Browsing Category

ଦେଶ- ବିଦେଶ

ଟିକାକରଣ ନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଲ୍‌ ଗେଟ୍ସ

ନୂଆଦିଲ୍ଲୀ: ଟିକାକରଣରେ ଭାରତର ବିରଳ ରେକଡର଼୍ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ ଗେଟ୍ସ । ଭାରତରେ ୨୦୦ କୋଟି ଡୋଜ୍‌ ଟିକାକରଣ ହୋଇସାରିଛି । କରୋନା ଟିକାକରଣରେ
Read More...

ରାନିଲ ବିକ୍ରମସିଙ୍ଘେ ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଦେଶ ପାଇଛି ନୂଆ ରାଷ୍ଟ୍ରପତି । ଆଜି ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ରାନିଲ ବିକ୍ରମସିଙ୍ଘେ ନିର୍ବାଚିତ ହୋଇଛନ୍ତି । ୧୩୪ଟି ଭୋଟ ପାଇ ପ୍ରତିପକ୍ଷକୁ ପରାସ୍ତ କରି ରାନିଲ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଛନ୍ତି ।
Read More...

ଝାଡଖଣ୍ଡରେ ହରିୟାଣା ଘଟଣାର ପୁନରାବୃତ୍ତି, ମହିଳା ସବଇନ୍ସପେକ୍ଟରଙ୍କୁ ଗାଡି ମଡାଇ ମାରିଦେଲେ

ରାଞ୍ଚି: ଝାଡଖଣ୍ଡରେ ହରିୟାଣା ହତ୍ୟା ଘଟଣାର ପୁନରାବୃତ୍ତି । ଚେକ ପୋଷ୍ଟରେ ଗାଡି ଯାଞ୍ଚ ସମୟରେ ଗାଡି ମଡାଇ ମହିଳା ସବଇନ୍ସପେକ୍ଟର ସନ୍ଧ୍ୟା ଟପୋଙ୍କୁ ହତ୍ୟା କରାଯାଇଛି । ଗାଡ଼ି ଜବତ ସହ ଅଭିଯୁକ୍ତ ଅଟକ ଥିବା ରାଞ୍ଚି ଏସପି ସୂଚନା ଦେଇଛନ୍ତି ।ଚେକ ପୋଷ୍ଟରେ ଗାଡି ଚାଳକଙ୍କ ଚେକିଂ
Read More...

ବ୍ରିିଟେନ ପିଏମ ରେସ୍‌ : ଚତୁର୍ଥ ରାଉଣ୍ଡରେ ମଧ୍ୟ ଆଗରେ ସୁନକ

ନୂଆଦିଲ୍ଲୀ,୧୯/୭: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ଆଜି ୪ର୍ଥ ରାଉଣ୍ଡର ଭୋଟିଂ ସରିଥିବା ବେଳେ ଏଥିରେ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌ । ୧୧୮ ଖଣ୍ଡ ଭୋଟ ପାଇ ସେ ଚତୁର୍ଥ ରାଉଣ୍ଡରେ ଆଗରେ ରହିଛନ୍ତି । ଏଥିସହିତ ସେ
Read More...

ଜିଏସଟି ନେଇ ଏହି ବଡ଼ ଆଶ୍ୱସ୍ତି ଦେଲେ ସୀତାରମଣ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଘରେ ନିୟମିତ ବ୍ୟବହାର କରାଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗିବା ପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କୁ ଏନେଇ ସମାଲୋଚନାର ଶିକାର ହେବାକୁ ପଡିଛି । ଏଭଳି ବିବାଦ ମଧ୍ୟରେ ଟ୍ୱିଟ କରି ଏକ ବଡ ସୂଚନା ଦେଇଛନ୍ତି
Read More...

ଗତ ୫ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୮୧୯ ଜଣ ସୈନିକ

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ବାହିନୀ (ସେନା,ବାୟୁସେନା ଓ ନୌସେନା)ରେ ଗତ ୫ ବର୍ଷରେ ୮୧୯ ଜଣ ସୈନିକ ଓ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ସବୁଠାରୁ ଅଧିକ ଆତ୍ମହତ୍ୟା ମାମଲା ଭାରତୀୟ ସେନାରେ ହୋଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ।
Read More...

ନିଟ୍‌ରେ ଦୁର୍ନୀତି: ୨୦ ଲକ୍ଷରେ ବିକ୍ରି ହେଉଛି ସିଟ୍‌!

ନୂଆଦିଲ୍ଲୀ: ମେଡିକାଲ କଲେଜରେ ନାଁ ଲେଖାଇବା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ନିଟ୍‌ରେ ହୋଇଛି ବ୍ୟାପକ ଦୁର୍ନୀତି । ଏହି ଦୁର୍ନୀତି ସହ ଜଡିତ ଏକ ବଡ଼ ର‍୍ୟାକେଟକୁ ଚିହ୍ନଟ କରାଯାଇଛି । ତଦନ୍ତ ବେଳେ ସିବିଆଇ ଏପରି ଚାଞ୍ଚଲ୍ୟକର ତଥ୍ୟ ପାଇଛି । ଏହି ତଥ୍ୟ ଅନୁସାରେ,ମେଡିକାଲ କଲେଜରେ
Read More...

ଡିଏସ୍‌ପିଙ୍କୁ ଗାଡ଼ି ଚଢାଇ ହତ୍ୟା

ଚଣ୍ଡିଗଡ: ହରିଆଣାରେ ଖଣି ତଥା ବାଲି ମାଫିଆଙ୍କ ଆତଙ୍କରାଜ ଚରମସୀମାରେ ପହଞ୍ଚିଛି । ପୁଲିସ,ସରକାର,ଆଇନ-ଅଦାଲତ କାହାକୁ ସେମାନଙ୍କର ସାମାନ୍ୟତମ ଭୟ ନାହିଁ । ସେମାନଙ୍କ ସ୍ୱାର୍ଥ ହାସଲ ବାଟରେ ଯିଏ ଆସିଲା,ତାକୁ ସ୍ପଷ୍ଟ ଦିବାଲୋକରେ ହଟାଇଦେବାକୁ ବି ପଛାଉ ନାହାନ୍ତି । ଏହାର ସଦ୍ୟତମ
Read More...

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ : ଶୀର୍ଷରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ଲଣ୍ଡନ: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଗାଦି ଆଡକୁ ନିକଟତର ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌ । କଞ୍ଜରଭେଟିଭ୍‌ ପାର୍ଟିର ତୃତୀୟ ପର୍ଯ୍ୟାୟ ଭୋଟ୍‌ରେ ବି ସୁନକ୍‌ ଆଗୁଆ ରହିଛନ୍ତି । ତୃତୀୟ ରାଉଣ୍ଡ ଭୋଟିଂରେ ତାଙ୍କୁ ମିଳିଛି ୧୧୫ ଭୋଟ୍‌ । ଦ୍ୱିତୀୟ ଏବଂ ପ୍ରଥମ ରାଉଣ୍ଡ ଭୋଟିଂରେ
Read More...

‘ଅଗ୍ନିପଥ’ ମାମଲା : ଦିଲ୍ଲୀ ହାଇକୋର୍ଟରେ ହେବ ବିଚାର

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ନେଇ ଦାୟର ହୋଇଥିବା ସମସ୍ତ ଆବେଦନର ଶୁଣାଣି ସ୍ରୁପ୍ରିମକୋର୍ଟର୍ରେ ହେବ ନାହିଁ,ଦିଲ୍ଲୀ ହାଇକୋର୍ଟରେ ହେବ । ‘ଅଗ୍ନିପଥ’ ଯୋଜନା ସହିତ ଜଡ଼ିତ ସମସ୍ତ ଆବେଦନକାରୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିଛନ୍ତି । କେବଳ
Read More...