ ପହଂଚିଲା ୩୬ ରାଫେଲ ଯୁଦ୍ଧ ବିମାନ
ନୂଆଦିଲ୍ଲୀ : ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଭିତରେ ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧବିମାନ କୁହାଯାଉଥିବା ରାଫେଲ ଯୁଦ୍ଧବିମାନର ଶେଷ ପର୍ଯ୍ୟାୟ ଭାରତରେ ପହଂଚି ସାରିଛି । ଏହି କ୍ରମରେ ଆଜି ଫ୍ରାନ୍ସ ଦ୍ୱାରା ନିର୍ମିତ!-->…
Read More...
Read More...
ଚୀନକୁ ଚେତାଇଦେବା ପାଇଁ ବଳିଷ୍ଠ ପଦକ୍ଷେପ :
ସୀମାରେ ଗର୍ଜିଲା ଭାରତର ଯୁଦ୍ଧ ବିମାନ
ନୂଆଦିଲ୍ଲୀ : ତୱାଙ୍ଗ ସଂଘର୍ଷ ଘଟଣା ପରଠୁ ଭାରତ ଆଉ କୌଣସି କଥାକୁ ହାଲକାଭାବେ ନେଉନାହିଁ । କାରଣ ଚୀନ ପୁନର୍ବାର ଏଭଳି ବଦମାସୀ କରିପାରେ । ଏହାକୁ ଆଖି ଆଗରେ ରଖି ଭାରତ ସୀମାନ୍ତରେ ତା’ର ସେନା ସ୍ଥିତି ଆହୁରି ମଜବୁତ କରିଛି । ଚୀନକୁ ପାନେ ଦେବା ପାଇଁ ଭାରତ ସବୁପ୍ରକାର ବ୍ୟବସ୍ଥା କରୁଛି!-->…
Read More...
Read More...