Browsing Category

ଦେଶ- ବିଦେଶ

ହୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ; ୬ ମୃତ,୧୦ ଆହତ

ଲକ୍ଷେ୍ନø : ଉତ୍ତର ପ୍ରଦେଶର ଲକ୍ଷେ୍ନø ଅନ୍ତର୍ଗତ ହଜ୍‌ରତ୍‌ଗଞ୍ଜ୍‌ ଅଞ୍ଚଳରେ ଥିବା ବିଳାସମୟ ହୋଟେଲ୍‌ ‘ଲେବାନା’ରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନୁୂନ ୧୦ଜଣ ଆହତ ହୋଇଛନ୍ତି । ୫ ତାଲାବିଶିଷ୍ଟ ଉକ୍ତ ହୋଟେଲ୍‌ର ୪ର୍ଥ ମହଲାରେ ନିଆଁ ଲାଗିଥିଲା
Read More...

ଆସ୍ଥା ଭୋଟ ଜିତିଲେ ସୋରେନ

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭାରେ ଆଜି ହୋଇଥିବା ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆସ୍ଥା ଭୋଟ୍‌ରେ ସୋରେନ୍‌ଙ୍କ ସପକ୍ଷରେ ସମୁଦାୟ ୪୮ଟି ଭୋଟ୍‌ ପଡିଥିଲା । ଦୁର୍ନୀତି ଅଭିଯୋଗ ଆସିବା ପରେ ଅଡୁଆରେ ପଡିଯାଇଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଆଜି ଝାଡଖଣ୍ଡ
Read More...

ମ୍ୟାଗସେସେ ପୁରସ୍କାର ନେବାକୁ ମନା କଲେ ଶୈଳଜା

ନୂଆଦିଲ୍ଲୀ: କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ସମ୍ମାନଜନକ ରମଣ ମ୍ୟାଗସେସେ ପୁରସ୍କାର ନେବାକୁ ମନା କରିଦେଇଛନ୍ତି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ୬୪ତମ ମ୍ୟାଗସେସେ ପୁରସ୍କାର ପାଇଁ ବିବେଚନା କରାଯାଇଥିଲା । ରାଜ୍ୟରେ ଯେତେବେଳେ
Read More...

ଦିଲ୍ଲୀରେ କଂଗ୍ରେସର ‘ହଲ୍ଲା ବୋଲ୍‌’:
ମୁଁ ଇଡିକୁ ଭୟ କରେ ନାହିଁ : ରାହୁଲ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ଦିଲ୍ଲୀରେ ଗର୍ଜିଛି କଂଗ୍ରେସ । ଆଜି ଏଠାରେ ଆୟୋଜିତ ହଲ୍ଲା ବୋଲ ରାଲିରେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ଯେ ମୋଦୀ ଦେଶରେ ଘୃଣାଭାବ ଖେଳାଉଛନ୍ତି । ଏହା ଆମ
Read More...

ନିଜ ନୂଆ ଦଳର ନାଁ “ହିନ୍ଦୁସ୍ତାନୀ’ରଖିଲେ ଆଜାଦ

ଶ୍ରୀନଗର : ପ୍ରତୀକ୍ଷା ଓ ଦ୍ୱନ୍ଦ୍ୱର ଅବସାନ ଘଟିଛି । ଶେଷରେ ନିଜର ରାଜନୈତିକ ଦଳ ଘୋଷଣା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୁରୁଖା ରାଜନେତା ଗୁଲାମନବୀ ଆଜାଦ । କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରଥମକରି ଜମ୍ମୁରେ ବିରାଟ ରାଲି କରି ସେ ନିଜ ନୂଆ ଦଳର ନାଁ ଘୋଷଣା କରିଛନ୍ତି । ଏହି
Read More...

ଅଳ୍ପକେ ବର୍ତ୍ତିଲେ ବିମାନଯାତ୍ରୀ

କାଠମାଣ୍ଡୁ: ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବିମାନ । ଇଞ୍ଜିନ୍‌ରେ ତ୍ରୁଟି ଦେଖା ପରେ କରିଛି ଜରୁରୀ ଅବତରଣ । ନେପାଳର ପୋଖରା ବିମାନବନ୍ଦରରୁ ପାର୍ବତ୍ୟ ଜିଲ୍ଲା ମୁସ୍ତାଙ୍ଗ ଅଭିମୁଖେ ଯାତ୍ରା କରିବାର କିଛି ସମୟ ପରେ ଏକ ଯାତ୍ରୀବାହୀ ବିମାନ ପୁଣି ପୋଖରା ବିମାନ
Read More...

ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ବାଂଲା ପ୍ରଧାନମନ୍ତ୍ରୀ :
ଭାରତ ଆମର ପ୍ରକୃତ ବନ୍ଧୁ

ନୂଆଦିଲ୍ଲୀ,୪/୯: କୋଭିଡ ଓ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ଯେଉଁ ଭୂମିକା ଗ୍ରହଣ କରିଛି,ତାହା ବାସ୍ତବିକ ଅଭୂତପୂର୍ବ । ଭାରତ ମାନବିକ ସହାୟତା ଯୋଗାଇଦେଇ ଅନେକଙ୍କ ଜୀବନ ବଞ୍ଚାଇଛି । କୋଭିଡ ସମୟରେ ଭାରତ ପଡେ଼ାଶୀ ଦେଶଗୁଡ଼ିକୁ ଟିକା ଯୋଗାଇଛି । ଏହି ସାହାଯ୍ୟକୁ କେହିବି ଭୁଲିପାରିବେ
Read More...

ଆସନ୍ତାକାଲି ଆସ୍ଥା ଭୋଟ ଲୋଡ଼ିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି : ଝାଡଖଣ୍ଡରେ ଲାଗି ରହିଥିବା କ୍ଷମତା ସଂକଟ ମଧ୍ୟରେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସ୍ଥା ଭୋଟ ଲୋଡ଼ିବେ ବୋଲି ଜଣାପଡିଛି । ଏହିକ୍ରମରେ ସେ ଆସନ୍ତାକାଲି ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ତାଙ୍କ ବିଧାୟକ ପଦ ରଦ୍ଦ ହେବା ନେଇ ଲାଗି ରହିଥିବା ଅଡୁଆ
Read More...

କାର ତଳେ ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ

ଅହମଦାବାଦ: ଅଧୁରା ରହିଲା ଦିଅଁ ଦର୍ଶନ । କାର୍‌ ଚକା ତଳେ ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ । ଆଜି ଗୁଜରାଟର ଆରାଭାଲୀ ଜିଲ୍ଲାରେ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏହି ତୀର୍ଥଯାତ୍ରୀଙ୍କ ଜୀବନ ଯାଇଛି । ଏହି ଦୁର୍ଘଟଣାରେ ଆଉ ୭ ଜଣ ଗୁରୁତର ହୋଇଛନ୍ତି । ତୀର୍ଥଯାତ୍ରୀମାନେ ସକାଳୁ
Read More...

ସଂସ୍କୃତକୁ ଜାତୀୟ ଭାଷା ଘୋଷଣା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ: ସଂସ୍କୃତକୁ ଭାରତର ଜାତୀୟ ଭାଷା ରୂପେ ଘୋଷଣା କରିବା ପାଇଁ ଆବେଦନ କରି ଆଗତ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଆବେଦନରେ ଉଠାଯାଇଥିବା ପ୍ରସଙ୍ଗକୁ ବିଚାର କରିବା ପାଇଁ ସଠିକ୍‌ ଫୋରମ୍‌ ହେଉଛି
Read More...