Browsing Category

ଦେଶ- ବିଦେଶ

କଲ୍ୟାଣ ଯୋଜନାର ସଫଳତାକୁ ନେଇ ଏଭଳି ଦୃଷ୍ଟାନ୍ତ ଦେଲେ ମୋଦୀ

ଶିମଲା,୩୧/୫ : କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ କଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ତେବେ ବିଶେଷତଃ,ଗରିବ ଲୋକଙ୍କ ସର୍ବାଙ୍ଗୀନ ବିକାଶ ସରକାରଙ୍କ ପ୍ରାଥମିକତା । ଏହି ସଙ୍କଳ୍ପ ଓ ଲକ୍ଷ୍ୟକୁ ସାକାର କରିବା ଲାଗି ସରକାର ଏକାଧିକ ଯୋଜନା ପ୍ରଚଳନ କରିଛନ୍ତି । ୧୬ଟି
Read More...

କେବଳ ଗୋଟିଏ ସିଗାରେଟ ଆୟୁଷକୁ ୧୪ ମିନିଟ କମାଇଥାଏ

ନୂଆଦିଲ୍ଲୀ,୩୧/୫ : ଦେଶରେ ତମାଖୁଜନିତ ସ୍ୱାସ୍ଥ୍ୟ ସମସ୍ୟାର ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ସେଥିରୁ ଆଶାନୁରୂପ ଫଳ ମିଳୁ ନାହିଁ । ବରଂ ସମସ୍ୟା ବଢିଚାଲିଛି । ଏକ ରିପୋର୍ଟ ଅନୁଯାୟୀ,ଭାରତରେ ତମାଖୁ ସେବନକାରୀଙ୍କ ସଂଖ୍ୟା ୨୬୭ ନିୟୁତରୁ ଅଧିକ । ତମାଖୁ
Read More...

ବେପରୁଆ ଡ୍ରାଇଭିଂ ହେଲା କଳା, ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ

ଲକ୍ଷ୍ନୌ: ଶୋଇପଡିଲେ ଆମ୍ବୁଲାନ୍ସ ଡ୍ରାଇଭର। ବେପରୁଆ ଡ୍ରାଇଭିଂ ହେଲା କଳା। ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ। ଆଜି ଭୋରୁ ଉତ୍ତରପ୍ରଦେଶ ବରେଲୀରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆମ୍ବୁଲାନ୍ସ ଡ୍ରାଇଭରର ଖାମଖିଆଲି ଡ୍ରାଇଭିଙ୍ଗ ଯୋଗୁଁ ଘଟଣା ସ୍ଥଳରେ ୭ ଜଣଙ୍କ ମୃତ୍ୟୁ
Read More...

ପଦ୍ମ ଧରିବେ ହାର୍ଦ୍ଦିକ

ଅହମ୍ମଦାବାଦ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଏବେ ‘ପଦ୍ମ’ ଧରିବେ। ଆସନ୍ତା ଜୁନ୍‌ ୨ ତାରଖରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ। ଏନେଇ ସେ ଖୋଦ୍‌ ଘୋଷଣା କରିଛନ୍ତି। ହାର୍ଦ୍ଦିକ ପଟେଲ ପୂର୍ବରୁ ହିଁ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି। ଏବେ ସେ ଗୁଜରାଟ
Read More...

ପ୍ରକାଶ ପାଇଲା ସିଭିଲ ସର୍ଭିସ୍ ପରୀକ୍ଷା ଫଳ,ଓଡ଼ିଶାରୁ କିଏ ହେଲେ ଆଇଏଏସ ଜାଣନ୍ତୁ

ନୂଆଦିଲ୍ଲୀ : ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି । ୟୁପିଏସସିର ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଶ୍ରୁତି ଶର୍ମା ପରୀକ୍ଷାରେ ୧ ନମ୍ବର ସ୍ଥାନ ହାସଲ କରିଛି । ପ୍ରଥମ ଚାରିଟି ସ୍ଥାନରେ ଝିଅମାନେ ରହିଛନ୍ତି । ଷ୍ଟିଫେନ୍ସ କଲେଜ ଏବଂ ଜେଏନୟୂରେ ଶ୍ରୁତି
Read More...

କେରଳ ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ସ୍ଥଳଭାଗ ଛୁଇଁଛି ମୌସୁମୀ ବାୟୁ । ଏନେଇ ଟୁଇଟ୍ କରି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ ୧ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଆଇଏମଡି । ମୌସୁମୀ ବାୟୁ କେରଳ
Read More...

ସ୍ପଷ୍ଟ କଲା ଆଇସିଏମଆର : ଦେଶରେ ଗୋଟିଏ ହେଲେବି ମଙ୍କିପକସ ମାମଲା ନାହିଁ

ନୂଆଦିଲ୍ଲୀ ୨୭/୦୫ : ବିଭିନ୍ନ ଦେଶରେ ଏବେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସୁଛି । ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆସିଏମଆର)ର ଜଣେ ଅଧିକାରୀ କହିଛନ୍ତି,ଅନ୍ୟ ଦେଶମାନଙ୍କରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଭାରତ ସମ୍ପୂର୍ଣ୍ଣ ଭାବେ
Read More...

ଆର୍ଯ୍ୟନଙ୍କୁ କ୍ଲିନଚିଟ ପରେ ହରଡ଼ଘଣାରେ ୱାଙ୍ଖଡେ଼

ମୁମ୍ବାଇ:ମୁମ୍ବାଇ କ୍ରୁସ ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପରେ ସମୀର ୱାଙ୍ଖଡେ଼ଙ୍କ ପ୍ରତି ଅଡୁଆ ବଢିଛି । ମାମଲାରେ ଉଚିତ୍‌ ତଦନ୍ତ ହୋଇ ନଥିବାରୁ ସମୀର ୱାଙ୍ଖଡେ଼ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

ନଦୀକୁ ଖସିପଡିଲା ସେନା ଗାଡି, ୭ ଜବାନ ସହିଦ

ଲଦାଖ : ଲଦାଖରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସ୍ଥଳ ସେନାର ଏକ ଗାଡି ସ୍ୱୋକ୍‌ ନଦୀକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୭ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି । ଆହୁରି ଅନେକ ଯବାନ ଆହତ ହୋଇଥିବା କୁହାଯାଉଛି । ଅଧିକ ଗୁରୁତର ଆହତଙ୍କୁ ବାୟୁସେନା ସହାୟତାରେ ଉଦ୍ଧାର କରାଯାଇଛି । କୁହାଯାଉଛି
Read More...

ଏଣିକି ରାଜ୍ୟପାଳ ନୁହନ୍ତି,ମୁଖ୍ୟମନ୍ତ୍ରୀ ହେବେ ବିଶ୍ୱବିଦ୍ୟାଳୟର କୁଳାଧିପତି : ଜାଣନ୍ତୁ,କେଉଁ ରାଜ୍ୟରେ

କୋଲକାତା : ଅନେକ ବର୍ଷ ଧରି ପ୍ରଚଳିତ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ବଦଳିବାକୁ ଯାଉଛି । ପଶ୍ଚିମ ବଙ୍ଗରେ ଖୁବଶୀଘ୍ର ଦେଖିବାକୁ ମିଳିବ ନୂଆ କଥା । ତାହା କୁଳାଧିପତି ପଦକୁ ନେଇ । ଏଣିକି ପଶ୍ଚିମବଙ୍ଗରେ ରାଜ୍ୟପାଳ ନୁହନ୍ତି,ମୁଖ୍ୟମନ୍ତ୍ରୀ ହେବେ ବିଶ୍ୱବିଦ୍ୟାଳୟର କୁଳାଧିପତି । ପଶ୍ଚିମବଙ୍ଗ
Read More...