Browsing Category

ଦେଶ- ବିଦେଶ

ପ୍ରଧାନମନ୍ତ୍ରୀ ନିର୍ବାଚନକୁ ବର୍ଜନ କଲେ ଇମ୍ରାନ, କହିଲେ ଚୋରମାନଙ୍କ ସହ ବସିବି ନାହିଁ

ଇସଲାମାବାଦ: ଇମ୍ରାନ ସରକାରର ପତନ ଘଟିବା ପରେ ଏବେ ପାକିସ୍ତାନ ପାଇଁ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ କରାଯିବ। ଏନେଇ ଆଜି ସଂସଦରେ ନିର୍ବାଚନ ହେବାକୁ ଥିବା ବେଳେ ମତଦାନକୁ ବର୍ଜନ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ କହିଛନ୍ତି ଯେ, କୌଣସି ପରିସ୍ଥିତିରେ
Read More...

ଗାଦିଚ୍ୟୁତ ହେଲେ ଇମ୍ରାନ, ଶେହବାଜ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ

ଇସଲାମବାଦ: ରାତି ଅଧରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସୋମବାର ପାକିସ୍ତାନ ସଂସଦରେ ଭୋଟିଂ ହେବ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଭାଇ ଶେହବାଜ ଶରିଫ ପରବର୍ତ୍ତୀ
Read More...

୨୬/୧୧ ମୁମ୍ବାଇ ହମଲା ମାମଲା : ହାଫିଜକୁ ୩୧ ବର୍ଷ ଜେଲ୍‌

ଇସଲାମାବାଦ: ସମଗ୍ର ଦେଶକୁ ଥରାଇ ଦେଇଥିବା ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଶେଷରେ ମିଳିଛିି ସଜ୍ଜା । ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଦାଲତ ଆଜି ଏହି ଭୟଙ୍କର ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ୩୧ ବର୍ଷର ଜେଲ ଦଣ୍ଡ ଦେଇଛନ୍ତି । ଆଜି ଦଣ୍ଡ ଘୋଷଣା ହେବାର
Read More...

ସଫା ସଫା ଜଣାଇଦେଲେ ଇମ୍ରାନ : ଭୋଟିଂର ସାମ୍ନା କରିବି ପଛେ,କିନ୍ତୁ ଇସ୍ତଫା ଦେବି ନାହିଁ

ଇସଲାମାବାଦ,୮/୪ : ପରିସ୍ଥିତି ସାଂଘାତିକ । କ୍ଷମତା ହାତରୁ ଯିବା ପ୍ରାୟ ନିଶ୍ଚିତ । ତଥାପି ଆଗୁଆ ଇସ୍ତଫା ଦେବାକୁ ନାରାଜ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ । ଆଜି ସଫା ସଫା ସେ ଜଣାଇଦେଇଛନ୍ତି,ଆସନ୍ତା କାଲି ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ । ସେ ଏହାକୁ ସାମ୍ନା
Read More...

୧୦ରୁ ୧୮ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ : ଭାରତରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଲାଗିବ କରୋନାର ବୁଷ୍ଟର ଡୋଜ୍‌ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ଆସନ୍ତା ଅପ୍ରେଲ ୧୦ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ବୁଷ୍ଟୋର ଡୋଜ୍‌ ନେଇପାରିବେ । ଘରୋଇ ଟିକାକରଣ
Read More...

ଇସ୍ତଫା ଦେଲେ ଆନ୍ଧ୍ରର ସବୁ ମନ୍ତ୍ରୀ

ନୂଆଦିଲ୍ଲୀ,୭/୪: ଆନ୍ଧ୍ରପ୍ରଦେଶରେ ହଠାତ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି । ସମସ୍ତ ୨୪ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏସ.ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଜଗନମୋହନ ନିଜ ମନ୍ତ୍ରିମଣ୍ଡଳର
Read More...

ଦିନକ ଆଗରୁ ବନ୍ଦ ହେଲା ସଂସଦ ଅଧିବେଶନ

ନୂଆଦିଲ୍ଲୀ: ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି । ଦିନକ ଆଗରୁ ମୁଲତବୀ ଘୋଷଣା ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭା । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ତୈଳଦର, ଦରଦାମ ବୃଦ୍ଧି ଓ ବିଜେପି ନେତା କିରୀଟ ସୋମାୟାଙ୍କ ନାଁରେ ଆସିଥିବା ୫୭ କୋଟି ଟଙ୍କାର ଦୁର୍ନୀତି
Read More...

ବାଧ୍ୟତାମୂଳକ ହେଲା ଏଟିଏସ ମାଧ୍ୟମରେ ଯାନବାହନ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ: ଆସନ୍ତା ବର୍ଷଠାରୁ ସମସ୍ତ ପରିବହନ ଯାନବାହନର ‘ଫିଟ୍‌ନେସ୍‌ ସାର୍ଟିଫିକେଟ୍‌’ କେବଳ ‘ଅଟୋମେଟେଡ୍‌ ଟେଷ୍ଟିଙ୍ଗ୍‌ ଷ୍ଟେସନ୍‌’ ମାଧ୍ୟମରେ କରାଇବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡିଛି । କେବଳ
Read More...

ଦୁର୍ଘଟଣାଜନିତ ମୃତ୍ୟୁରେ ଭାରତ ବିଶ୍ୱରେ ନମ୍ବରୱାନ

ନୂଆଦିଲ୍ଲୀ,୭/୪ : ଭାରତରେ ସଡ଼କ ଦୁର୍ଘଟଣା ସ୍ଥିତି ଅତ୍ୟନ୍ତ ସାଂଘାତିକ । ପ୍ରତିଦିନ ଶହ ଶହ ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଯେତେ ପଦକ୍ଷେପ ନେଲେ ବି ଦୁର୍ଘଟଣା କମୁ ନାହିଁ,ବରଂ ବଢୁଛି । ସଡ଼କ ଦୁର୍ଘଟଣା ମୃତ୍ୟୁରେ ଭାରତ ବିଶ୍ୱରେ ନମ୍ବରୱାନ । ବୁଧବାର ରାଜ୍ୟସଭାରେ ଏପରି ସୂଚନା
Read More...

ପୁଣି ବଢିଲା ଚିନ୍ତା : ଭାରତରେ କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ ଚିହ୍ନଟ

ମୁମ୍ବାଇ: ଭାରତରେ କରୋନାର ତାଣ୍ଡବ ଏବର୍ଷ ସରିଯିବ ବୋଲି ଯାହା ଆଶା କରାଯାଉଥିଲା,ତାହା ଏବେ କ୍ଷୀଣ ହୋଇଛି । କାରଣ ଦେଶରେ କରୋନା ସ୍ଥିତି ଟିକେ ଭଲ ଥିବା ବେଳେ ଆଉ ଏକ ଭାରିଆଣ୍ଟ ଆସି ପହଞ୍ଚିଯାଇଛି । ଏହି ଭାରିଆଣ୍ଟ ବ୍ରିଟେନରେ ତାଣ୍ଡବ ରଚିବା ପରେ ଭାରତରେ ପ୍ରବେଶ କରି ଆତଙ୍କର କାରଣ
Read More...