Browsing Category

ଦେଶ- ବିଦେଶ

ନାମାଙ୍କନ ଦାଖଲ କଲେ ମାର୍ଗାରେଟ୍‌ ଆଲଭା

ନୂଆଦିଲ୍ଲୀ : ରାଷ୍ଟ୍ରପତି ପଦ ଲାଗି ଗତକାଲି ଭୋଟିଂ ଶେଷ ହୋଇଥିବା ବେଳେ ଏବେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆଗେଇ ଚାଲିଛି । ଏହି ପଦ ପାଇଁ ଆଜି ନାମାଙ୍କନ ଭରିଛନ୍ତି ୟୁପିଏ ପ୍ରାର୍ଥୀ ମାର୍ଗାରେଟ ଆଲଭା । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖର୍ଗେ,
Read More...

ବିକି-କ୍ୟାଟ୍‌ଙ୍କ ଭାଇରାଲ ଫଟୋ ଦେଖି ପ୍ରଶଂସକ ଖୁସ୍‌

ମୁମ୍ବାଇ : ନିକଟରେ କ୍ୟାଟ୍ରିନା ମାଳଦ୍ୱୀପ୍‌ରେ ଜନ୍ମଦିନ ପାଳନ କରିଥିଲେ । ଏହାର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା । ପ୍ରଥମେ କ୍ୟାଟ୍ରିନା ତାଙ୍କ ଗର୍ଲସ୍‌ ଗ୍ୟାଙ୍ଗ୍‌ ସହ ନଜର ଆସିଥିଲେ । ହେଲେ ତାଙ୍କ ପ୍ରଶଂସକ ବିକି-କ୍ୟାଟ୍‌ଙ୍କ ଫଟୋ ଦେଖିବାକୁ ଅପେକ୍ଷା କରି
Read More...

ଦେଶରେ ଦ୍ୱିତୀୟ ମଙ୍କିପକ୍ସ ପଜିଟିଭ ଚିହ୍ନଟ

କୋଚି: କରୋନା ଭୂତାଣୁ କବଳରୁ ଭାରତ ସଂପୂର୍ଣ୍ଣ ଭାବେ ମୁକ୍ତ ହୋଇନଥିବା ବେଳେ ଦେଶରେ ମଙ୍କିପକ୍ସ ଆତଙ୍କ ଦେଖାଦେଲାଣି । ଗତ ୧୪ ତାରିଖରେ କେରଳରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ସେହି କେରଳରୁ ଦ୍ୱିତୀୟ ମାମଲା ଚିହ୍ନଟ ହୋଇଛି । କେରଳର କୁନ୍ନୁର ଜିଲ୍ଳାରେ ଜଣେ ୩୧
Read More...

ରାଷ୍ଟ୍ରପତି ନିର୍ବାଚନ : ଭାଗ୍ୟ ନିର୍ଦ୍ଧାରିତ,ଫଳକୁ ଅପେକ୍ଷା

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ଏକ ଐତିହାସିକ ଦିନ । ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ପରିବେଶ ମଧ୍ୟରେ ଆଜି ରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ କାର୍ଯ୍ୟ ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଛି । ମତଦାନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ଲାଗି ଆଜି ‘ଏନ୍‌ଡିଏ’ ପ୍ରାର୍ଥୀ ଜଗଦୀପ ଧନଖଡ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ତାଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ,
Read More...

ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଏବଂ ରାଷ୍ଟ୍ରପତି ନିର୍ବାଚନ ମ୍‌ଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଲୋକସଭାରେ ବାଚସ୍ପତି ଓମ୍‌ ବିର୍ଲା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିନ୍‌ଜୋ ଆବେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅପରାହ୍ଣ
Read More...

ଭାରତରେ ଆଫ୍ରିକାନ୍‌ ସ୍ୱାଇନ୍‌ ଫ୍ଲୁ ଚିହ୍ନଟ

ଦିସପୁର: ଭାରତରେ କରୋନାର ଏକାଧିକ ନୂଆ ପ୍ରଜାତି ଚିହ୍ନଟ ହୋଇସାରିଲାଣି । ତା ସହିତ ମଙ୍କିପକ୍ସ ରୋଗୀ ଦେଶରେ ଚିହ୍ନଟ ହୋଇସାରିଲେଣି । ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଏବେ ଆଉ ଏକ ଆତଙ୍କ ଦେଖାଦେଇଛି । ତାହା ହେଉଛି ଆଫ୍ରିକାନ ସ୍ୱାଇନ ଫ୍ଲୁ । ଦେଶରେ ପ୍ରଥମକରି ଏହି ଫ୍ଲୁ ଚିହ୍ନଟ
Read More...

ଟିକାକରଣରେ ଆଉ ଏକ ବଡ଼ ସଫଳତା : ଦେଶରେ ଦିଆଗଲାଣି ୨୦୦ କୋଟି ଡୋଜ

ନୂଆଦିଲ୍ଲୀ: ଭାରତରେ କରୋନ଼ା ସଂକ୍ରମଣ ମାଡ଼ି ଚାଲିଥିବା ବେଳେ ଟିକାକରଣ ଅଭିଯାନ ମଧ୍ୟ ସମାନ୍ତରାଳଭାବେ ଆଗେଇ ଚାଲିଛି । ଟିକାକରଣ କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ପ୍ରତିଷ୍ଠା କରି ଚାଲିଛି । ଏବେ ଭାରତ ଏ କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି । ବର୍ତ୍ତମାନ
Read More...

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ, ବହୁ ସ୍ଥାନରେ କର୍ଫ୍ୟୁ

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଛି । ଏହି ସମୟରେ ଗୋଟବାୟା ରାଜପକ୍ଷେ ଦେଶ ଛାଡି ମାଳଦ୍ୱୀପ ପଳାଇ ଯାଇଛନ୍ତି । ଯାହାକୁ ନେଇ ତେଜିଛି ଅସନ୍ତୋଷ । ରାଜରାସ୍ତାରେ ଜନସାଧାରଣ । ଗୋଟବାୟା ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ଯେଉଁ କାରଣରୁ ଲୋକେ
Read More...

ଗୁଜୁରାଟରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାରେ ସ୍ଥିତି ବେହାଲ

ଅହମ୍ମଦାବାଦ : ଦେଶରେ ଦିଲ୍ଲୀ, ୟୁପି, ହରିୟାଣା ଭଳି ରାଜ୍ୟରେ ଲୋକମାନେ ଗରମରୁ ମୁକ୍ତି ପାଇବା ପାଇଁ ମୌସୁମୀ ବର୍ଷା ଅପେକ୍ଷା କରିଛନ୍ତି । ଅନ୍ୟ ପଟେ ଗୁଜୁରାଟ, ମହାରାଷ୍ଟ୍ର ଭଳି ଦେଶର ପଶ୍ଚିମ ରାଜ୍ୟରେ ଜଳବନ୍ଦୀ ହେତୁ ଅବସ୍ଥା ଆହୁରି ବିଗିଡି ଯାଇଛି । ଗୁଜୁରାଟରେ ସବୁଠାରୁ ଖରାପ
Read More...