Browsing Category

ଦେଶ- ବିଦେଶ

ଟ୍ରକ୍‌-ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା, ୬ ମୃତ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲାଣି ଦେଶର ବିଭିନ୍ନ ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ଘଟି କେତେକ ଲୋକଙ୍କ ଜୀବନ ଗଲାଣି । ଏହି କ୍ରମରେ ଆଜି ମଧ୍ୟ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ହରିୟାଣାର ଜିନ୍ଦ ଜିଲ୍ଲାରେ ଏକ ଟ୍ରକ୍‌ ଏବଂ ପିକଅପ୍‌
Read More...

ବିନୟ କୁମାର ଦିଲ୍ଲୀର ନୂଆ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିନୟ କୁମାର ସାକ୍ସସେନା ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ବିନୟ କୁମାର ସକ୍ସସେନାଙ୍କୁ ଏହି ନିଯୁକ୍ତ କରିଛନ୍ତି । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଅନିଲ ବୈଜଲ ଉପ
Read More...

ଭାରତ ସମେତ ୧୬ଟି ଦେଶକୁ ଯିବା ଉପରେ କଟକଣା ଲଗାଇଲା ସାଉଦୀ ଆରବ

ଜେଦ୍ଦା: କୋଭିଡ୍‌ ସଂକ୍ରମଣ ପୁଣି ଗୁରୁତର ରୂପ ଧାରଣ କରୁଥିବାରୁ ସାଊଦିଆରବ କେତେକ କଟକଣା ଲାଗୁ କରିଛି । ଭାରତ ସମେତ ୧୬ଟି ଦେଶ ଭ୍ରମଣ ଉପରେ ସାଉଦୀ ଆରବ କଡ଼ା କଟକଣା ଲଗାଇଛି । ସାଉଦୀ ଆରବ ନିଷେଧାଜ୍ଞା ଜାରି କରିଥିବା ୧୬ ଦେଶ ମଧ୍ୟରେ
Read More...

ଜାପାନରେ ମୋଦୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା : ଭାରତରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ୱାନ

ଟୋକିଓ : ଭାରତର ବିକାଶ ଯାତ୍ରାରେ ଜାପାନର ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଭାରତ ଓ ଜାପାନ ପ୍ରାକୃତିକ ସହଯୋଗୀ । ଉଭୟ ଦେଶ ମଧ୍ୟରେ ଆଧ୍ୟାତ୍ମିକତା ଓ ସହଯୋଗର ବନ୍ଧନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓଠାରେ ଚାଲିଥିବା କ୍ୱାଡ ଶିଖର ସମ୍ମିଳନୀରେ ଯୋଗ
Read More...

ରାଜଧାନୀରେ ଖଣ୍ଡପ୍ରଳୟ : ବ୍ୟାପକ କ୍ଷୟକ୍ଷତି,ବିଭିନ୍ନ ସେବା ବ୍ୟାହତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତକାଲି ଭୀଷଣ ଗରମ ଥିଲା । ତା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଛଟପଟ ଅବସ୍ଥା । ଆଜି ସକାଳେ ମଧ୍ୟ ପାରଦ ଧୀରେ ଧୀରେ ବଢୁଥିଲା । କୌଣସି ଆଭାସ କି ପ୍ରାକ ସୂଚନା ନଥିଲା । ହଠାତ ବଦଳିଗଲା ସବୁକିଛି । ପାରଦ ୧୮ ଡିଗ୍ରି ଖସିଗଲା । ବର୍ଷା ସାଙ୍ଗକୁ ତୁହାକୁ ତୁହା
Read More...

ଗଙ୍ଗାରେ ଡଙ୍ଗା ଓଲଟି ୬ ଜଣଙ୍କ ମୃତ୍ୟୁ

ସୋମବାର ଗଙ୍ଗା ନଦୀରେ ଡଙ୍ଗା ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ବାରଣାସୀ ଗଙ୍ଗା ନଦୀର ପ୍ରଭୁଘାଟରେ ଏହି ଅଘଟଣ ଘଟିଛି । ଅନ୍ୟ ୪ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍କୁବା ଡାଇଭରଙ୍କ ସହାୟତାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ପୁଲିସ ଘଟଣାସ୍ଥଳରେ ଖୋଜାଖୋଜି
Read More...

ହସ୍ପିଟାଲରେ ଭର୍ତ୍ତି ହେଲେ ସିଦ୍ଧୁ

ଚଣ୍ଡିଗଡ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କ ମେଡିକାଲ ଚେକ୍‌ଅପ୍ ହେବ ବୋଲି ଖବର
Read More...

ସିନ୍ଧୁଙ୍କୁ ରୁଚୁନି ଜେଲ ଖାଦ୍ୟ

ଚଣ୍ଡିଗଡ: ଜେଲରେ କଟୁଛି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଦିନ। ତାଙ୍କୁ ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ରଖାଯାଇଛି। ତାଙ୍କର ପ୍ରଥମ ରାତି ଅନ୍ୟ ୮ କଏଦୀଙ୍କ ସହ କଟିଥିଲା। ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା। ହେଲେ ଏହି ଜେଲ୍‌
Read More...

ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ବୋଲେରୋ, ୮ ମୃତ

ନୂଆଦିଲ୍ଲୀ: ମୃତ୍ୟୁ କାହା ପାଇଁ କେତେବେଳେ ଆସେ, ତାହା କହିହେବ ନାହିଁ । ମୃତ୍ୟୁ ଦେଖେନି ବୟସ ସମୟ ଓ ଆବେଗ । ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ଜାତୀୟ ରାଜପଥ ୨୮ରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଦୁର୍ଘଟଣାରେ ୮ଜଣଙ୍କ ଜୀବନ ଯାଇଛି ।ବିବାହ ସାରି ଫେରୁଥିବା ବାଟରେ
Read More...

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍‌-୨୦୨୦ ଉପରେ ଲାଗିଛି ରୋକ୍‌ । ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ । ୩ ମାସ ପାଇଁ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଉକ୍ତ ଆଇନକୁ ଚାଲେଞ୍ଜ କରିବା ପାଇଁ
Read More...