Browsing Category

ଦେଶ- ବିଦେଶ

ଜାଣନ୍ତୁ,ଋଷ୍‌ର ଶତ୍ରୁ ଦେଶ ତାଲିକାରେ କେଉଁମାନେ ଅଛନ୍ତି

ବେଜିଂ,୭/୩ : ଋଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ଆଜି ପ୍ରକାଶ ପାଇଛି ଏକ ଚାଞ୍ଚଲ୍ୟକର ରିପୋର୍ଟ । ଏହି ରିପୋର୍ଟରେ ରହିଛି ଋଷ୍‌ର ପରମ ଶତ୍ରୁ ଦେଶମାନଙ୍କର ତାଲିକା । ଏହି ତାଳିକାରେ ଅଛନ୍ତି ଆମେରିକା ସମେତ ମୋଟ ୩୦ଟି ଦେଶ । ଶୀର୍ଷରେ ଅଛି ଆମେରିକା । ଏହାଛଡ଼ା,ବ୍ରିଟେନ,ୟୁକ୍ରେନ
Read More...

ପୁଟିନଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଭିତରେ ଅନେକ ଭାରତୀୟ ଫସି ରହିଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟମାନେ କେମିତି ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିବେ ସେଥିପାଇଁ ସମସ୍ତେ ପ୍ରୟାସ କରୁଛନ୍ତ। ଏ ସବୁ ଭିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଓ
Read More...

ଅବସର ବେଳେ ପାଇଥିଲେ ୪୦ ଲକ୍ଷ,ଗରିବଙ୍କ ପାଠପଢା ପାଇଁ ଦେଇଦେଲେ ସବୁଯାକ

ନୂଆଦିଲ୍ଲୀ : ଏପରି ଅନେକ ଲୋକ ଅଛନ୍ତି,ଯେଉଁମାନେ ଆବଶ୍ୟକତା ଠାରୁ ଅଯଥାରେ ଅଧିକ ଖର୍ଚ୍ଚ କରିନ୍ତି । ଟଙ୍କାକୁ ସେମାନେ ମହତ କାର୍ଯ୍ୟରେ ଲଗାଇବା ବଦଳରେ ବରବାଦ କରନ୍ତି । ସେମାନଙ୍କର ଏହି ଅଯଥା ଖର୍ଚ୍ଚରେ ବହୁ ଗରିବ ଓ ଅସହାୟ ପିଲା ଓ ବୁଢାବୁଢି ଉପକୃତ ହୋଇପାରନ୍ତେ । କିନ୍ତୁ ମଣିଷପଣିଆର
Read More...

ଜାଣନ୍ତୁ,୨୦୩୦ ସୁଦ୍ଧା ମୋଟା ଲୋକଙ୍କ ସଂଖ୍ୟା କେତେରେ ପହଞ୍ଚିବ

ନୂଆଦିଲ୍ଳୀ : ହୃଦଘାତ,ଡାଏବେଟିସ,ନିମୋନିଆ,ନିଦ୍ରାହୀନତା,ଦ୍ରୁତ କେଶ ପତନ ଭଳି ମେଦବହୁଳତା ମଧ୍ୟ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ଅଳ୍ପ ବୟସର ପିଲାମାନେ ମଧ୍ୟ ଏହି ସମସ୍ୟାର ଶିକାର ହେଉଛନ୍ତି । ଏହି ସମସ୍ୟା ବହୁଳଭାବେ ବୃଦ୍ଧି ପାଇବାର ଅନ୍ୟତମ କାରଣ ହେଉଛି ଲୋକ ନିଜ ଇଚ୍ଛା ଅନୁସାରେ
Read More...

ଫେରିଲେ ଆଉ ୨୧୩୫ ଭାରତୀୟ

ନୂଆଦିଲ୍ଲୀ.୬/୩ : ଭାରତ ସରକାରଙ୍କର ଅପରେସନ ଗଙ୍ଗା ଅଭିଯାନ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଭାରତୀୟ ଦୂତାବାସ ରବିବାର ଏହାର ସୂଚନା ଦେଇଛନ୍ତି । ଦୂତାବାସ ବାକି ରହି ଯାଇଥିବା ଛାତ୍ରଙ୍କୁ ହଙ୍ଗେରୀ ରାଜଧାନୀ ବୁଡାପେଷ୍ଟ ପହଞ୍ଚିବାକୁ ଅପିଲ୍‌ କରିଛନ୍ତି । ରବିବାର ୟୁକ୍ରେନର ପଡୋଶୀ
Read More...

ଖୋଲିଲା ଋଷିଆର ଅସଲ ମୁଖା,ଆକ୍ରମଣର ଅସଲ ଳକ୍ଷ୍ୟ ଖୋଲି କହିଦେଲେ ପୁଟିନ

କିଭ୍‌ : ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ ଘଟଣା ଏବେ ନୂଆ ମୋଡ ନେବାକୁ ଯାଉଛି । ରୁଷିଆ ରାଷ୍ଟ୍ରପତି ପୁଟିନ୍‌ କହିଛନ୍ତି, ଯଦି ୟୁକ୍ରେନ ଏଭଳି ମନୋଭାବ ଜାରି ରଖେ, ତାହେଲେ ୟୁକ୍ରେନ ନିଜର ଦେଶ ହେବାର ମାନ୍ୟତା ହରାଇବ । ଏହାର ଅର୍ଥ ହେଉଛି ରୁଷ୍‌ ୟୁକ୍ରେନକୁ ଦଖଲ କରିନେବ । ପୂର୍ବରୁ
Read More...

ବିଏସଏଫ ଯବାନ ମେସରେ ଚଳାଇଲେ ଗୁଳି, ୫ ମୃତ

ଅମୃତସର : ଅମୃତସରର ବିଏସ୍‌ଏଫ୍‌ ମେସ୍‌ରେ ଜଣେ ଯବାନ ଗୁଳି ଚଳାଇଥିବା ଭଳ ଏକ ଖବର ସାମ୍ନାକୁ ଆସିଛି । ଏଥିରେ ଗୁଳି ଚଳାଇଥିବା କନଷ୍ଟେବଳଙ୍କ ସମେତ ପାଞ୍ଚଜଣ ସୀମା ସୁରକ୍ଷା ବାହିନୀ (ବିଏସଏଫ) କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ମାର୍ଚ୍ଚ ୬ ରବିବାର ଦିନ ଏହି ଘଟଣା ଘଟିଛି । ଆହତ ଯବାନଙ୍କ
Read More...

ପୂର୍ବତନ ସ୍ଥଳସେନାଧ୍ୟକ୍ଷ ଜେନେରାଲ ରୋଡ୍ରିଗସ୍‌ଙ୍କ ପରଲୋକ

ନୂଆଦିଲ୍ଲୀ, ୪/୩ : ଭାରତୀୟ ସେନାର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏସ.ଏଫ. ରୋଡ୍ରିଗ୍ସଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍ଖୁ ୮୮ ବର୍ଷ ବୟସ ହୋଇଥିଲା । ଜେନେରାଲ ରୋଡ୍ରିଗ୍ସ ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଦେଶର ସ୍ଥଳସେନାଧ୍ୟକ୍ଷ ଥିଲେ । ସେନାରୁ ଅବସର ନେବା ପରେ ୨୦୦୪ରୁ
Read More...

ଯୁଦ୍ଧ ବିରୋଧରେ ରୁଷ୍‌ ଟିଭି ଚାନେଲ କର୍ମଚାରୀଙ୍କ ଲାଇଭ୍‌ ଇସ୍ତଫା

ନୂଆଦିଲ୍ଲୀ: ଯୁଦ୍ଧ ପରଠୁ ଅଳ୍ପ କେତୋଟି ଦେଶକୁ ଛାଡ଼ିଦେଲେ ଋଷ୍‌କୁ ଅନ୍ୟସବୁ ଦେଶ ଓ ବହୁ ଅନ୍ତର୍ଜାତୀୟ ସଙ୍ଗଠନ,ଏପରିକି ଗଣମାଧ୍ୟମ ମଧ୍ୟ ବିରୋଧ କରୁଛନ୍ତି । ଏହି ବିରୋଧ ତାଲିକା ଜଣକ ପରେ ଜଣେ ସାମିଲ ହେଉଛନ୍ତି । ଆଜି ଏଭଳି ଏକ ଘଟଣା ଘଟିଛି,ଯାହା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି ।
Read More...

ତ୍ରିରଙ୍ଗାକୁ ଛାଡ଼ି ଋଷ୍‌ ରକେଟରୁ ହଟିଲା ଅନ୍ୟ ସବୁ ଦେଶର ପତାକା

ନୂଆଦିଲ୍ଲୀ : ଋଷ୍‌ ଓ ୟୁକ୍ରେନ ଯୁଦ୍ଧ ଚାଲିଥିବା ଭିତରେ ଏଭଳି କେତକ ଘଟଣା ଘଟୁଛି,ଯାହା ବେଶ୍‌ ରୋଚକ । ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଋଷ୍‌ ତାର ରକେଟରୁ ସବୁଦେଶର ଜାତୀୟ ପତାକାର ଚିହ୍ନକୁ ହଟାଇ ଦେଇଛି । କେବଳ ରହିଛି ଗୋଟିଏ ଦେଶର ପତାକା,ତାହା ହେଉଛି ତ୍ରିରଙ୍ଗା । ଭାରତର
Read More...