Browsing Category

ଦେଶ- ବିଦେଶ

ଓଡିଶା ଆସିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି।ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର
Read More...

ନିକି ହତ୍ୟା ମାମଲାରେ ନୂଆ ଖୁଲାସା; ମାସେ ପୂର୍ବରୁ ହତ୍ୟା ଯୋଜନା କରିଥିଲେ ବିପିନ ; ବ୍ୟୁଟି ପାର୍ଲର ନାମରେ…

ଗ୍ରେଟର ନୋଏଡା: ଗ୍ରେଟର ନୋଏଡାର କାସନା କୋତୱାଲିର ସିରସା ଗାଁରେ ଯୌତୁକରେ 35 ଲକ୍ଷ ଟଙ୍କା ଦାବି ପୂରଣ ନହେବାରୁ ପତ୍ନୀଙ୍କୁ ଜ୍ୱଳନ୍ତ ପଦାର୍ଥ ଢାଳି ଜୀବନ୍ତ ଜାଳି ଦେବା ଘଟଣା ପରେ ଲୋକଙ୍କ କ୍ରୋଧ ଥମିବାର ନାମ ନେଉନାହିଁ।ରୂପବାସ ଗାଁରେ ମୃତକଙ୍କ ଘରେ କେବଳ ଶୋକ ପ୍ରକାଶ କରିବା ପାଇଁ
Read More...

ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କୁ ଝଟକା, ବଢିଲା ଭଡା

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏକ ଛୋଟ ଝଟକା ଲାଗିଛି। ୮ ବର୍ଷ ପରେ ଦିଲ୍ଲୀ ମେଟ୍ରୋ ପକ୍ଷରୁ ଭଡ଼ା ବୃଦ୍ଧି ଘୋଷଣା କରାଯାଇଛି। ଅର୍ଥାତ୍, ଏବେଠାରୁ ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଡିଏମଆରସି କହିଛି
Read More...

ଯୌତୁକ ନିଆଁରେ ଜଳିଲେ ଆଉ ଜଣେ ବୋହୂ, ସ୍ବାମୀ ଗିରଫ

ନୂଆଦିଲ୍ଲୀ-ଯୌତୁକ ନିଆଁରେ ଜଳିଲେ ଆଉ ଜଣେ ବୋହୂ । ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରୁ । ଅଭିଯୋଗ ଅନୁଯାୟୀ ନିକିଙ୍କୁ ତାଙ୍କ ସ୍ୱାମୀ ଯୌତୁକ ଦାବି ପୂରଣ ନ ହେବାରୁ ଜୀବନ୍ତ ଜାଳି ଦେଇଛନ୍ତି। ନିକିଙ୍କ ଅଧା ପୋଡ଼ିଯାଇଥିବା ଶରୀରର ଏକ ଭିଡିଓ ସୋସିଆଲ
Read More...

ନାମାଙ୍କନ ଦାଖଲ କଲେ ଇଣ୍ଡିମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ

ନୂଆଦିଲ୍ଲୀ : ନାମାଙ୍କନ ଦାଖଲ କଲେ ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି । ନାମାଙ୍କନ ଦାଖଲର ଶେଷ ଦିନରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କଂଗ୍ରେସ ସାଂସଦ ପ୍ରସ୍ତାବକ ରହିଥିଲେ । ଏହା ସହ ଇଣ୍ଡି ମେଣ୍ଟର ଅନ୍ୟ ସାଂସଦମାନେ ମଧ୍ୟ ପ୍ରସ୍ତାବକ ରହିଥିଲେ ।
Read More...

କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହା ଦେଶର ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ଏକ ନୂତନ ଦିଗଦର୍ଶନ ଦେବ। ରାଜସ୍ଥାନର କୋଟା-ବୁନ୍ଦି ଜିଲାରେ ଏକ ନୂତନ ବିମାନବନ୍ଦର ନିର୍ମାଣ ପାଇଁ
Read More...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ବିରୋଧୀ ଦଳର ପ୍ରାର୍ଥୀ

ନୂଆଦିଲ୍ଲୀ:ବିରୋଧୀ ଦଳ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ହେବେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ସୂଚନା ଦେଇଛନ୍ତି। ସେ ଭାରତର ସବୁଠାରୁ ସମ୍ମାନିତ
Read More...

ମୁମ୍ବାଇରେ ବର୍ଷାର ତାଣ୍ଡବ, ଜୀବନଯାତ୍ରା ଠପ୍

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ପୁଣି ଥରେ ଜୀବନଯାତ୍ରାକୁ ବାଧାପ୍ରାପ୍ତ କରିଛି। ମଙ୍ଗଳବାର ସକାଳ ଠାରୁ ଲଗାତାର ବର୍ଷା ଯୋଗୁଁ ସେଣ୍ଟ୍ରାଲ ଲାଇନ ଏବଂ ହାର୍ବର ଲାଇନରେ ସ୍ଥାନୀୟ ସେବା ବନ୍ଦ ହୋଇଛି। ମଧ୍ୟାହ୍ନ 12 ଟାରୁ ଉଭୟ ଲାଇନରେ ସେବା ବାଧାପ୍ରାପ୍ତ ହୋଇଛି, ଯାହା ଯୋଗୁଁ ପ୍ରତିଦିନ
Read More...

କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କରିବ ପାର୍ଲାମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ମହାକାଶରେ ଇତିହାସ ସୃଷ୍ଟି କରି ଭାରତ ଫେରିଛନ୍ତି। ରବିବାର, ବହୁ ସଂଖ୍ୟକ ଲୋକ ଦିଲ୍ଲୀ ବିମାନବନ୍ଦରରେ ତ୍ରିରଙ୍ଗା ହଲାଇ ଏବଂ ଡ୍ରମ ବଜାଇ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ସୋମବାର (୧୮
Read More...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDA ଏକଜୁଟ, ନୀତିଶଙ୍କଠାରୁ ନାଇଡୁ ପର୍ଯ୍ୟନ୍ତ ସମସ୍ତେ ସିପି ରାଧାକୃଷ୍ଣନଙ୍କୁ କଲେ…

ନୂଆଦିଲ୍ଲୀ: ଏନଡିଏ ଉପରାଷ୍ଟ୍ରପତି ପଦ ପାଇଁ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରିଛି, ଯାହାଙ୍କୁ ନୀତିଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ପ୍ରମୁଖ ସହଯୋଗୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ଜନତା ଦଳ (ୟୁନାଇଟେଡ୍)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Read More...