Browsing Category

ଦେଶ- ବିଦେଶ

ବଙ୍ଗଳାରେ ପୁଣି ହିଂସା ! ଟିଏମସି ନେତାଙ୍କୁ ହତ୍ୟା ପରେ ଜାଳିଦେଲେ ଘର, ୧୦ ଜୀବନ୍ତ ଦଗ୍ଧ

କୋଲକତା : ବିଧାନସଭା ନିର୍ବାଚନ ପରେ ହିଂସାର ସମ୍ମୁଖୀନ ହୋଇଥିବା ବଙ୍ଗଳାରେ ସମାନ ପର୍ଯ୍ୟାୟ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ସୋମବାର ଦିନ ଟିଏମସିର ପଞ୍ଚାୟତ ନେତାଙ୍କ ହତ୍ୟା ପରେ ଘଟିଥିବା ହିଂସାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଲୋକଙ୍କ ଘରେ ନିଆଁ
Read More...

ପ୍ରିୟଙ୍କାଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ କଂଗ୍ରେସର ଅତ୍ୟନ୍ତ ଖରାପ ପ୍ରଦର୍ଶନ ପରେ ରାଜ୍ୟ ସଭାପତି ଅଜୟ କୁମାର ଲାଲୁଙ୍କ ଇସ୍ତଫା ମାଗିଥିଲେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କିନ୍ତୁ ୟୁପି ଦାୟିତ୍ୱରେ ଥିବା ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ପଦବୀକୁ ନେଇ ପ୍ରଶ୍ନ ଉଠିଛି । ଦଳର ନେତା ତଥା ପୂର୍ବତନ
Read More...

ନୂଆ ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ମାନ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଚଣ୍ଡିଗଡ଼: ପଞ୍ଜାବ କ୍ୟାବିନେଟରେ ସାମିଲ ହୋଇଥିବା ସଦସ୍ୟଙ୍କୁ ଆଜି ସେମାନଙ୍କ ମନ୍ତ୍ରୀ ପଦ ମିଳିଛି। ଦୁଇ ଦିନ ତଳେ ୧୦ ଜଣ ଆପ୍ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ କାହାକୁ କେଉଁ ବିଭାଗ ମିଳିବ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା। ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ
Read More...

ଚୀନ୍‌ରେ ଭୟଙ୍କର ବିମାନ ଦୁର୍ଘଟଣା : ସଂଖ୍ୟାଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ବେଜିଂ,୨୧/୩ : ଚୀନରେ ଆଜି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଏହି ୭୩୭ ବୋଇଂ ବିମାନଟି ଆଜି କୁନମିଙ୍ଘରୁ ଗୁଆଙ୍ଗଝୋ ଯାଉଥିବା ବେଳେ ପାହାଡ଼ରେ ଧକ୍କା ଖାଇ ଜଳିଯାଇଥିଲା । ବିମାନରେ ୧୩୩ ଜଣ ଯାତ୍ରୀ ଥିଲେ । ମୃତାହତ ସଂପର୍କରେ ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ସଂଖ୍ୟାଧିକ ଯାତ୍ରୀ
Read More...

ପଞ୍ଜାବ ପାଇଁ ୫ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆପ୍‌

ଚଣ୍ଡିଗଡ଼: ପଞ୍ଜାବ ରାଜ୍ୟରୁ ଖାଲି ପଡୁଥିବା ୫ ରାଜ୍ୟସଭା ଆସନ ପାଇଁ ଶାସକ ଆମ୍‌ ଆଦମୀ ପାର୍ଟି ତା'ର ଆଶୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ହରଭଜନ ସିଂ, ପଞ୍ଜାବ ସହ ପ୍ରଭାର ରାଘବ ଚଢା ଏବଂ ଆଇଆଇଟି ଦିଲ୍ଲୀର ପ୍ରଫେସର ଡକ୍ଟର ସନ୍ଦୀପ ପାଠକଙ୍କ
Read More...

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମୋଦୀ ଦେଲେ ଏହି ଖାସ୍‌ ଉପହାର

ନୂଆଦିଲ୍ଲୀ,୨୦/୩ : ଏବେ ଭାରତ ଗସ୍ତରେ ଅଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ତାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ତେବେ ଯେଉଁ କଥାଟି ଏବେ ବିଶେଷ ଚର୍ଚ୍ଚାର ବିଷୟ ହେଉଛି କିଶିଦାଙ୍କୁ ମୋଦୀ ଦେଇଥିବା ଉପହାର । ଜାପାନ
Read More...

ଅଭୂତପୂର୍ବ ଅର୍ଥ ସଙ୍କଟ : କାଗଜ ଅଭାବରୁ ପିଲାଙ୍କ ପରୀକ୍ଷା ବନ୍ଦ!

କଲମ୍ବୋ,୨୦/୩ : ଶ୍ରୀଲଙ୍କାରେ ଏବେ ଦେଖାଦେଇଛି ଅଭୂତପୂର୍ବ ଅର୍ଥ ସଙ୍କଟ । ଏମିତି ଆଗରୁ କେବେ ବି ଦେଖା ଦେଇନଥିଲା । ଅବସ୍ଥା ଏମିତି ହୋଇଛି ଯେ କାଗଜ କିଣିବାକୁ ବି ସରକାରଙ୍କ ପାଖରେ ପଇସା ନାହିଁ । ଶୁଣିଲେ ଅବିଶ୍ୱାସ ଓ ଆଶ୍ଚର୍ଯ୍ୟ ଲାଗିବ ଯେ ଅର୍ଥାଭାବ ଯୋଗୁ କାଗଜ କିଣାଯାଇ ନପାରିବାରୁ
Read More...

ରାଜ୍ୟସଭା ପାଇଁ ଆପ୍‌ ପ୍ରାର୍ଥୀ ହେବେ ହରଭଜନ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ୍‌ର ହରଭଜନ ସିଂହ ଲଢିବେ ରାଜ୍ୟସଭା ନିର୍ବାଚନ । ତେବେ କଂଗ୍ରେସ ନୁହେଁ କି ବିଜେପି ନୁହେଁ,ସେ ଆପ୍‌ ଦଳର ପ୍ରାର୍ଥୀଭାବେ ଲଢିବେ । ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନରେ ପଞ୍ଜାବରୁ ‘ଆପ୍‌’ର ପ୍ରାର୍ଥୀ ହେବେ ବୋଲି ଦଳ ତରଫରୁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ
Read More...

ଏହି ଦେଶରେ ଦିନକରେ ସଂକ୍ରମିତ ହେଲେ ୬ ଲକ୍ଷ

ସିଓଲ,୧୭/୩ : ଦକ୍ଷିଣ କୋରିଆରେ କୋଭିଡ ସ୍ଥିତି ଏବେ ସାଂଘାତିକ । ଦିନକରେ ସଂକ୍ରମିତ ହୋଇଛନ୍ତି ୬ ଲକ୍ଷ । ଏହି ସମୟରେ କରୋନା ଯୋଗୁ ଦେଶରେ ୪୨୯ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ମାମଲା ସହିତ ଦେଶରେ ଗୋଟିଏ ଦିନରେ କରୋନା ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି । ଦେଶରେ ଦୈନିକ ସଂକ୍ରମଣ
Read More...

ଗାନ୍ଧି ଅନୁଗତଙ୍କୁ ହଟାଇବା ଅଭିଯାନରେ ଜି-୨୩

ନୂଆଦିଲ୍ଲୀ,୧୭/୩ : ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଅତ୍ୟନ୍ତ ଲଜ୍ଜାଜନକ ପରାଜୟ ପରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଦଳକୁ ସଜାଡ଼ି ଏହାର ପୁନରୁଦ୍ଧାର ଦିଗରେ ଜୋରଦାର ଓ କଡ଼ା ଅଭିଯାନ ଆରମ୍‌ଭ କରିଦେଇଛନ୍ତି । ଏହି ରାଜ୍ୟଗୁଡ଼ିକର କଂଗ୍ରେଓ ସଭାପତିମାନଙ୍କୁ ହଟାଇ ସେମାନଙ୍କ
Read More...