Browsing Category

ଦେଶ- ବିଦେଶ

ମୋଦୀଙ୍କ ସହାୟତା ଲୋଡ଼ିଲା ୟୁକ୍ରେନ

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ । ୟୁକ୍ରେନ ସେନ୍ୟବାହିନୀକୁ ଆତ୍ମସମର୍ପଣ କରିବାକୁ ପୁଟିନ ଆହ୍ୱାନ ଦେଇଛନ୍ତି । କେବଳ ସେତିକି ନୁହେଁ ୟୁକ୍ରେନର କିଭ ଓ ଖାରକିଭରେ ଋଷିଆ ପକ୍ଷରୁ ମିଜାଇଲ ଆକ୍ରମଣ କରାଯାଇଛି । ୟୁକ୍ରେନର ଅନ୍ୟାନ୍ୟ କେତେକ
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ:ଡାକ୍ତରଙ୍କୁ ମିଳୁଥିବା ମାଗଣା ଉପହାର ଯୋଗୁଁ ବଢୁଛି ମେଡିସିନର ମୂଲ୍ୟ

ନୂଆଦିଲ୍ଲୀ: ଡାକ୍ତରମାନଙ୍କୁ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ପକ୍ଷରୁ ଦିଆଯାଉଥିବା ଉପହାର ଏବଂ ମାଗଣା ଉପହାର ଦେବାର ଖର୍ଚ୍ଚକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରିବାକୁ ଫାର୍ମା କମ୍ପାନୀଗୁଡିକର ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଏହି ଆବେଦନକୁ
Read More...

ପିକଅପ୍ ଦୁର୍ଘଟଣା; ଦୁଇ ମୃତ, ୫ରୁ ଅଧିକ ଆହତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।  ବଇଣ୍ଡାରୁ ଆଠମଲ୍ଲିକ ଆଡକୁ ଆସୁଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଏକ ବ୍ରିଜରେ ବାଡେଇ ହୋଇ ଯାଇଥିଲା । ଫଳରେ ପିକଅପ ଭ୍ୟାନରେ ଯାଉଥିବା ୮ ଜଣରୁ ଅଧିକ ଛିଟିକି ପଡିଥିଲେ।
Read More...

ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ଘରେ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ । କେବଳ ସେତିକି ନୁହେଁ ୟୁକ୍ରେନର କିଭ ଓ ଖାରକିଭରେ ଋଷିଆ ପକ୍ଷରୁ ମିଜାଇଲ ଆକ୍ରମଣ କରାଯାଇଛି । ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ଆକ୍ରମଣ କରାଯାଇଛି । ଯୁଦ୍ଧକୁ ଦୃଷ୍ଟିରେ
Read More...

ରକେଟ ମାଡ଼ରେ ୩୦୦ ମୃତ, ଖଣ୍ଡନ କଲେ ପୁଟିନ

ନୂଆଦିଲ୍ଲୀ:ଋଷ- ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଘନଘଟା ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷ ସେନାର ରକେଟ ମାଡରେ ୟୁକ୍ରେନର ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ଗୃହମନ୍ତ୍ରୀ । ୟୁକ୍ରେନରେ ଆକ୍ରମଣ କରିସାରିଛି ଋଷ । ଏକାଧିକ
Read More...

ବିମାନ ଉଡ଼ାଣ ବନ୍ଦ କଲା ୟୁକ୍ରେନ, ଫସି ରହିଛନ୍ତି ବିଦେଶୀ

ମସ୍କୋ : ୟୁକ୍ରେନ ବେସାମରିକ ବିମାନ ଉଡ଼ାଣ ବନ୍ଦ କରିଦେଇଛି । ଫଳରେ ହଜାର ହଜାର ବିଦେଶୀ ନାଗରିକ ବିମାନ ବନ୍ଦର ନିକଟରେ ଫସି ରହିଥିବା ଜାଣିବାକୁ ମିଳିଛି । ଅନେକ ଭାରତୀୟ ମଧ୍ୟ ୟୁକ୍ରେନରେ ରହିଛନ୍ତି । ଯୁଦ୍ଧ ପାଇଁ ସବୁ ଦେଶ ନିଜ ନିଜର ନାଗରିକଙ୍କୁ ୟୁକ୍ରେନରୁ
Read More...

ୟୁକ୍ରେନର ୧୩ ସହରରେ ଋଷର ଆକ୍ରମଣ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ । ଋଷ ୟୁକ୍ରେନର ୧୩ ଟି ସହର ଉପରେ ଆକ୍ରମଣ କରିଛି। ରାଜଧାନୀ କିଭ୍‍ ସମେତ ୟୁକ୍ରେନର ପୂର୍ବ ଭାଗରେ ଥିବା ସହରଗୁଡ଼ିକୁ ଟାର୍ଗେଟ କରାଯାଇଛି । ୟୁକ୍ରେନର ଅନେକ ସହରରେ ବିସ୍ଫୋରଣ ହେବାର ଖବର ରହିଛି । କଳାସାଗର ନିକଟ ଓଡେସାରେ ଦୁଇଟି ଶକ୍ତିଶାଳୀ
Read More...

ଟ୍ରାକ୍ଟରକୁ ଜିପ୍‌ କରିଦେଲେ ଏହି ଯୁବକ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ : ଆମେ ଆଗରୁ ଜାଣିଛେ ଓ ଶୁଣିଛେ ଯେ, ବହୁ ସ୍ୱଦେଶୀ କାରଗରମାନେ ପୁରୁଣ ଯାନକୁ ଯୋଗାଡ କରି ନୂଆ ରୂପ ଦିଅନ୍ତ ଓ ବେଳେବେଳେ ଅନ୍ୟ ଗାଡିରେ ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଏମିତି ଏକ ମାମଲା ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ଏକ ପୁରୁଣା ମହିନ୍ଦ୍ରା ଟ୍ରାକ୍ଟରକୁ
Read More...

ମାଟ୍ରିକ୍‌ ପରୀକ୍ଷା ମାମଲା : ଜାଣନ୍ତୁ,ଅଫଲାଇନ ଆବେଦନ ଉପରେ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅଫଲାଇନ୍‌-ଅନଲାଇନ୍‌ ପରୀକ୍ଷା ଦ୍ୱନ୍ଦ୍ୱ ନେଇ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା । ଶୁଣାଣି ବେଳେ କୋର୍ଟ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ । ମାଟ୍ରିକ୍‌-ଦ୍ୱାଦଶ ପରୀକ୍ଷା ମାମଲାରେ ଶୁଣାଣି କରି ଅଫଲାଇନ ପରୀକ୍ଷା ବିରୋଧରେ ହୋଇଥିବା ଆବେଦନ ଖାରଜ
Read More...

ବହୁ ଦେଶରେ ରୋଷେଇ ଘରୁ ଉଭାନ ହୋଇଯିବ ରୁଟି! ଜାଣନ୍ତୁ, ଏହାର କାରଣ

ନୂଆଦିଲ୍ଲୀ : ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ବିଶ୍ୱର ବହୁ ଦେଶକୁ ଭୟଙ୍କର ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ । ପ୍ରଭାବ ଏତେ ଶକ୍ତିଶାଳୀ ଓ ବ୍ୟାପକ ହେବ ଯେ ତାହାର ଭରଣା କରିବା ଏବଂ ପୁଣି ସ୍ୱାଭାବିକ ସ୍ଥିତିକୁ ଆସିବା ଲାଗି କେତେ ବର୍ଷ ଲାଗିବ,ତାହା କହିହେବ ନାହିଁ । ଯଦି
Read More...