Browsing Category

ଦେଶ- ବିଦେଶ

ଦୁର୍ଘଟଣାଜନିତ ମୃତ୍ୟୁରେ ଭାରତ ବିଶ୍ୱରେ ନମ୍ବରୱାନ

ନୂଆଦିଲ୍ଲୀ,୭/୪ : ଭାରତରେ ସଡ଼କ ଦୁର୍ଘଟଣା ସ୍ଥିତି ଅତ୍ୟନ୍ତ ସାଂଘାତିକ । ପ୍ରତିଦିନ ଶହ ଶହ ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଯେତେ ପଦକ୍ଷେପ ନେଲେ ବି ଦୁର୍ଘଟଣା କମୁ ନାହିଁ,ବରଂ ବଢୁଛି । ସଡ଼କ ଦୁର୍ଘଟଣା ମୃତ୍ୟୁରେ ଭାରତ ବିଶ୍ୱରେ ନମ୍ବରୱାନ । ବୁଧବାର ରାଜ୍ୟସଭାରେ ଏପରି ସୂଚନା
Read More...

ପୁଣି ବଢିଲା ଚିନ୍ତା : ଭାରତରେ କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ ଚିହ୍ନଟ

ମୁମ୍ବାଇ: ଭାରତରେ କରୋନାର ତାଣ୍ଡବ ଏବର୍ଷ ସରିଯିବ ବୋଲି ଯାହା ଆଶା କରାଯାଉଥିଲା,ତାହା ଏବେ କ୍ଷୀଣ ହୋଇଛି । କାରଣ ଦେଶରେ କରୋନା ସ୍ଥିତି ଟିକେ ଭଲ ଥିବା ବେଳେ ଆଉ ଏକ ଭାରିଆଣ୍ଟ ଆସି ପହଞ୍ଚିଯାଇଛି । ଏହି ଭାରିଆଣ୍ଟ ବ୍ରିଟେନରେ ତାଣ୍ଡବ ରଚିବା ପରେ ଭାରତରେ ପ୍ରବେଶ କରି ଆତଙ୍କର କାରଣ
Read More...

ବିଶ୍ୱ ଏବେ ଦୁଇ ଭାଗରେ ବିଭକ୍ତ : ମୋଦୀ

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ ଯୁଦ୍ଧ ହେତୁ ସମଗ୍ର ବିଶ୍ୱ ୨ଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି । ଏପର୍ଯ୍ୟନ୍ତ ଭାରତ ନିରପେକ୍ଷ ନୀତି ବଜାୟ ରଖିଛି ଓ ରଖିବ ମଧ୍ୟ । ଅନ୍ୟାୟ କାର୍ଯ୍ୟକୁ ଭଶରତ ଖେବେ ବି ସମର୍ଥନ କରିବ ନାହିଁ । ଆଜି ‘ବିଜେପି’ର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେଇ
Read More...

ମୁଣ୍ଡ ନୁଆାଁଇଲେ ଶ୍ରୀଲଙ୍କା ସରକାର : ପ୍ରତ୍ୟାହାର କଲେ ଜରୁରୀ ପରିସ୍ଥିତି

କଲମ୍ବୋ: ଶ୍ରୀଲଙ୍କା ପରିସ୍ଥିତି ପୂର୍ବପରି ଜଟିଳ ରହିଛି । ଜନସାଧାରଣଙ୍କ ଆକ୍ରୋଶ ଆହୁରି ବଢୁଛି । ଆନ୍ଦୋଳନ ଭୟଙ୍କର ରୂପ ନେଉଛି । ସରକାରଙ୍କ ଦ୍ୱାରା ଜାରି ଜରୁରୀ ପରିସ୍ଥିତି ବିରୋଧରେ ଆନ୍ଦୋଳନ ଭୟଙ୍କର ହେଉଥିବା ଦେଖି ସରକାର ଆଜି ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରିନେଇଛନ୍ତି ।
Read More...

ଚୀନରେ ତାଣ୍ଡବ ରଚୁଛି କରୋନା

ବେଜିଂ: ଚୀନରେ କରୋନା ତାଣ୍ଡବ ରଚୁଛି । ଗତ ୨୪ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୧୬ହଜାର ୪୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଚୀନରେ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇନଥିଲେ । ଚୀନର ‘ଜିରୋ କୋଭିଡ’ ଷ୍ଟ୍ରାଟେଜୀ ବିଫଳ
Read More...

ଏହି ରାଜ୍ୟରେ ମିଳିବ ୧୫ ଟଙ୍କାରେ ମିଲ, ୫ ଟଙ୍କାରେ ଟିଫିନ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ଼ ଘୋଷଣା କରିଛନ୍ତି  । ସାରା ରାଜ୍ୟରେ ଅନ୍ନପୂର୍ଣ୍ଣ କ୍ୟାଣ୍ଟିନ ଚାଲିବା ନେଇ ଘୋଷଣା କରାଯାଇଛି  । ଏହି ଯୋଜନାରେ ୧୫ ଟଙ୍କାରେ ମିଲ ଓ ୫ ଟଙ୍କାରେ ଟିଫିନ ମିଳିପାରିବ  ।ଏହି କ୍ୟାଣ୍ଟିନଗୁଡ଼ିକ ୨୪ ଘଣ୍ଟା ଖୋଲା ରହିବ  ।
Read More...

ପରୀକ୍ଷାର୍ଥୀଙ୍କ ପୁଷ୍ପା କ୍ରେଜ୍‌, ପରୀକ୍ଷା ଖାତାରେ ଲେଖିଲେ ଏମିତି

ନୂଆଦିଲ୍ଲୀ : ‘ପୁଷ୍ପା : ଦ ରାଇଜ’ ସିନେମାର କ୍ରେଜ ସାରା ଦେଶରେ ବଢ଼ିବାରେ ଲାଗିଛି  । ଇନଷ୍ଟାଗ୍ରାମ ହେଉକି ସର୍ଟ ଭିଡ଼ିଓରେ ପୁଷ୍କାର ଡାଇଲଗ ଓ ଗୀତ ଭାଇରାଲ ହୋଇଛି  । ଏମିତିକି କିଛି ଚୋରମାନେ ଏବେ ପୁଷ୍ପା ଷ୍ଟାଇଲରେ ଚୋର କାରବାର କରୁଥିବା ବି ଦେଖିବାକୁ ମିଳୁଛି  । ଏସବୁ ଚର୍ଚ୍ଚା
Read More...

ଶ୍ରୀଲଙ୍କାରୁ ହଟିଲା ଜରୁରୀକାଳୀନ ପରିସ୍ଥିତି

କଲମ୍ବୋ: ଶ୍ରୀଲଙ୍କାରୁ ହଟିଲା ଜରୁରୀକାଳୀନ ପରିସ୍ଥିତି । ଏ ସଂକ୍ରାନ୍ତରେ ଜାରି ଅଧ୍ୟାଦେଶକୁ ହଟାଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଦେଶରେ ଘନ ଆର୍ଥିକ ସଂକଟ ଜନିତ ବିକ୍ଷୋଭ ପରେ ସ୍ଥିତି ସମ୍ଭାଳିବା ଲାଗି ଗତ ଏପ୍ରିଲ ୧ରୁ ଲାଗୁ ହୋଇଥିଲା ଜରୁରୀ ପରିସ୍ଥିତି । ସ୍ଥିତିରେ କୌଣସି
Read More...

ରାହୁଲ,ପ୍ରିୟଙ୍କାଙ୍କୁ ସମାଲୋଚନା କରି ପଦବୀ ହରାଇଲେ ବରିଷ୍ଠ ଦଳୀୟ ନେତା

ଚେନ୍ନାଇ,୫/୪ : ନିକଟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳକୁ ସଜାଡ଼ିବା ପାଇଁ କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି । ବିଶେଷକରି,ବିଦ୍ରୋହୀ ନେତାମାନଙ୍କୁ ସାବାଡ଼ କରିବା ପାଇଁ ସୋନିଆ ଗାନ୍ଧି ଦୃଷ୍ଟାନ୍ତମୂଳକ ନିଷ୍ପତ୍ତି ନେଉଛନ୍ତି । ଯେଉଁମାନେ
Read More...

ବିଦ୍ରୋହୀ ନେତାଙ୍କୁ ଚେତାଇଲେ,କନ୍ଦଳ ଛାଡ଼ିବାକୁ କହିଲେ ସୋନିଆ

ନୂଆଦିଲ୍ଲୀ,୫/୪ : ଦେଶର ଆଭ୍ୟନ୍ତରୀଣ ସୁକ୍ଷା ପ୍ରତି ବିପଦ ବଢୁଛି । ବିଭାଜନକାରୀ ଶକ୍ତିମାନେ ଦେଶକୁ ବରବାଦ କରିବାକୁ ବସିଛନ୍ତି । ଆମ ଦଳରେ ଥିବା ଅସୁବିଧାରୁ ଫାଇଦା ଉଠାଇବାକୁ ଚେଷ୍ଠା କରୁଛନ୍ତି । ତେଣଉ ସାବଧାନ ହୋଇଯାଅ । ସମସ୍ତ ପ୍ରକାର ମତଭେଦ ଭୁଲି ଏକଜୁଟ ହୁଅ ଏବଂ ପାର୍ଟିକୁ ମଜବୁତ
Read More...