Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଥମୁନି କେରଳ ହିଂସା ; ଜେଲରୁ ଖସିବାକୁ ଉଦ୍ୟମ କରୁଥିଲେ କଏଦୀ, ସେନା ଗୁଳିରେ ଚାଲିଗଲା ଦୁଇଜଣଙ୍କ ଜୀବନ
ନୂଆଦିଲ୍ଲୀ: ନେପାଳରେ ଅଶାନ୍ତି ଏବଂ ରାଜନୈତିକ ଅସ୍ଥିରତା ଜାରି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ବି ଥମୁନି ହିଂସା । ଜେନ-ଜିଙ୍କ ନିଆଁରେ ଜଳୁଛି ନେପାଳ । ଆଇନଶୃଙ୍ଖଳାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦେଶରେ କର୍ଫ୍ୟୁ ଜାରି ହୋଇଛି । ଏହାରି ଭିତରେ ନେପାଳ ରାମଛାପରେ!-->…
Read More...
Read More...
ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ଭୋଟରେ ଜିତିଲେ
ନୂଆଦିଲ୍ଲୀ : ଜାତୀୟ ଗଣତନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ଖାଲିଥିଲା । ଆଜି ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ ୪୫୨ଟି ଓ ବିପକ୍ଷ!-->…
Read More...
Read More...
ଉପରାଷ୍ଟ୍ରପତି ନିର୍ବାଚନ ; ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଦେଶର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ମତଦାନ ଅନୁଷ୍ଠିତ ହେଉଛି। ଭୋଟଦାନ ପ୍ରକ୍ରିୟା ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟାରେ ପ୍ରଥମେ ଭୋଟ ଦେଇଛନ୍ତି। ଭୋଟଦାନ ଆରମ୍ଭ ହେବା ପୂର୍ବରୁ!-->…
Read More...
Read More...
ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାର ଗୁଡ୍ଡର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏହି ଅଞ୍ଚଳରେ ୩ ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଥିଲା ନେଇ ଆରମ୍ଭ କରାଯାଇଥିଲା ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ!-->…
Read More...
Read More...
ଛତିଶଗଡ଼: ବନ୍ଧ ଭାଙ୍ଗିବା ଯୋଗୁଁ ବନ୍ୟା, ଶାଶୁବୋହୂଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ
ବଳରାମପୁର। ଛତିଶଗଡ଼ର ବଳରାମପୁରରେ ଏକ ବନ୍ଧ ଭାଙ୍ଗିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଏହି ପାଣି ଦୁଇଟି ଘର ଭାସି ଯାଇଥିବା ଜଣାପଡିଛି । ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି, ଯାହା ମଧ୍ୟରୁ ୬ ଜଣ ଗୋଟିଏ ପରିବାରର।ବିଳମ୍ବିତ ରାତିରେ ପୋଲିସ ତିନୋଟି!-->…
Read More...
Read More...
ରେଳବାଇ କର୍ମଚାରୀଙ୍କ ପାଇଁ ବଡ ଘୋଷଣା
ନୂଆଦିଲ୍ଲୀ : ଭାରତୀୟ ରେଳବାଇ ନିଜ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏସବିଆଇରେ ବେତନ ଖାତା ଥିବା କର୍ମଚାରୀଙ୍କୁ ଏକ କୋଟି ଟଙ୍କାର ଦୁର୍ଘଟଣା ମୃତ୍ୟୁ ବୀମା ମିଳିବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଉପସ୍ଥିତିରେ ସୋମବାର!-->…
Read More...
Read More...
ମିଠା ଦୋକାନୀଙ୍କୁ ୧୪୧ କୋଟିର ଆୟକର ନୋଟିସ
ବୁଲନ୍ଦସହର: ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲା ଅନ୍ତର୍ଗତ ଖୁର୍ଜା ନଗର କୋଟୱାଲିରେ ଜଣେ ମିଠା ଦୋକାନୀଙ୍କୁ ୧୪୧ କୋଟି ଟଙ୍କାର ଆୟକର ନୋଟିସ ମିଳିଛି। ଏଭଳି ନୋଟିସ ପାଇବାପରେ ସଂପୃକ୍ତ ଦୋକାଦୀ ଓ ତାଙ୍କ ପରିବାର ବିସ୍ମିତ ହୋଇପଡିଛନ୍ତି। ସୁଧୀର ଗୁପ୍ତ ନାମକ ଏକ ବ୍ୟକ୍ତିଙ୍କର ଏକ!-->…
Read More...
Read More...
7 ଦିନ ପାଇଁ ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ
ନୂଆଦିଲ୍ଲୀ- ଖରାପ ପାଗ ଏବଂ ମାର୍ଗରେ ସୁରକ୍ଷା ଚିନ୍ତା ଯୋଗୁଁ ସୋମବାର ଲଗାତାର ସପ୍ତମ ଦିନ ପାଇଁ ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ ରହିଥିଲା। କଟରାର ବେସ୍ କ୍ୟାମ୍ପ ନିର୍ଜନ ରହିଥିଲା ଏବଂ କେବଳ କିଛି ତୀର୍ଥଯାତ୍ରୀ ଯାତ୍ରା ପୁନଃ ଆରମ୍ଭ ହେବା ପାଇଁ ଅପେକ୍ଷା କରିଥିଲେ। ଆଜି ସକାଳେ ପାଗ!-->…
Read More...
Read More...
ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱକୁ ଶାନ୍ତିର ପାଠ ପଢ଼ାଇଲେ, ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ କ’ଣ…
ନୂଆଦିଲ୍ଲୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଚୀନ୍ ଗସ୍ତରେ ଅଛନ୍ତି। ସମଗ୍ର ବିଶ୍ୱର ନଜର ଚୀନ୍ରେ ଅନୁଷ୍ଠିତ ହେଉଥିବା ସାଂଘାଇ ସହଯୋଗ ସଂଗଠନ (SCO) ଉପରେ ନିବଦ୍ଧ। ଆଜି ଚୀନ୍ର ତିଆନଜିନ୍ରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ପୁଟିନ ଏବଂ ଚୀନ୍ର ରାଷ୍ଟ୍ରପତି!-->…
Read More...
Read More...
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା; 8 ମୃତ, ଅନେକ ନିଖୋଜ
ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ପ୍ରବଳ କ୍ଷତି ହୋଇଛି। ଗୁରୁବାର ରାତିରେ ଚାମୋଲି, ରୁଦ୍ରପ୍ରୟାଗ, ନ୍ୟୁ ତେହରି ଏବଂ ବାଗେଶ୍ୱରରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8 ଜଣ ନିଖୋଜ ଅଛନ୍ତି।ବାଗେଶ୍ୱରର ପୋସାରି ଗାଁରେ!-->…
Read More...
Read More...