Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ରାଜନୈତିକ ଦଳରେ ସ୍ୱଚ୍ଛତା ପାଇଁ ନିର୍ବାଚନ ଅୟୋଗଙ୍କ ନୂଆ ପ୍ରସ୍ତାବ
ନୂଆଦିଲ୍ଲୀ : ରାଜନୈତିକ ଦଳମାନଙ୍କ ପାଖକୁ ଆସୁଥିବା ଅର୍ଥ ଦାନକୁ ନିୟନ୍ତ୍ରଣ କରାଯିବା ଉଚିତ । ଏପରି ନହେଲେ ରାଜନୈତିକ ଅର୍ଥଯୋଗାଣରେ ସ୍ୱଛତା ଆସିବ ନାହିଁ ବୋଲି ଭାରତର ନିର୍ବାଚନ ଆୟୋଗ ମତ ପ୍ରକାଶ କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ନିକଟକୁ ଏକ ଚିଠା ପ୍ରସ୍ତାବ!-->…
Read More...
Read More...
ଲେଦର୍ କାରିଗରଙ୍କ ଦକ୍ଷତା ବୃଦ୍ଧି ସହ ଇ-କମର୍ସରେ ଯୋଡ଼ିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଚେନ୍ନାଇ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଚେନ୍ନାଇ ସ୍ଥିତ ଲେଦର ସେକ୍ଟର ସ୍କିଲ୍ କାଉନସିଲ୍ ଠାରେ ଚମଡା ଶିଳ୍ପ ଜଗତରେ ଦକ୍ଷତା ବିକାଶ ପାଇଁ ସ୍କେଲ୍ (ସ୍କିଲ୍ ସାର୍ଟିଫିକେସନ ଆସେସମେଣ୍ଟ ଫର୍ ଲେଦର ଏମ୍ପଲଏଜ୍) ଆପର ଶୁଭାରମ୍ଭ!-->…
Read More...
Read More...
କାନ୍ଥ ଭୁଶୁଡ଼ି ୪ ମୃତ, ୯ ଆହତ
ନୋଇଡ଼ା: ମଙ୍ଗଳବାର ସକାଳେ ନୋଇଡ଼ା ସେକ୍ଟର-୨୧ରେ ଏକ ନିର୍ମାଣଧୀନ କାନ୍ଥ ଭୁୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆହୁରି କିଛି ଜଣ କାନ୍ଥ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ଘଟିଛି ନୋଇଡ଼ା ସେକ୍ଟର-୨୧ର ଜଲବାୟୁ ବିହାର ନିକଟରେ। ଏହି!-->…
Read More...
Read More...
କବିତା ଚାୱଲା କେବିସି-୧୪ର ପ୍ରଥମ କୋଟିପତି
କୋହ୍ଲାପୁର,୧୯/୯: ଲୋକପ୍ରିୟ ଟିଭି ସୋ ‘କୌନ ବନେଗା କରୋଡପତି’ ସିଜିନ-୧୪ର କୋରୋଡପତି ହୋଇଛନ୍ତି କୋହ୍ଲାପୁରର କବିତା ଚାୱଲା । ୪୫ ବର୍ଷ ବୟସ୍କା କବିତାଙ୍କ ଶିକ୍ଷାଗତ ଯୋଗ୍ୟତା ଜମାରୁ ଦ୍ୱାଦଶ ପାସ୍ । ୨୦୦୦ ମସିହାରେ ଜେବେ ଟେଲିଭିଜନରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ ହେଲା କବିତା!-->…
Read More...
Read More...
୩୦ବର୍ଷ ପରେ କାଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍
ନୂଆଦିଲ୍ଲୀ: ଦୀର୍ଘ ୩୦ ବର୍ଷ ପରେ କଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍ । ଆଜି ପୁଲୱାମା ଓ ସୋପିଆନର ୨ଟି ସିନେମାହଲର ଉଦଘାଟନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ୨ଟି ସିନେମାହଲ୍ ୧୦୦ ସିଟ୍ ବିଶିଷ୍ଟ ଏବଂ ଏହାକୁ ସରକାର ପରିଚାଳନା କରିବେ । ଏଗୁଡ଼ିକୁ ଫିଲ୍ମ ସ୍କ୍ରିନିଂ!-->…
Read More...
Read More...
ବିଜେପିରେ ଯୋଗଦେଲେ କ୍ୟାପ୍ଟେନ୍ ଅମରିନ୍ଦର
ନୂଆଦିଲ୍ଲୀ: ବିଜେପିରେ ଆଜି ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ । ଏଥିସହ ନିଜ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ବିଲୀନ କରିଛନ୍ତି କ୍ୟାପ୍ଟେନ । ପଞ୍ଜାବ ନିର୍ବାଚନ ପୂର୍ବରୁ ଅମରିନ୍ଦର କଂଗ୍ରେସ ଛାଡି ନୂଆଦଳ!-->…
Read More...
Read More...
ବାୟୁସେନାରୁ ସବୁଦିନ ପାଇଁ ହଟିବ ମିଗ-୨୧
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ଅଉ ଦେଖିବାକୁ ମିଳିବନି ମିଗ-୨୧ ବିମାନ । ଏହାକୁ ସବୁଦିନ ପାଇଁ ହଟାଇ ଦିଆଯିବ । ଏହି ବିମାନ ଉଡନ୍ତା କଫିନ ଭାବେ ବେଶ୍ ପରିଚିତ । ଏହା କହିବା ପଛରେ ମଧ୍ୟ ଅନେକ କାରଣ ମଧ୍ୟ ରହିଛି । ଅନେକ ଥର ଏହା ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଅନେକ ଯବାନ ମଧ୍ୟ!-->…
Read More...
Read More...
ଭୂକମ୍ପରେ ଦୋହଲିଲା ଲଦାଖ
ଲଦାଖ : ସୋମବାର ସକାଳୁ ସକାଳୁ ଥରିଥିଲା ଲଦାଖ ମାଟି । ସକାଳ ୯.୩୦ ଏହି କମ୍ପନ ଅନୁଭୂତ ହୋଇଥିଲା । ଲଦାଖର କାର୍ଗିଲରେ ଏହି କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦!-->!-->!-->…
Read More...
Read More...
ଲଣ୍ଡନ୍ରେ ପହଞ୍ଚିଲେ ରାଷ୍ଟ୍ରପତି ମୁର୍ମୁ
ନୂଆଦିଲ୍ଲୀ: ବ୍ରିଟେନ୍ର ରାଣୀ ଦ୍ୱିତୀୟ ଏଲିଜାବେଥ୍ଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟରେ ଯୋଗଦାନ ଏବଂ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ପ୍ରଦାନ କରିବା ଲାଗି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଲଣ୍ଡନ୍ରେ ପହଞ୍ଚିଛନ୍ତି । ସେପ୍ଟେମ୍ବର ୮ ତାରିଖରେ ଗ୍ରୀଷ୍ମକାଳୀନ ନିବାସ!-->…
Read More...
Read More...
ଦେଶରେ ୨୩ ସ୍ଥାନରେ ଏନ୍ଆଇଏ ରେଡ୍
ଅମରାବତୀ: ଦେଶବିରୋଧୀ କାର୍ଯ୍ୟରେ ‘ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ’ର ସଦସ୍ୟମାନେ ଲିପ୍ତ ଥିବା ଅଭିଯୋଗରେ ଆଜି ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍? ଏଜେନ୍ସି’ (ଏନ୍ଆଇଏ) ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୩ଟି ସ୍ଥାନରେ ଚଢଉ କରିଛି । ଆନ୍ଧ୍ରପ୍ରଦେଶର କୁର୍ଣ୍ଣୂଲ୍,ଗୁଣ୍ଟୁର,ନେଲୋର!-->…
Read More...
Read More...