Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ରାଜସ୍ଥାନ କଂଗ୍ରେସରେ ବଢୁଛି ଅସ୍ଥିରତା :
ଅତିଷ୍ଠ ହୋଇ ରାଜ୍ୟ ପ୍ରଭାରୀ ଦାୟିତ୍ୱ ଛାଡ଼ିଲେ ଅଜୟ ମାକେନ
ଜୟପୁର: ରାଜସ୍ଥାନ କଂଗ୍ରେସର ଇନ ଚାର୍ଜ ଥିବା ବରିଷ୍ଠ ନେତା ଅଜୟ ମାକେନ ଆଜି ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି । ଦଳରେ ବିଦ୍ରୋହ ଯୋଗୁ ସେ ଅସନ୍ତୋଷ ପ୍ରକାଶ କରି ଏପରି ନିଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ବର ମାସରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅଜୟ ମାକେନ ମୁଖ୍ୟମନ୍ତ୍ରୀ!-->…
Read More...
Read More...
ମୋଦୀ-ସୁନକ ଭେଟଘାଟର ପ୍ରଭାବ :
ପ୍ରତିବର୍ଷ ୩ ହଜାର ଭାରତୀୟଙ୍କୁ ଭିସା ଦେବ ବ୍ରିଟେନ
ନୂଆଦିଲ୍ଲୀ: ଗତକାଲି ବାଲିଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କର ଭାରତୀୟ ପ୍ରତିପକ୍ଷଙ୍କ ମଧ୍ୟରେ ହୋଇତିବା ଭେଟଘାଟ ତଥା ଆଲୋଚନାରୁ ମିଳିଚି ସୁଫଳ । ଆଲୋଚନା ପରେ ସୁନକ ଭାରତକୁ ଏକ ବଡ଼ ଭେଟି ଦେଇଛନ୍ତି । ଏହି ଭେଟି ହେଉଛି ଭାରତୀୟଙ୍କୁ ଭିସା!-->…
Read More...
Read More...
ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ମୋଦି
ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ପରବର୍ତ୍ତୀ ବୈଠକ ଭାରତରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଧିବଦ୍ଧ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀର ଉଦଯାପନୀ ମହୋତ୍ସବରେ ମୋଦି!-->…
Read More...
Read More...
ହେବକି ତୃତୀୟ ବିଶ୍ୱଯୁଦ୍ଧ ? ପୋଲାଣ୍ଡରେ ହିଟ୍ କଲା ଋଷ କ୍ଷେପଣାସ୍ତ୍ର, ତାତିଲା ନାଟୋ
କିଭ୍: ଘନେଇଲା ଋଷ ଉପରେ ନାଟୋ ସଦସ୍ୟଙ୍କ ଆକ୍ରମଣ ଆଶଙ୍କା । ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ଲାଗି ଋଷୀୟ କ୍ଷେପଣାସ୍ତ୍ର ହିଟ୍ କଲା ନାଟୋ ସଦସ୍ୟ ରାଷ୍ଟ୍ରରେ । ଋଷର କ୍ଷେପଣାସ୍ତ୍ର ମାଡରେ ପୋଲାଣ୍ଡର ଦୁଇ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ କ୍ଷୁବ୍ଧ ହୋଇଛି ନାଟୋ । ସେପଟେ ଗ୍ରୁପ-20!-->…
Read More...
Read More...
ମୋତେ ରାଜନୀତି କରି ଆସେନି : କେଜ୍ରିଓ୍ଵାଲ
ଅହମ୍ମଦାବାଦ: ମୋର ବିଚାରଧାରା ଚରମ ଦେଶଭକ୍ତି ଏବଂ ଚରମ ସଚ୍ଚୋଟତାରେ ରହିଛି। ଗୁଜରାଟର ଅହମ୍ମଦାବାଦରେ ଏହା କହିଛନ୍ତି ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ସେ କହିଛନ୍ତି, କାଲି ଯଦି ମୋ ପୁଅ ଭୁଲ୍ କରେ ତେବେ ତାକୁ ବି ଛାଡିବି ନାହିଁ।
!-->!-->…
Read More...
Read More...
ହ୍ବାଇଟ୍ ହାଉସ୍ରେ ବାହା ହେବେ ବାଇଡେନ୍ଙ୍କ ନାତୁଣୀ
ୱାସିଂଟନ୍: ଶନିବାର ଦିନ ହ୍ବାଇଟ୍ ହାଉସ୍ର ଦକ୍ଷିଣ ଲନ୍ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନାତୁଣୀ ନେଓମି ବାଇଡେନ୍ ୟୁନିଭର୍ସିଟି ଅଫ୍ ପେନ୍ସିଲ୍ଭେନିଆର ଆଇନ ସ୍ନାତକ ପିଟର୍ ନିଲ୍ଙ୍କୁ ବିବାହ କରିବେ।
ରାଷ୍ଟ୍ରପତି ଥିବା ଅବସ୍ଥାରେ ହ୍ବାଇଟ୍!-->!-->!-->…
Read More...
Read More...
ମୁହାଁମୁହିଁ ଗାଡ଼ି ଧକ୍କାରେ ୧୧ ମୃତ
ଭୋପାଳ: ଏକ ବସ୍ ଓ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କାରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ବୈତୁଲ ପରତୱାଡା ଜାତୀୟ ରାଜପଥ ନିକଟରେ । ଏକ ଯାତ୍ରୀବାହୀ ବସ୍ ଓ ଟ୍ରାଭେରା କାର୍ ମଧ୍ୟରେ ଧକ୍କା ହୋଇଛି । ଫଳରେ ୧୧ ଜଣଙ୍କ ଘଟଣାସ୍ଥଳରେ!-->…
Read More...
Read More...
ଏଣିକି ମହଙ୍ଗା ପଡ଼ିବ ଏକା ସାଙ୍ଗରେ ୨ ସଂସ୍ଥାରେ ଚାକିରି କରିବା
ନୂଆଦିଲ୍ଲୀ: ଯେଉଁମାନେ ଏକାସାଙ୍ଗରେ ଦୁଇଟି ସଂସ୍ଥାରେ ଚାକିରି କରି ଆଜି ଯାଏଁ ଫାଇଦା ଉଠାଇ ଚାଲିଥିଲେ,ଏଣିକି ସେମାନଙ୍କୁ ତାହା ମହଙ୍ଗା ପଡ଼ିବ । କାରଣ,ଆୟକର ବିଭାଗ ଏନେଇ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହି ନିୟମ ଅନୁସାରେ,ଗୋଟିଏ ସଂସ୍ଥାରେ କାର୍ଯ୍ୟ କରୁଥିଲେ ବି ଅନ୍ୟ ସଂସ୍ଥା!-->…
Read More...
Read More...
ଆସିଲା ନୂଆ ନିୟମ :
ଏଣିକି ଛାତ୍ରଛାତ୍ରୀ ଆସିବା ପୂର୍ବରୁ ଆଗ ସ୍କୁଲ୍ରେ ପହଞ୍ଚିବେ ଶିକ୍ଷକ
ଲକ୍ଷେ୍ନø : ଏଣିକି ଛାତ୍ରଛାତ୍ରୀ ଆସିବାର ୧୫ ମିନିଟ୍ ପୂର୍ବରୁ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସ୍କୁଲ୍ରେ ପହଞ୍ଚିବେ । ସେହିପରି ସ୍କୁଲ୍ ଛୁଟି ହେବାର ୩୦ ମିନିଟ୍ ପରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଘରକୁ ଫେରିବେ । ସରକାରୀ ସ୍କୁଲ୍ଗୁଡିକ ପାଇଁ ଜାରି ହୋଇଛି ଏହି ନିୟମ । ଉତ୍ତର ପ୍ରଦେଶରେ!-->…
Read More...
Read More...
ଆକ୍ରମଣ ହେବ ବୋଲି ପୂର୍ବରୁ ଜାଣିଥିଲି : ଇମ୍ରାନ
ଲାହୋର : ଆକ୍ରମଣର ଦିନକ ପରେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ସେ କହିଛନ୍ତି ଯେ, ତାଙ୍କ ଉପରେ ଆକ୍ରମଣ ହେବ ବୋଲି ସେ ପୂର୍ବରୁ ଜାଣିଥିଲେ । ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଥିଲା । ତାଙ୍କ ଦଳର ନେତାମାନଙ୍କୁ ବି!-->…
Read More...
Read More...