Browsing Category

ଦେଶ- ବିଦେଶ

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମୋଦୀ ଦେଲେ ଏହି ଖାସ୍‌ ଉପହାର

ନୂଆଦିଲ୍ଲୀ,୨୦/୩ : ଏବେ ଭାରତ ଗସ୍ତରେ ଅଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ତାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ତେବେ ଯେଉଁ କଥାଟି ଏବେ ବିଶେଷ ଚର୍ଚ୍ଚାର ବିଷୟ ହେଉଛି କିଶିଦାଙ୍କୁ ମୋଦୀ ଦେଇଥିବା ଉପହାର । ଜାପାନ
Read More...

ଅଭୂତପୂର୍ବ ଅର୍ଥ ସଙ୍କଟ : କାଗଜ ଅଭାବରୁ ପିଲାଙ୍କ ପରୀକ୍ଷା ବନ୍ଦ!

କଲମ୍ବୋ,୨୦/୩ : ଶ୍ରୀଲଙ୍କାରେ ଏବେ ଦେଖାଦେଇଛି ଅଭୂତପୂର୍ବ ଅର୍ଥ ସଙ୍କଟ । ଏମିତି ଆଗରୁ କେବେ ବି ଦେଖା ଦେଇନଥିଲା । ଅବସ୍ଥା ଏମିତି ହୋଇଛି ଯେ କାଗଜ କିଣିବାକୁ ବି ସରକାରଙ୍କ ପାଖରେ ପଇସା ନାହିଁ । ଶୁଣିଲେ ଅବିଶ୍ୱାସ ଓ ଆଶ୍ଚର୍ଯ୍ୟ ଲାଗିବ ଯେ ଅର୍ଥାଭାବ ଯୋଗୁ କାଗଜ କିଣାଯାଇ ନପାରିବାରୁ
Read More...

ରାଜ୍ୟସଭା ପାଇଁ ଆପ୍‌ ପ୍ରାର୍ଥୀ ହେବେ ହରଭଜନ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ୍‌ର ହରଭଜନ ସିଂହ ଲଢିବେ ରାଜ୍ୟସଭା ନିର୍ବାଚନ । ତେବେ କଂଗ୍ରେସ ନୁହେଁ କି ବିଜେପି ନୁହେଁ,ସେ ଆପ୍‌ ଦଳର ପ୍ରାର୍ଥୀଭାବେ ଲଢିବେ । ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନରେ ପଞ୍ଜାବରୁ ‘ଆପ୍‌’ର ପ୍ରାର୍ଥୀ ହେବେ ବୋଲି ଦଳ ତରଫରୁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ
Read More...

ଏହି ଦେଶରେ ଦିନକରେ ସଂକ୍ରମିତ ହେଲେ ୬ ଲକ୍ଷ

ସିଓଲ,୧୭/୩ : ଦକ୍ଷିଣ କୋରିଆରେ କୋଭିଡ ସ୍ଥିତି ଏବେ ସାଂଘାତିକ । ଦିନକରେ ସଂକ୍ରମିତ ହୋଇଛନ୍ତି ୬ ଲକ୍ଷ । ଏହି ସମୟରେ କରୋନା ଯୋଗୁ ଦେଶରେ ୪୨୯ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ମାମଲା ସହିତ ଦେଶରେ ଗୋଟିଏ ଦିନରେ କରୋନା ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି । ଦେଶରେ ଦୈନିକ ସଂକ୍ରମଣ
Read More...

ଗାନ୍ଧି ଅନୁଗତଙ୍କୁ ହଟାଇବା ଅଭିଯାନରେ ଜି-୨୩

ନୂଆଦିଲ୍ଲୀ,୧୭/୩ : ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଅତ୍ୟନ୍ତ ଲଜ୍ଜାଜନକ ପରାଜୟ ପରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଦଳକୁ ସଜାଡ଼ି ଏହାର ପୁନରୁଦ୍ଧାର ଦିଗରେ ଜୋରଦାର ଓ କଡ଼ା ଅଭିଯାନ ଆରମ୍‌ଭ କରିଦେଇଛନ୍ତି । ଏହି ରାଜ୍ୟଗୁଡ଼ିକର କଂଗ୍ରେଓ ସଭାପତିମାନଙ୍କୁ ହଟାଇ ସେମାନଙ୍କ
Read More...

୪୫ ଦିନରେ ଭାରତ ନିର୍ମାଣ କଲା ୭ ମହଲା କୋଠା

ନୂଆଦିଲ୍ଲୀ,୧୭/୩ : ବହୁମହଲା ବିଶିଷ୍ଟ କୋଠା ନିର୍ମାଣ କ୍ଷେତ୍ରରେ ଭାରତ ରେକଡର଼୍ ସୃଷ୍ଟି କରିଛି । ମାତ୍ର ୪୫ ଦିନରେ ନିର୍ମିତ ହୋଇପାରିଛି ଏକ ସାତ ମହଲା କୋଠା । ଏହି ରେକଡର଼୍ କରିଛି ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ ବା ଡିଆରଡିଓ । ବେଙ୍ଗାଲୋର ଠାରେ ବୈମାନିକ ବିକାଶ ପ୍ରତିଷ୍ଠାନ
Read More...

ଭୂକମ୍ପରେ ଥରିଲା ଜାପାନ,ଜାରି ହେଲା ସୁନାମି ଆଲର୍ଟ

ଟୋକିଓ: ଜାପାନରେ ଆଜି ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ରାଜଧାନୀର ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡିଛି । ଭୂକମ୍ପର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି । ସେହିପରି ସୁନାମି
Read More...

ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ

ଜେରୁଜେଲମ: ଇସ୍ରାଏଲରୁ ଠାବ ହୋଇଛି କରୋନାର ନୂଆ ଭାରିଏଣ୍ଟ । ଦୁଇ ଜଣଙ୍କ ଶରୀରରୁ ଏହି ନୂଆ ଭାରିଏଣ୍ଟ ଠାବ ହୋଇଛି । ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବରୁ ମିଳିଥିବା ଓମିକ୍ରନର ଦୁଇଟି ସବ୍‌ ଭାରିଏଣ୍ଟ ମିଳିତ ଭାବେ ଗୋଟିଏ ନୂଆ ରୂପ ଧାରଣ କରିଛନ୍ତି
Read More...

୨୧ରେ ଶପଥ ନେଇପାରନ୍ତି ଯୋଗୀ : ଅତିଥି ତାଲିକାରେ ସୋନିଆ,ମାୟାବତୀ

ନୂଆଦିଲ୍ଲୀ,୧୬/୩ : ଆସନ୍ତା ୨୧ ତାରିଖରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇପାରନ୍ତି ଯୋଗୀ ଆଦିତ୍ୟନାଥ । ଶପଥ ଗ୍ରହଣ ଉତ୍ସବ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍‌ନୌର ଅଟଳ ବିହାରୀ ବାଜପେଇ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୦୦ରୁ
Read More...

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍

ଅମ୍ରିତସର : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍ । ଶପଥପାଠ କରାଇଥିଲେ ରାଜ୍ୟପାଳ ବନୱାରିଲାଲ ପୁରୋହିତ । ଏହାକୁ ମିଶାଇ ମାନ ହେବେ ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ । ଅବଶିଷ୍ଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ହେବ। ହୋଶିଆରପୁର ଜିଲ୍ଲାର ସହିଦ-ଏ-ଆଜମ ଭଗଓ୍ୱନ୍ତ
Read More...